Jump to content

ଜନ ଗଣ ମନ

ଉଇକିପିଡ଼ିଆ‌ରୁ



ଜନ ଗଣ ମନ
जन गण मन
English: Jana Gana Mana (for Piano)
Jôno Gôno Mono

National anthem of
 ଭାରତ

LyricsRabindranath Tagore, 1911
MusicRabindranath Tagore, 1919
AdoptedJanuary 24, 1950
Music sample
noicon

ଜନ ଗଣ ମନ' ଭାରତର ଜାତୀୟ ସଙ୍ଗୀତ ଅଟେ । ଏହା ୨୪ ଜାନୁଆରୀ ୧୯୫୦ରେ ସମ୍ବିଧାନ ସଭାଦ୍ୱାରା ସରକାରୀ ଭାବେ ଗ୍ରହଣ କରାଯାଇଥିଲା । ୨୭ ଡିସେମ୍ବର ୨୦୧୧ରେ ଏହାର ପ୍ରଥମ ଗାନର ଶତବର୍ଷ ପାଳନ କରାଯାଇଥିଲା ।[୧][୨]

ଆମର ଜାତୀୟ ସଙ୍ଗୀତକୁ ଗାନ କରିବା ପାଇଁ ମୋଟ ୫୨ସେକେଣ୍ଡ ସମୟ ଲାଗିଥାଏ ୤ ତେବେ କେତେକ ସ୍ଥାନରେ ଏହାର ପ୍ରଥମ ଓ ଶେଷ ପଦ ଗାନ କରାଯାଏ ୤ ଏଥିଲାଗି ୨୦ ସେକେଣ୍ଡ ସମୟ ଲାଗିଥାଏ ୤[୩] ଦେଶର ପ୍ରଟୋକଲ ଅନୁଯାୟୀ ରାଷ୍ଟ୍ରପତି ଓ ରାଜ୍ୟପାଳମାନେ ଯୋଗଦେଉଥିବା ପ୍ରତ୍ୟେକ କାର୍ଯ୍ୟକ୍ରମରେ ସେମାନେ ଆସନ ଗ୍ରହଣ କରିବା ଓ ଆସନ ଛାଡ଼ିବା ପୂର୍ବରୁ ଜନଗଣମନ ଗାନ କରାଯିବା ପାଇଁ ନିୟମ ରହିଛି ୤

ଗୀତ

ଭାରତର ରାଷ୍ଟ୍ର ଗାନ ସମୟରେ ଭାରତର ପ୍ରଧାନମନ୍ତ୍ରୀ ମନମୋହନ ସିଂହଆମେରିକା ରାଷ୍ଟ୍ରପତି ବାରାକ ଓବାମା


ଜନଗଣମନ-ଅଧିନାୟକ ଜୟ ହେ ଭାରତଭାଗ୍ୟବିଧାତା!
ପଞ୍ଜାବ ସିନ୍ଧୁ ଗୁଜରାଟ ମରାଠା ଦ୍ରାବିଡ଼ ଉତ୍କଳ ବଙ୍ଗ
ବିନ୍ଧ୍ୟ ହିମାଚଳ ଯମୁନା ଗଙ୍ଗା ଉଚ୍ଛଳଜଳଧିତରଙ୍ଗ
ତବ ଶୁଭ ନାମେ ଜାଗେ, ତବ ଶୁଭ ଆଶିଷ ମାଗେ,
ଗାହେ ତବ ଜୟଗାଥା।
ଜନଗଣମଙ୍ଗଳଦାୟକ ଜୟ ହେ ଭାରତଭାଗ୍ୟବିଧାତା!
ଜୟ ହେ, ଜୟ ହେ, ଜୟ ହେ, ଜୟ ଜୟ ଜୟ ଜୟ ହେ॥

ଆଧାର

ବାହାର ତଥ୍ୟ

🔥 Top keywords: ପ୍ରଧାନ ପୃଷ୍ଠାମିଡ଼ିଆଉଇକି:Interwiki-links.jsଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାବିଶେଷ:ଖୋଜନ୍ତୁଓଡ଼ିଆ ଭାଷାଦ୍ୱିତୀୟ ବିଶ୍ୱଯୁଦ୍ଧଫକୀର ମୋହନ ସେନାପତିଜଗନ୍ନାଥ ମନ୍ଦିରଜଗନ୍ନାଥ ଦାସବନ୍ଦେ ଉତ୍କଳ ଜନନୀଲକ୍ଷ୍ମୀକାନ୍ତ ମହାପାତ୍ରଗୋପବନ୍ଧୁ ଦାସମଧୁସୂଦନ ଦାସମନମୋହନ ସାମଲଗୋପୀନାଥ ମହାନ୍ତିଉଇକିପିଡ଼ିଆ:ଆମେ ଦାୟୀ ନୋହୁଁମହାତ୍ମା ଗାନ୍ଧୀସୀତା ନବମୀସହଯୋଗ:ବିଷୟବସ୍ତୁବିଶେଷ:ନଗଦବଦଳକାଳିନ୍ଦୀ ଚରଣ ପାଣିଗ୍ରାହୀଗଙ୍ଗାଧର ମେହେରସାରଳା ଦାସଜଗନ୍ନାଥଉଇକିପିଡ଼ିଆ:ଉଇକିପିଡ଼ିଆ ବାବଦରେସଚ୍ଚିଦାନନ୍ଦ ରାଉତରାୟମଧୁସୂଦନ ରାଓପୁନମ ମିଶ୍ରଓଡ଼ିଶାଉଇକିପିଡ଼ିଆ:ଆମ ସହ ଯୋଗାଯୋଗଓଡ଼ିଆ ସାହିତ୍ୟଫାଇଲ:Namita Agrawal (Odia Singer).jpgଗୋଦାବରୀଶ ମିଶ୍ରଶାନ୍ତନୁ କୁମାର ଆଚାର୍ଯ୍ୟଉଇକିପିଡ଼ିଆ:ସଙ୍ଘ ସୂଚନା ଫଳକରାଧାନାଥ ରାୟମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାwiki.phtmlପ୍ରତିଭା ରାୟ