ପାଇ ଦିବସ

ଗାଣିତିକ ସ୍ଥିରାଙ୍କ π (ପାଇ) ଉପଲକ୍ଷେ ପାଳନ କରାଯାଉଥିବା ବାର୍ଷିକ ଉତ୍ସବକୁ ପାଇ ଦିବସ କୁହାଯାଏ । ଏହା ମାର୍ଚ୍ଚ ୧୪ରେ ( ମାସ /ତାରିଖ ଫର୍ମାଟରେ ୩/୧୪ ) ପାଳନ କରାଯାଏ, କାରଣ ଦଶତମିକ ପଦ୍ଧତିରେ ୩, ୧ ଓ ୪ πର ତିନୋଟି ଗୁରୁତ୍ତ୍ୱପୂର୍ଣ୍ଣ ସଂଖ୍ୟା ଅଟେ ।

ପାଇ ଦିବସ
Pi Day
Larry Shaw, the organizer of the first Pi Day celebration at the Exploratorium in San Francisco
ପାଳନକାରୀWorldwide
ବିଶେଷତା3, 1, and 4 are the three most significant figures of π
ପାଳନPie eating, discussions about π[୧]
ତାରିଖMarch 14
Next timeପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୧" ।
ପୁନଃପୌନିକତାannual
ସମ୍ପର୍କିତPi Approximation Day
Pi Pie at Delft University
Pi Pie at Delft University

ପାଇ ଆପ୍ରୋକ୍‌ସିମେସନ୍ ଦିବସ ( Pi Approximation Day ) ଜୁଲାଇ ୨୨ରେ ( ଦିନ /ମାସ ଫର୍ମାଟରେ ୨୨/୭ ) ପାଳନ କରାଯାଏ, କାରଣ ୨୨ ଭଗ୍ନାଂଶଟି Π ପାଇଁ ସବୁଠାରୁ ସାଧାରଣ ଅନୁମାନ (ଆପ୍ରୋକ୍‌ସିମେସନ୍) ଅଟେ ।[୨]

ଇତିହାସ

ସରକାରୀ ସୂତ୍ର ଅନୁସାରେ ମିଳୁଥିବା ତଥ୍ୟ ଅନୁଯାୟୀ ସର୍ବପ୍ରଥମ ଜଣାଶୁଣା ପାଇ ଉତ୍ସବ ୧୯୪୯ ମସିହାରେ ସାନ ଫ୍ରାନ୍ସିସ୍କୋସ୍ଥ ଏକ ଏକ୍ସୋରାଟୋରିୟମରେ( ବିଜ୍ଞାନ ମ୍ୟୁଜିୟମ) ଲ୍ୟାରି ଶଙ୍କଦ୍ୱାରା ଆୟୋଜିତ ହୋଇଥିଲା, ଯେଉଁଠାରେ କି ଶ ଜଣେ ପଦାର୍ଥ ବିଜ୍ଞାନୀ ଭାବରେ କାର୍ଯ୍ୟ କରିଥିଲେ ।

ମାର୍ଚ୍ଚ ୧୨, ୨୦୦୯ରେ, ଆମେରିକା ଲୋକ ସଭାରେ ଏକ ଅଣ-ବାଧ୍ୟତାମୂଳକ ସଂକଳ୍ପ (111 H. Res। 224) ପାରିତ ହେଲା ୟେଉଁଥିରେ କି ମାର୍ଚ୍ଚ ୧୪, ୨୦୦୯କୁ ଜାତୀୟ ପାଇ ଦିବସ ଭାବରେ ମାନ୍ୟତା ଦିଆଗଲା । ପାଇ ଦିବସ ୨୦୧୦ ପାଇଁ, ଗୁଗୁଲ ଏକ ଗୁଗୁଲ୍ ଡୁଡଲ୍ ଉପସ୍ଥାପନ କରିଥିଲା ଯେଉଁଥିରେ ଗୁଗୁଲ ସର୍କଲ ଏବଂ ପାଇ ପ୍ରତୀକଗୁଡ଼ିକର ଚିତ୍ର ଉପରେ ରଖିଥିଲା ।

ପାଳନ

ଆହୁରି ଦେଖନ୍ତୁ

ଆଧାର

ବାହାର ଲିଙ୍କ