ଘର

ଘର କେହିଲେ ଲୋକମାନେ ରହୁଥିବା ଜାଗାକୁ ବୁଝାଇଥାଏ । [୧]

Plans for a detached house showing the social functions for each room

ପ୍ରକାର

ଘର ବିଭିନ୍ନ ପ୍ରକାରର ଅଛି, କିନ୍ତୁ କେତେକ ସାଧାରଣ ପ୍ରକାରର ଘର ହେଉଛି ମାଟି ବା କୋଠା ।[୨]

ଗଠନ ପ୍ରଣାଳୀ

ଏହାର ପ୍ରକାରକୁ ନେଇ ଗଠନ ପ୍ରଣାଳୀରେ ବିଭିନ୍ନତା ଦେଖାଯାଏ । ଯେପରିକି ମାଟି ଘର ଏକ ମହଲା ବିଶିଷ୍ଟ ହୋଇଥିବା ବେଳେ କୋଠା ଘର ଏକ କିମ୍ବା ତଦୁର୍ଦ୍ଧ ମହଲା ବିଶିଷ୍ଟ ହୋଇଥାଏ ।

ଆଧାର