ନିମାପଡ଼ା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

ବିଧାନ ସଭା ନିର୍ବାଚନ ମଣ୍ଡଳୀ

ନିମାପଡ଼ା (କ୍ରମିକ ସଂଖ୍ୟା: ୧୦୬) ପୁରୀ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ[୧] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ନିମାପଡ଼ା (ବି), ନିମାପଡ଼ା ବ୍ଳକ ଓ ଗୋପ ବ୍ଳକର କିଛି ଅଞ୍ଚଳ ।[୨][୩]

ନିମାପଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪):୨,୨୧,୦୨୧
ଜିଲ୍ଲା:ପୁରୀ
ଲୋକ ସଭା ନିର୍ବାଚନ ମଣ୍ଡଳୀ:ଜଗତସିଂହପୁର
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ସମୀର ରଞ୍ଜନ ଦାଶ ଭାରତୀୟ ଜନତା ପାର୍ଟି ପ୍ରାର୍ଥିନୀ ପ୍ରଭାତି ପରିଡାଙ୍କଠାରୁ ୨୯୬୩୭ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୪]

ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ସମିର ରଞ୍ଜନ ଦାଶ, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ସତ୍ୟବ୍ରତ ପାତ୍ରଙ୍କଠାରୁ ୩୯,୧୫୪ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୫]

୨୦୦୯ ନିର୍ବାଚନ ଫଳାଫଳ

୨୦୦୯ ବିଧାନ ସଭା ନିର୍ବାଚନ, ନିମାପଡ଼ା [୬]
ରାଜନୈତିକ ଦଳପ୍ରାର୍ଥୀଭୋଟ%±%
ବିଜଦସମିର ରଞ୍ଜନ ଦାଶ୮୦,୭୬୨୫୩.୫୦-
କଂଗ୍ରେସସତ୍ୟବ୍ରତ ପାତ୍ର୪୧,୬୦୮୨୭.୫୬-
ଭାଜପାଶଙ୍କର୍ଷଣ ପରିଡ଼ା୧୯,୧୮୩୧୨.୭୧-
ସ୍ୱାଧୀନପ୍ରଭାତି ପରିଡ଼ା୬,୮୨୦୪.୫୨-
ବସପାସୁଧିର ମହାନ୍ତି୧,୩୮୭୦.୯୨-
ସମୃଦ୍ଧ ଓଡ଼ିଶା ସରସ୍ୱତୀ ନାୟକ୬୮୫୦.୪୫-
ସ୍ୱାଧୀନଡ. ଅକ୍ଷୟ କୁମାର ବାରିକ୫୦୧୦.୩୩-
ଭୋଟ ବ୍ୟବଧାନ୩୯,୧୫୪୨୫.୯୪*-
ମତଦାନ ହାର୧,୫୧,୦୦୪୭୦.୭୪-

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣ

୧୯୬୧ରୁ ୨୦୧୪ ମଧ୍ୟରେ ମୋଟ ୧୩ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ:[୭] [୮][୪]

  • ୨୦୧୯: ସମୀର ରଞ୍ଜନ ଦାଶ (ବିଜଦ)
  • ୨୦୧୪: ସମୀର ରଞ୍ଜନ ଦାଶ (ବିଜଦ)
  • ୨୦୦୯: (୧୦୬): ସମୀର ରଞ୍ଜନ ଦାଶ (ବିଜଦ)
  • ୨୦୦୪: (୫୩): ବାଇଧର ମଲ୍ଲିକ (ଭାଜପା)
  • ୨୦୦୦: (୫୩): ବାଇଧର ମଲ୍ଲିକ (ଭାଜପା)
  • ୧୯୯୫: (୫୩): ରବୀନ୍ଦ୍ର କୁମାର ସେଠୀ (କଂଗ୍ରେସ)
  • ୧୯୯୦: (୫୩): ବେଣୁଧର ସେଠୀ (ଜନତା ଦଳ)
  • ୧୯୮୫: (୫୩): ରବୀନ୍ଦ୍ର କୁମାର ସେଠୀ (କଂଗ୍ରେସ)
  • ୧୯୮୦: (୫୩): ରବୀନ୍ଦ୍ର କୁମାର ସେଠୀ (କଂଗ୍ରେସ-ଇ)
  • ୧୯୭୭: (୫୩): ଗୋବିନ୍ଦ ଚନ୍ଦ୍ର ସେଠୀ (ଜନତା ପାର୍ଟି)
  • ୧୯୭୪: (୫୩): ନୀଳମଣି ସିଂହ (କଂଗ୍ରେସ)
  • ୧୯୭୧: (୪୯): ଗୋବିନ୍ଦ ଚନ୍ଦ୍ର ସେଠୀ (ଉତ୍କଳ କଂଗ୍ରେସ)
  • ୧୯୬୭: (୪୯): ନୀଳମଣି ସିଂହ (ଜନ କଂଗ୍ରେସ)
  • ୧୯୬୧: (୯୫): ଗୋବିନ୍ଦ ଚନ୍ଦ୍ର ସେଠୀ (କଂଗ୍ରେସ)

କାକଟପୁର-ନିମାପଡ଼ା

ଆଧାର

ବାହାର ତଥ୍ୟ

🔥 Top keywords: ପ୍ରଧାନ ପୃଷ୍ଠାମିଡ଼ିଆଉଇକି:Interwiki-links.jsଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାବିଶେଷ:ଖୋଜନ୍ତୁଓଡ଼ିଆ ଭାଷାଦ୍ୱିତୀୟ ବିଶ୍ୱଯୁଦ୍ଧଫକୀର ମୋହନ ସେନାପତିଜଗନ୍ନାଥ ମନ୍ଦିରଜଗନ୍ନାଥ ଦାସବନ୍ଦେ ଉତ୍କଳ ଜନନୀଲକ୍ଷ୍ମୀକାନ୍ତ ମହାପାତ୍ରଗୋପବନ୍ଧୁ ଦାସମଧୁସୂଦନ ଦାସମନମୋହନ ସାମଲଗୋପୀନାଥ ମହାନ୍ତିଉଇକିପିଡ଼ିଆ:ଆମେ ଦାୟୀ ନୋହୁଁମହାତ୍ମା ଗାନ୍ଧୀସୀତା ନବମୀସହଯୋଗ:ବିଷୟବସ୍ତୁବିଶେଷ:ନଗଦବଦଳକାଳିନ୍ଦୀ ଚରଣ ପାଣିଗ୍ରାହୀଗଙ୍ଗାଧର ମେହେରସାରଳା ଦାସଜଗନ୍ନାଥଉଇକିପିଡ଼ିଆ:ଉଇକିପିଡ଼ିଆ ବାବଦରେସଚ୍ଚିଦାନନ୍ଦ ରାଉତରାୟମଧୁସୂଦନ ରାଓପୁନମ ମିଶ୍ରଓଡ଼ିଶାଉଇକିପିଡ଼ିଆ:ଆମ ସହ ଯୋଗାଯୋଗଓଡ଼ିଆ ସାହିତ୍ୟଫାଇଲ:Namita Agrawal (Odia Singer).jpgଗୋଦାବରୀଶ ମିଶ୍ରଶାନ୍ତନୁ କୁମାର ଆଚାର୍ଯ୍ୟଉଇକିପିଡ଼ିଆ:ସଙ୍ଘ ସୂଚନା ଫଳକରାଧାନାଥ ରାୟମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାwiki.phtmlପ୍ରତିଭା ରାୟ