ଚାଣକ୍ୟ

ପୁରାତନ ଭାରତୀୟ ରାଜଗୁରୁ ଓ ଦାର୍ଶନିକ

{{Infobox person| name = ଚାଣକ୍ୟ | image = Chanakya.jpg| image_size =| alt =| caption = An artist's imagination of Chanakya| birth_date = c. 370 BCE[୧]| birth_place =ଜନ୍ମ ସ୍ଥାନ ବିବାଦୀୟ , କେତେକଙ୍କ ମତରେ ପାଟଳୀପୁତ୍ର, ତକ୍ଷଶିଳା ଏବଂ ଦକ୍ଷିଣ ଭାରତ | death_date = c. 283 BCE[୧]| death_place = ପାଟଳୀପୁତ୍ର| other_names = କୈଟିଲ୍ୟ, ବିଷ୍ଣୁଗୁପ୍ତ| alma_mater = ତକ୍ଷଶିଳା| occupation = Professor and royal advisor| known_for = Foundation of the ମୌର୍ଯ୍ୟ ସାମ୍ରାଜ୍ୟ| notable_works = ଅର୍ଥଶାସ୍ତ୍ର (authorship disputed), ଚାଣକ୍ୟ ନୀତି| influences =| influenced =| footnotes =କୌଟିଲ୍ୟ (ଖ୍ରୀ.ପୂ. 370- ଖ୍ରୀ.ପୂ.2831)[୨] ଜଣେ ଭାରତୀୟ ଶିକ୍ଷକ, ଦାର୍ଶନିକ ଏବଂ ରାଜଗୁରୁ ଥିଲେ ।

ପ୍ରକୃତରେ ସେ ପୂରାତନ ତକ୍ଷଶିଳା ବିଶ୍ୱବିଦ୍ୟାଳୟରେ ଅର୍ଥଶାସ୍ତ୍ର ଓ ରାଜନିତୀ ବିଜ୍ଞାନର ଜଣେ ପ୍ରାଧ୍ୟାପକ ଥିଲେ । ଚାଣକ୍ୟ ମୌର୍ଯ୍ୟ ସାମ୍ରାଜ୍ୟ ସ୍ଥାପନରେ ମୂଖ୍ୟ ଭୂମିକା ଗ୍ରହଣ କରିଥିଲେ । ଏହି ସାମ୍ରାଜ୍ୟ ଇତିହାସର ପ୍ରଥମ ସାମ୍ରାଜ୍ୟ ଭାବେ ଭାରତବର୍ଷର ଅନେକ ଅଂଶ ଦଖଲ କରିଥିଲା । ସେ ପ୍ରଥମ ମୌର୍ଯ୍ୟ ସମ୍ରାଟ ଚନ୍ଦ୍ରଗୁପ୍ତ ଏବଂ ତାଙ୍କ ପୁତ୍ର ବିନ୍ଦୁସାରଙ୍କ ମୁଖ୍ୟ ପରାମର୍ଶଦାତା ଥିଲେ ।

ଚାଣକ୍ୟ ମଧ୍ୟ କୌଟିଲ୍ୟ ଓ ବିଷ୍ଣୁ ଗୁପ୍ତ ନାମରେ ପରିଚିତ ଥିଲେ, ଯେକି ଅର୍ଥଶାସ୍ତ୍ର[୩] ନାମକ ପୂରାତନ ଭାରତର ରାଜନିତୀ ଉପରେ ଆଧାରିତ ପୁସ୍ତକର ରଚନା କରିଥିଲେ ।

ଜନ୍ମ

କୃତିତ୍ତ୍ୱ

ଆଧାର

ବାହାର ତଥ୍ୟ

  • [୧] Chanakya (Kautilya): Arthashastra, Chanakya Niti, Chanakya Sutras: Full text Sanskrit, and translations