ମାଂଗା
ମାଂଗା (ଜାପାନୀ ଭାଷା: 漫画,まんが,マンガ, Manga) ହେଉଛି ଜାପାନରେ ତିଆରି ହୋଇଥିବା କଥାଚିତ୍ର ବା କମିକ୍ । ଜାପାନର ଏହି କଳା ଶୈଳୀ ବିଶ୍ୱରେ ବହୁତ ଲୋକ ପସନ୍ଦ କରନ୍ତି ।ମାଂଗା ସବୁ ବୟସର ଲୋକମାନଙ୍କ ପାଇଁ ଉଦ୍ଧିଷ୍ଟ।ଶୈଳୀରେ ବିଷୟଗୁଡ଼ିକର ଏକ ବ୍ୟାପକ ସୀମା ରହିଛି: ସାହସିକତା, ପ୍ରେମ, ଖେଳ, କାମୁକତା, ରହସ୍ୟ, ଡର, ଅଲୌକିକ, କଳ୍ପନା, ଦୈନିକ ଜୀବନ, ହାରେମ୍, ଐତିହାସିକ, ହାସ୍ୟ, ନାଟକ, କିଶୋର-କିଶୋରୀ, ଇତ୍ୟାଦି ।
ବ୍ୟୁତ୍ପତି
ଇତିହାସ ଓ ବିଶେଷତା
ପ୍ରକାଶନା
ବିଦେଶରେ
ଅଧିକ ତଥ୍ୟ
ଉଇକିମିଡ଼ିଆ କମନ୍ସରେ ମାଂଗାବାବଦରେ ମାଧ୍ୟମ ରହିଛି ।
- ମାଂଗା at Curlie
🔥 Top keywords: ପ୍ରଧାନ ପୃଷ୍ଠାରାମ ନବମୀଓଡ଼ିଆ ଭାଷାବିଶେଷ:ଖୋଜନ୍ତୁସୁଦଶା ବ୍ରତମିଡ଼ିଆଉଇକି:Interwiki-links.jsଜଗନ୍ନାଥ ଦାସଅମୃତାୟନଉଇକିପିଡ଼ିଆ:ଉଇକିପିଡ଼ିଆ ବାବଦରେଦ୍ୱିତୀୟ ବିଶ୍ୱଯୁଦ୍ଧଉଇକିପିଡ଼ିଆ:ସଙ୍ଘ ସୂଚନା ଫଳକବିଜୁ ପଟ୍ଟନାୟକରାଧାନାଥ ରାୟଜଗନ୍ନାଥ ମନ୍ଦିରରାମଫକୀର ମୋହନ ସେନାପତିସହଯୋଗ:ବିଷୟବସ୍ତୁଜଗନ୍ନାଥଉଇକିପିଡ଼ିଆ:ଆମ ସହ ଯୋଗାଯୋଗରାମାୟଣଓଡ଼ିଆ ସାହିତ୍ୟସାରଳା ଦାସମଧୁସୂଦନ ଦାସଉଇକିପିଡ଼ିଆଗୋପବନ୍ଧୁ ଦାସଗଙ୍ଗାଧର ମେହେରwiki.phtmlଗୋପୀନାଥ ମହାନ୍ତିଲିଙ୍ଗରାଜ ମନ୍ଦିରଗୋଦାବରୀଶ ମିଶ୍ରମଧୁସୂଦନ ରାଓଉଇକିପିଡ଼ିଆ:ଆମେ ଦାୟୀ ନୋହୁଁନମିତା ଅଗ୍ରୱାଲଶାନ୍ତନୁ କୁମାର ଆଚାର୍ଯ୍ୟଛାଞ୍ଚ:Key press/docପଣା ସଂକ୍ରାନ୍ତିଲକ୍ଷ୍ମୀକାନ୍ତ ମହାପାତ୍ରମନୋଜ ଦାସଅଂଶୁଘାତ