ଜଳେଶ୍ୱର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

(ବିଧାନ ସଭା ନିର୍ବାଚନ ମଣ୍ଡଳୀ

ଜଳେଶ୍ୱର (କ୍ରମିକ ସଂଖ୍ୟା: ୩୫) ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ଜଳେଶ୍ୱର (ବି), ଜଳେଶ୍ୱର ବ୍ଳକ ଓ ବସ୍ତା ବ୍ଳକର ବ୍ଳକର କିଛି ଅଂଶ ।[୧][୨]

ଜଳେଶ୍ୱର ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪):୨,୧୩,୨୩୫
ଜିଲ୍ଲା:ବାଲେଶ୍ୱର
ଲୋକ ସଭା ନିର୍ବାଚନ ମଣ୍ଡଳୀ:ବାଲେଶ୍ୱର
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଅଶ୍ୱିନୀ କୁମାର ପାତ୍ର ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଦେବୀ ପ୍ରସନ୍ନ ଚାନ୍ଦଙ୍କଠାରୁ ୩୩୮୬୦ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ।[୩]

ଗତ ୨୦୦୯ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଦେବୀ ପ୍ରସାଦ ଚଣ୍ଡ, ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଅଶ୍ୱିନି କୁମାର ପାତ୍ରଙ୍କଠାରୁ ପ୍ରାୟ ୬,୦୦୦ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୪]

୨୦୦୯ ନିର୍ବାଚନ ଫଳାଫଳ

୨୦୦୯ ବିଧାନ ସଭା ନିର୍ବାଚନ, ଜଳେଶ୍ୱର [୫]
ରାଜନୈତିକ ଦଳପ୍ରାର୍ଥୀଭୋଟ%±%
କଂଗ୍ରେସଦେବୀ ପ୍ରସାଦ ଚଣ୍ଡ୫୯,୬୮୫୪୦.୯୫-
ଭାଜପାଅଶ୍ୱିନି କୁମାର ପାତ୍ର୫୩,୩୮୧୩୬.୬୩N/A
ସ୍ୱାଧୀନଗୌର ଗୋପାଳ ଦାସ୨୦,୨୫୧୧୩.୮୯N/A
କମ୍ୟୁନିଷ୍ଟ (ମାର୍କ୍ସବାଦୀ)ଶିଶିର କୁମାର ହୁଇ୭,୧୧୮୪.୮୮N/A
ଝାମୁମୋଶ୍ୟାମ ସୁନ୍ଦର ମାରାଣ୍ଡି୧,୦୦୨୦.୬୯N/A
ସ୍ୱାଧୀନମଧୁସୂଦନ ଜତି୮୯୪୦.୬୧N/A
ସ୍ୱାଧୀନଅଭିଜିତ ପ୍ରଧାନ୮୪୨୦.୫୮N/A
ସମୃଦ୍ଧ ଓଡ଼ିଶା ବ୍ରଜ ଗୋପାଳ ରାଉତ୭୯୫୦.୫୫N/A
ଝାଡିପାପ୍ରଭାକର ହାଁସଦା୬୮୫୦.୪୭N/A
ସପାଅକ୍ଷୟ କର୬୨୪୦.୪୩N/A
ବସପାସଞ୍ଜିତ ଦାସ୪୬୮୦.୩୨N/A
ଭୋଟ ବ୍ୟବଧାନ୬,୩୦୪୪.୩୩*-
ମତଦାନ ହାର୧,୪୫,୭୭୦୭୧.୦୧-

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣ

୧୯୫୧ରୁ ୨୦୧୪ ମଧ୍ୟରେ ମୋଟ ୧୫ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୬][୩]

ଆଧାର