ଫେଡ଼ୋରା (ଅପରେଟିଙ୍ଗ ସିଷ୍ଟମ)
ଫେଡ଼ୋରା (ଉଚ୍ଚାରଣ: /fɨˈdɔːrə/) ଏକ ଆରପିଏମକୁ ନେଇ ତିଆରି ସାଧାରଣ ବ୍ୟବହାରରେ ଲାଗୁଥିବା ସଫ୍ଟବେରମାନଙ୍କୁ ନେଇ ତିଆରି ଯାହା ଭିତରେ ଲିନକ୍ସ କର୍ନେଲ ଅପରେଟିଙ୍ଗ ସିଷ୍ଟମ ରହିଥାଏ । ଏହା ଫେଡ଼ୋରା ପ୍ରକଳ୍ପ ଗୋଷ୍ଠୀ-ତିଆରି ଓ ରେଡ଼ ହ୍ୟାଟଦ୍ୱାରା ପରିଚାଳିତ । ଫେଡ଼ୋରା ପ୍ରକଳ୍ପ ଖୋଲା ଓ ମାଗଣା ସଫ୍ଟବେରକୁ ଉନ୍ନତ କରିବା ନିମନ୍ତେ ତିଆରି । [୪]
କମ୍ପାନୀ / ସଫ୍ଟୱେର ଗଢ଼ାଳି | ଫେଡ଼ୋରା ପ୍ରକଳ୍ପ, (ରେଡ଼ ହ୍ୟାଟଦେଇ ପରିଚାଳିତ) |
---|---|
OS ପରିବାର | ଇଉନିକ୍ସ-ପରି |
କାମର ସ୍ଥିତି | ଏବେ |
ସ୍ରୋତ ମଡ଼େଲ | ଖୋଲା ଓ ମାଗଣା ସଫ୍ଟୱେର [୧] |
ଆରମ୍ଭ ସଂସ୍କରଣ | ୨୦୦୩-୧୧-୧୬[୨] ଏହା ଇଆରୋ(Yarrow) ନାମରେ କୋଡ଼ ନାମ ଦିଆଯାଇଥିଲା । ଫେଡ଼ୋରା କୋର 1 ରେଡ ହ୍ୟାଟ ଲିନକ୍ସ 9କୁ ନେଇ ତିଆରି କରାଯାଇଥିଲା ଓ ଲିନକ୍ସ କର୍ଣଲ ୨.୪.9 ସଙ୍କଳନ ସହ ପଠାଯାଉଥିଲା ।[୩] |
Latest stable release | ୧୪ (Laughlin) / ନଭେମ୍ବର 2, 2010 |
ନଗଦ ଅସ୍ଥିର ସଙ୍କଳନ | ୧୫ (Lovelock) Beta / ଅପ୍ରେଲ 19, 2011 |
ମିଳୁଅଛି ଭାଷା | ବହୁଭାଷୀ |
ଅପଡେଟ କରିବା ପ୍ରଣାଳୀ | ଇଉମ |
ପ୍ୟାକେଜ ମ୍ୟାନେଜର | ଆରପିଏମ ପ୍ୟାକେଜ ମ୍ୟାନେଜର |
ସହାୟକ ପ୍ଲାଟଫର୍ମ | ଆଇ ୩୮୬, ଏଏମଡ଼ି ୬୪ |
କର୍ନେଲ ପ୍ରକାର | ମନୋଲିଥିକ (ଲିନକ୍ସ) |
ଇଉଜରଲ୍ୟାଣ୍ଡ | ଜି.ଏନ.ଇଉ. |
ଡିଫଲ୍ଟ ଇଉଜର ଇଣ୍ଟରଫେସ | ନୋମ |
ଲାଇସେନ୍ସ | ନାନା ସଫ୍ଟୱେର ଲାଇସେନ୍ସ, ଓ କପିରାଇଟ ଥିବା ବାଇନାରୀ ଲୋବ ।[୧] |
ୱେବସାଇଟ | www.fedoraproject.org |
ଆହୁରି ଦେଖନ୍ତୁ
- ଲିନକ୍ସ
- ରେଡ଼ହ୍ୟାଟ ଲିନକ୍ସ
- ରେଡ଼ହ୍ୟାଟ ଏଣ୍ଟରପ୍ରାଇସ ଲିନକ୍ସ
ଦ୍ରଷ୍ଟବ୍ୟ
ବାହାର ଲିଙ୍କ
ଉଇକିମିଡ଼ିଆ କମନ୍ସରେ Fedora (Operating System)-ସମ୍ପର୍କିତ ମିଡ଼ିଆ
🔥 Top keywords: ପ୍ରଧାନ ପୃଷ୍ଠାରାମ ନବମୀଓଡ଼ିଆ ଭାଷାବିଶେଷ:ଖୋଜନ୍ତୁସୁଦଶା ବ୍ରତମିଡ଼ିଆଉଇକି:Interwiki-links.jsଜଗନ୍ନାଥ ଦାସଅମୃତାୟନଉଇକିପିଡ଼ିଆ:ଉଇକିପିଡ଼ିଆ ବାବଦରେଦ୍ୱିତୀୟ ବିଶ୍ୱଯୁଦ୍ଧଉଇକିପିଡ଼ିଆ:ସଙ୍ଘ ସୂଚନା ଫଳକବିଜୁ ପଟ୍ଟନାୟକରାଧାନାଥ ରାୟଜଗନ୍ନାଥ ମନ୍ଦିରରାମଫକୀର ମୋହନ ସେନାପତିସହଯୋଗ:ବିଷୟବସ୍ତୁଜଗନ୍ନାଥଉଇକିପିଡ଼ିଆ:ଆମ ସହ ଯୋଗାଯୋଗରାମାୟଣଓଡ଼ିଆ ସାହିତ୍ୟସାରଳା ଦାସମଧୁସୂଦନ ଦାସଉଇକିପିଡ଼ିଆଗୋପବନ୍ଧୁ ଦାସଗଙ୍ଗାଧର ମେହେରwiki.phtmlଗୋପୀନାଥ ମହାନ୍ତିଲିଙ୍ଗରାଜ ମନ୍ଦିରଗୋଦାବରୀଶ ମିଶ୍ରମଧୁସୂଦନ ରାଓଉଇକିପିଡ଼ିଆ:ଆମେ ଦାୟୀ ନୋହୁଁନମିତା ଅଗ୍ରୱାଲଶାନ୍ତନୁ କୁମାର ଆଚାର୍ଯ୍ୟଛାଞ୍ଚ:Key press/docପଣା ସଂକ୍ରାନ୍ତିଲକ୍ଷ୍ମୀକାନ୍ତ ମହାପାତ୍ରମନୋଜ ଦାସଅଂଶୁଘାତ