ପାରା

କପୋତ
ଜୀବାଶ୍ମ କାଳ: ପ୍ରାକ୍-ମାୟୋସିନ–ହୋଲୋସିନ
PreЄ
Є
O
S
D
C
P
T
J
K
Pg
N
ପ୍ରକାଶନରେ ଅସୁବିଧା: ଅଜଣା < ଯୁକ୍ତାକ୍ଷର ।

ପ୍ରକାଶନରେ ଅସୁବିଧା: ଅଜଣା < ଯୁକ୍ତାକ୍ଷର ।

[୧]
ତାର ଉପରେ ବସିଥିବା ମୁକ୍ତ ପାରାଟିଏ
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ e
ସାମ୍ରାଜ୍ୟ:ପ୍ରାଣୀ ସାମ୍ରାଜ୍ୟ
ଗୋଷ୍ଠୀ:ବାଇଲାଟେରିଆ
ପର୍ବ:କୋର୍ଡାଟା
ଶ୍ରେଣୀ:ଏଭସ
ବିଭାଗ:କଲୁମ୍ବିମୋର୍ଫେ
ଗଣ:କଲୁମ୍ବିଫୋର୍ମ୍ସ
ଲାଥାମ, ୧୭୯୦
କୁଳ:କୋଲୁମ୍ବିଡେ
ଲିଚ, ୧୮୨୦
ଉପକୁଳ
  • କଲୁମ୍ବିନେ
    • ଜେନାଇଡିନି
    • କଲୁମ୍ବିନି
  • କ୍ଲାରାଭିନେ
  • ରାଫିନେ
    • ଫାବିନି
    • ରାଫିନି
    • ଟ୍ରେରୋନିନି
    • ଟୁର୍ଟୁରିନି
    • ଟିଲିନୋପିନି
କଲୁମ୍ବିଡେ କୁଳର ଭୌଗଳିକ ବିସ୍ତାର

ଏହା ଏକ କପୋତ ଶ୍ରେଣୀୟ ପକ୍ଷୀ । ଅପାଳିତ ଅବସ୍ଥାରେ ଏମାନେ ଘରର ଚାଳରେ ଦେଉଳର ଖୋଲରେ ଓ ପର୍ବତ ଖୋଲରେ ରହନ୍ତି । ଗୃହପାଳିତ ପାରାମାନେ ଧଳା, କଳା, ନାଲି ଆଦି ନାନା ରଙ୍ଗର ହୁଅନ୍ତି ଏମାନଙ୍କର ଶଦ୍ଦକୁ ଘୁମୁରିବା କହନ୍ତି ଏମାନଙ୍କର ଧ୍ୱନି 'ଚକ୍ ବକୂମ୍ କୀମ୍' । ଏମାନେ ଘମୁରିଲା ବେଳେ ବେକ ଫୁଲାନ୍ତି । ଏମାନେ ବହୁ ଉଚ୍ଚରେ ଉଡ଼ି ପାରନ୍ତି ଓ ଉଡ଼ିବା ସମୟରେ ଲୋଟଣି ପାରାମାନେ ବନ୍ଧ ଭାଙ୍ଗନ୍ତି । ଇଉରୋପ ଆଦି ଦେଶରେ ଏମାନଙ୍କ ଗୋଡ଼ରେ ଚିଠି ବାନ୍ଧି ଦେଇ ଉଡ଼ାଇ ଦେଲେ ଏମାନେ ଦୂର ଦେଶରେ ଅଭିପ୍ରେତ ସ୍ଥାନରେ ଯାଇ ପହଞ୍ଚିବାଦ୍ୱାରା ଦୂରବାସୀମାନେ ସମ୍ବାଦ ପାଆନ୍ତି । ପାରାମାନଙ୍କ ଉଡ଼ିବା ଦେଖିବା ପାଇଁ ଲୋକେ ସଉକିରେ ପାରା ପାଳନ୍ତି ଏମାନଙ୍କର ଦୃଷ୍ଟିଶକ୍ତି ଅତି ପ୍ରଖର ଏମାନେ ଉପରକୁ ୧/୨: ମାଇଲ ଉଚ୍ଚକୁ ଉଠି ମେଘରେ ଅଦୃଶ୍ୟ ହୋଇ ଯାଆନ୍ତି ଭୂଇଁରେ ସୋରିଷ ବୁଣି ଦେଲେ ଏମାନେ ବହୁ ଉଚ୍ଚରୁ ତାହା ଦେଖି ଖୁଣ୍ଟି ପାରନ୍ତି ।

ପ୍ରକାର

  • ଦେଉଳିଆ ପାରା
  • ଲୋଟଣୀ ପାରା
  • ପରପାଓଁ ପାରା
  • ରେସୀ ପାରା
  • ସୀରାଜୁ ପାରା
  • ଲଙ୍କା ପାରା
  • ପାର୍ବତୀଆ ପାରା ଇତ୍ୟାଦି ।

ଓଡ଼ିଶା ପୋଲିସ ପାରା ଡାକ

ପାରାମାନେ ପୂର୍ବ କାଳରେ ଡାକ ନେବାକୁ ବ୍ୟବହାର ହେଉଥିଲେ ଯାହାର ସବୁଠାରୁ ପୁରୁଣା ଇତିହାସ ହେଉଛି ଖ୍ରୀଷ୍ଟପୂର୍ବ ୨୯୦୦ରେ ମିଶରୀୟ ଲୋକଂକଦ୍ୱାରା ପାରା ଡାକ ବ୍ୟବହାର । ଆଧୁନିକ ବିଶ୍ୱରେ ଓଡ଼ିଶା ପୋଲିସ ହେଉଛଂତି ଏକମାତ୍ର ସଂସ୍ଥା[୨] ଯେକି ବର୍ତ୍ତମାନ (୨୦୧୮) ପର୍ଯ୍ୟନ୍ତ ଏକ ପାର ଡାକ ସେବା ବ୍ୟବସ୍ଥା ରଖିଛଂତି [୩]

ଆଧାର