ତିବ୍ୱତୀ ବୌଦ୍ଧଧର୍ମ

ତିବ୍ୱତୀ ବୌଦ୍ଧ ଧର୍ମ ବୌଦ୍ଧ ଧର୍ମୀର ମହାଜ୍ଞାନ ଶାଖାର ଏକ ଉପଶାଖା ଅଟେ ଯାହା ତିବ୍ୱତ, ମଙ୍ଗୋଲିୟ, ଭୁଟାନ, ଉତ୍ତର ନେପାଳର ଲଦାଖ, ଅରୁଣାଚଳ ପ୍ରଦେଶ ଏବଂ ସିକିମ କ୍ଷେତ୍ର, ଋଷର କାଲାମିକିୟା, ତୁବା ଏବଂ ପୂର୍ବତରୀ ଚୀନରେ ପ୍ରଚଳିତ ଅଟେ ।[୧] ତିବ୍ୱତୀ ଭାଷା ଏହି ସମ୍ପ୍ରଦାୟର ଧାର୍ମିକ ଭାଷା ଅଟେ ଏବଂ ଏହାର ଅଧିକତର ଧର୍ମଗ୍ରନ୍ଥ ତିବ୍ୱତୀ ଓ ସଂସ୍କୃତରେ ହିଁ ଲେଖା ହୋଇଛି । ବର୍ତ୍ତମାନ କାଳରେ ୧୪ବିଂ "ଦଳାଇ ଲାମା" ଏହାର ସବୁଠାରୁ ବଡ଼ ଧାର୍ମିକ ନେତା ଅଟନ୍ତି । [୨]

ବୌଦ୍ଧନାଥ ; କାଠମଣ୍ଡୁ , ନେପାଳର ଏକ ସ୍ତୁପ । ଏହି ସ୍ତୁପ ବୁଦ୍ଧଙ୍କ ମନର ସଙ୍କେତ ଦିଏ

ତିବ୍ୱତୀ ବୌଦ୍ଧ ଧର୍ମର ପାଞ୍ଚୋଟି ପ୍ରମୁଖ ସମ୍ପ୍ରଦାୟ

  • ଢ଼ିଣ୍ଡମାञिङमा རྙིང་མ།
  • କଗ୍ୟୁଦ བཀའ་བརྒྱུད།
  • ଶକ୍ୟା ས་སྐྱ།
  • ଗେଲୁଗ୍ସ དགེ་ལུགས།
  • ଯୋନଣ୍ଡ ཇོ་ནང་།

ଜନସଂଖ୍ୟା

ତିବ୍ୱତରେ ଧର୍ମ (2012)[୩]

  ବାଁନ ଧର୍ମ (12.5%)
  ଚୀନୀ ଧର୍ମ ଏବଂ ଅନ୍ୟ (8.58%)
  ଇସ୍ଲାମ[୪] (0.4%)
  ଈସାଈ (0.02%)

ତିବ୍ୱତରେ ତିବ୍ୱତୀ ବୌଦ୍ଧ ଧର୍ମକୁ ମାନୁଥିବା ସଂଖ୍ୟା ୮୯ ପ୍ରତିଶତ ଅଟେ ।

ଗ୍ୟାଲେରି

ଆଧାର


ଏହାକୁ ମଧ୍ୟ ଦେଖନ୍ତୁ

  • ଦଳାଇ ଲାମା

ବାହାର ଲିଙ୍କ