ଆଇଓଏସ

ଆପଲ କମ୍ପାନୀର ମୋବାଇଲ ଅପରେଟିଙ୍ଗ ସିଷ୍ଟମ

ଆଇଓଏସ(ଆଇଫୋନ୍ ଓଏସ୍) ଆପଲ କମ୍ପାନିର ଏକ ଉତ୍ପାଦ , ଏକ ମୋବାଇଲ ଅପରେଟିଙ୍ଗ ସିଷ୍ଟମ , ଯାହାକି କେବଳ ଆପଲ ହାର୍ଡୱେୟାର ପାଇ ବିତରଣ କରାଯାଇଥାଏ । ବଜାରରେ ଆଣ୍ଡ୍ରଏଡ ଅପରେଟିଙ୍ଗ ସିଷ୍ଟମ ପରେ ଏହା ପୃଥିବୀରେ ଦ୍ୱିତୀୟରେ ସବୁଠାରୁ ଅଧିକ ବିକ୍ରୟ ହେଉଥିବା ଅପରେଟିଙ୍ଗ ସିଷ୍ଟମଆଣ୍ଡ୍ରଏଡ ଟାବଲେଟ୍ସର ବିକ୍ରୟ ୧୨୭ ପ୍ରତିଶତ ବଢିବା ପରେ ଅଗଷ୍ଟ ୨୦୧୩ରୁ ଆଇପ୍ୟାଡ୍ ଟାବଲେଟ ଦ୍ୱିତୀୟ ସ୍ଥାନରେ ଅଛି । [୫]

iOS
କମ୍ପାନୀ / ସଫ୍ଟୱେର ଗଢ଼ାଳିApple Inc.
ପ୍ରଗ୍ରାମ କେଉଁଠି କରାଯାଇଛି:C, C++, Objective-C, Swift
OS ପରିବାରUnix-like, based on Darwin (BSD), OS X
କାମର ସ୍ଥିତିCurrent
ସ୍ରୋତ ମଡ଼େଲClosed source
ଆରମ୍ଭ ସଂସ୍କରଣଜୁନ 29, 2007; 16 years ago (2007-୦୬-29)
Latest stable release୧୦.୩.୩
ନଗଦ ଅସ୍ଥିର ସଙ୍କଳନ୧୧
ବ୍ୟବସାୟିକ ଲକ୍ଷSmartphones, tablet computers
ମିଳୁଅଛି ଭାଷା40 languages[୧][୨][୩][୪]
ଅପଡେଟ କରିବା ପ୍ରଣାଳୀiTunes or OTA (iOS 5 or later)
ସହାୟକ ପ୍ଲାଟଫର୍ମଛାଞ୍ଚ:Plain list
କର୍ନେଲ ପ୍ରକାରHybrid (XNU)
ଡିଫଲ୍ଟ ଇଉଜର ଇଣ୍ଟରଫେସCocoa Touch (multi-touch, GUI)
ଲାଇସେନ୍ସProprietary software except for open-source components
ୱେବସାଇଟwww.apple.com/ios/

ଆଧାର