ନାଲଟ୍ରେକ୍ସୋନ

ନାଲଟ୍ରେକ୍ସୋନ (ଇଂରାଜୀ ଭାଷାରେ Naltrexone, ବ୍ୟବସାୟୀକ ନାମମାନଙ୍କ ମଧ୍ୟରୁ ରେଭିଟା ଓ ଭିଭିଟ୍ରଲ ଅନ୍ୟତମ) ଏକ ଔଷଧ (medication) ଯାହା ଆଲକୋହୋଲ (alcohol) ବା ଓପିଅଏଡ ନିର୍ଭରତାର (opioid dependence) ଚିକିତ୍ସା ନିମନ୍ତେ ବ୍ୟବ‌ହାର କରାଯାଏ ।[୧] ଡିଟକ୍ସିଫିକେସନ ପୂର୍ବରୁ ନାଲଟ୍ରେକ୍ସନ ଦେବା ଉଚିତ ନୁହେଁ ।[୧] ଏହା ପାଟିରେ ବା ମାଂସପେଶୀ ଇଞ୍ଜେକସନ (injection into a muscle) ଆକାରରେ ଦିଆଯାଏ ।[୧] ଏହାର ପ୍ରଭାବ ୩୦ ମିନିଟ ମଧ୍ୟରେ ଆରମ୍ଭ ହୋଇଯାଏ ।[୧] ଓପିଅଏଡ କାମନା କମିବାକୁ କିଛି ସପ୍ତାହ ଲାଗିଯାଏ ।[୧]

ନାଲଟ୍ରେକ୍ସୋନ
Clinical data
Trade namesରେଭିଟା, ଭିଭିଟ୍ରଲ ଓ ଅନ୍ୟାନ୍ୟ
SynonymsEN-1639A; UM-792; N-Cyclopropyl-methylnoroxymorphone; N-Cyclopropylmethyl-14-hydroxydihydro-morphinone; 17-(Cyclopropylmethyl)-4,5α-epoxy-3,14-dihydroxymorphinan-6-one
AHFS/Drugs.commonograph
MedlinePlusa685041
Pregnancy
category
  • AU: B3
  • US: C (Risk not ruled out)
Routes of
administration
ପାଟିରେ (By mouth), ମାଂସପେଶୀ ଇଞ୍ଜେକସନ (intramuscular injection), ଚର୍ମ ତଳ ଇମ୍ପ୍ଲାଣ୍ଟ (subcutaneous implant)
ATC code
Legal status
Legal status
  • AU: S4 (Prescription only)
  • CA: ℞-only
  • UK: POM (Prescription only)
  • US: ℞-only
  • ℞ (Prescription only)
Pharmacokinetic data
Bioavailability5–40%
Protein binding21%
MetabolismLiver
Elimination half-lifeNaltrexone: 4 hours
6β-Naltrexol: 13 hours
ExcretionUrine
Identifiers
IUPAC name
  • (4R,4aS,7aR,12bS)-3-(cyclopropylmethyl)-4a,9-dihydroxy-2,4,5,6,7a,13-hexahydro-1H-4,12-methanobenzofuro[3,2-e]isoquinoline-7-one
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.036.939 Edit this at Wikidata
Chemical and physical data
FormulaC20H23NO4
Molar mass341.401 g/mol
3D model (JSmol)
Melting point169 °C (336 °F)
SMILES
  • O=C4[C@@H]5Oc1c2c(ccc1O)C[C@H]3N(CC[C@]25[C@@]3(O)CC4)CC6CC6
InChI
  • InChI=1S/C20H23NO4/c22-13-4-3-12-9-15-20(24)6-5-14(23)18-19(20,16(12)17(13)25-18)7-8-21(15)10-11-1-2-11/h3-4,11,15,18,22,24H,1-2,5-10H2/t15-,18+,19+,20-/m1/s1 checkY
  • Key:DQCKKXVULJGBQN-XFWGSAIBSA-N checkY
 ☒NcheckY (what is this?)  (verify)

ଏହାର ପାର୍ଶ୍ୱ ପ୍ରତିକ୍ରିୟାରେ ନିଦ୍ରା ସମସ୍ୟା (trouble sleeping), ଉତ୍କଣ୍ଠା (anxiety), ଅଇ (nausea) ଓ ମୁଣ୍ଡ ବିନ୍ଧା ହୋଇପାରେ ।[୧] ଓପିଅଏଡ ଗ୍ରହଣ କରୁଥିବା ବ୍ୟକ୍ତିର ଉଇଥଡ୍ରାଆଲ ଲକ୍ଷଣ (opioid withdrawal) ଦେଖାଯାଇପାରେ ।[୧] ଯକୃତ ଫେଲ en:liver failure ହୋଇଥିଲେ ଏହା ଦିଆଯାଏ ନାହିଁ ।[୧] ଗର୍ଭାବସ୍ଥାରେ ଏହାର ନିରାପତ୍ତା ବିଷୟ ସ୍ପଷ୍ଟ ହୋଇନାହିଁ ।[୧][୨] ନାଲଟ୍ରେକ୍ସୋନ ଏକ ଓପିଅଏଡ ଆଣ୍ଟାଗୋନିସ୍ଟ ଯାହା ଓପିଅଏଡ ପ୍ରଭାବକୁ ଅବରୋଧ କରେ ।[୧]

ସନ ୧୯୫୫ରେ ପ୍ରସ୍ତୁତ ହୋଇଥିବା ନାଲଟ୍ରେକ୍ସୋନ ସନ ୧୯୮୪ରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ସ୍ୱୀକୃତ ହୋଇଥିଲା ।[୧][୩] ୨୦୧୭ରେ ଏହାର ଦୈନିକ ହୋଲସେଲ ମୂଲ୍ୟ ୦.୭୪ ଆମେରିକୀୟ ଡଲାର ଥିଲା ।[୪][୫] ବର୍ଦ୍ଧିଷ୍ଣୁ ମୁକ୍ତ ହେଉଥିବା ଔଷଧର ମାସକ ଖର୍ଚ୍ଚ ପ୍ରାୟ ୧,୨୬୭ ।[୫] ବୁପ୍ରୋପିଅନ/ନାଲଟ୍ରାକ୍ସନ (bupropion/naltrexone) ଭଳି ଏହା ମଧ୍ୟ ମୋଟାପଣର ଚିକିତ୍ସା ନିମନ୍ତେ ମଧ୍ୟ ବ୍ୟବ‌ହାର କରାଯାଏ । [୬]

See also

ଆଧାର

🔥 Top keywords: ପ୍ରଧାନ ପୃଷ୍ଠାମିଡ଼ିଆଉଇକି:Interwiki-links.jsଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାବିଶେଷ:ଖୋଜନ୍ତୁଓଡ଼ିଆ ଭାଷାଦ୍ୱିତୀୟ ବିଶ୍ୱଯୁଦ୍ଧଫକୀର ମୋହନ ସେନାପତିଜଗନ୍ନାଥ ମନ୍ଦିରଜଗନ୍ନାଥ ଦାସବନ୍ଦେ ଉତ୍କଳ ଜନନୀଲକ୍ଷ୍ମୀକାନ୍ତ ମହାପାତ୍ରଗୋପବନ୍ଧୁ ଦାସମଧୁସୂଦନ ଦାସମନମୋହନ ସାମଲଗୋପୀନାଥ ମହାନ୍ତିଉଇକିପିଡ଼ିଆ:ଆମେ ଦାୟୀ ନୋହୁଁମହାତ୍ମା ଗାନ୍ଧୀସୀତା ନବମୀସହଯୋଗ:ବିଷୟବସ୍ତୁବିଶେଷ:ନଗଦବଦଳକାଳିନ୍ଦୀ ଚରଣ ପାଣିଗ୍ରାହୀଗଙ୍ଗାଧର ମେହେରସାରଳା ଦାସଜଗନ୍ନାଥଉଇକିପିଡ଼ିଆ:ଉଇକିପିଡ଼ିଆ ବାବଦରେସଚ୍ଚିଦାନନ୍ଦ ରାଉତରାୟମଧୁସୂଦନ ରାଓପୁନମ ମିଶ୍ରଓଡ଼ିଶାଉଇକିପିଡ଼ିଆ:ଆମ ସହ ଯୋଗାଯୋଗଓଡ଼ିଆ ସାହିତ୍ୟଫାଇଲ:Namita Agrawal (Odia Singer).jpgଗୋଦାବରୀଶ ମିଶ୍ରଶାନ୍ତନୁ କୁମାର ଆଚାର୍ଯ୍ୟଉଇକିପିଡ଼ିଆ:ସଙ୍ଘ ସୂଚନା ଫଳକରାଧାନାଥ ରାୟମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାwiki.phtmlପ୍ରତିଭା ରାୟ