ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ
କେନ୍ଦ୍ରଶାସିତ ଅଞ୍ଚଳ
ଫାଇଲ:Barren island.jpg
(ଉପର ଆଡୁ ଘଣ୍ଟାଘୂର୍ଣ୍ଣନ ଦିଗରେ) [[ବ୍ୟାରେନ ଦ୍ୱୀପ (ଆଣ୍ଡାମାନ ଦ୍ୱୀପପୁଞ୍ଜ)|ବ୍ୟାରେନ ଦ୍ୱୀପ], ରୋସ ଏବଂ ସ୍ମିଥ ଦ୍ୱୀପପର ବେଳାଭୂମି; ଆଣ୍ଡାମାନ ଦ୍ୱୀପରେ ସୂର୍ଯ୍ୟାସ୍ତ; ଆଣ୍ଡାମାନରେ ଡାଇଭିଂ
Official logo of ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ
ଭାରତରେ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ଅବସ୍ଥିତି
ଭାରତରେ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ଅବସ୍ଥିତି
Coordinates (ପୋର୍ଟ ବ୍ଲେୟାର): 11°41′N 92°46′E / 11.68°N 92.77°E / 11.68; 92.77
ଦେଶ India
ସ୍ଥାପିତ୧୯୫୬ ମସିହା ନଭେମ୍ବର ମାସ ପ୍ରଥମ ଦିବସ
ରାଜଧାନୀ ଓ ବୃହତ୍ତମ ସହରପୋର୍ଟ ବ୍ଲେୟାର
ଜିଲ୍ଲା
Government
 • ଉପରାଜ୍ୟପାଳଆଡମିରାଲ (ଅବସରପ୍ରାପ୍ତ) ଦେବେନ୍ଦ୍ର କୁମାର ଜୋଶୀ
 • ମୁଖ୍ଯ ସଚିବଚେତନ ଭୂଷଣ ସଙ୍ଗୀ, IAS
 • ଲୋକ ସଭା ନିର୍ବାଚନ ମଣ୍ଡଳୀବିଷ୍ଣୁ ପଦ ରାୟ (ଭାଜପା)
 • ଉଚ୍ଚ ନ୍ୟାୟାଳୟକଲିକତା ଉଚ୍ଚ ନ୍ୟାୟାଳୟ - ପୋର୍ଟ ବ୍ଲେୟାର ଖଣ୍ଡପୀଠ
Area
 • ସମୁଦାୟ8249 km2 (3,185 sq mi)
 • Rank୨୮ତମ
Population
 (୨୦୧୨)[୨]
 • Total୩୮୦୫୨୦
 • Density46/km2 (120/sq mi)
ଭାଷା[୩]
 • ଆଧିକାରିକହିନ୍ଦୀ, ଇଂରାଜୀ[୩]
 • କଥିତବଙ୍ଗାଳୀ, ହିନ୍ଦୀ, ତମିଳ, ତେଲୁଗୁ, ମଲୟାଲମ, ନିକୋବରୀ, କୁରୁଖ, ମୁଣ୍ଡା, ଖରିଆ[୪]
Time zoneUTC+୦୫:୩୦ (ଭାମାସ)
ISO 3166 codeIN-AN
ମାବିସୂ (2018)Increase୦.୭୩୯(ଉଚ୍ଚ) • ଷଷ୍ଠ
Websitewww.andaman.gov.in
Symbols of Andaman and Nicobar Islands
Emblemଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ମୋହର
Mottoସତ୍ଯମେବ ଜୟତେ
(ସତ୍ୟର ଜୟ ହୁଏ)
Mammalଦୁଗୋଂ
ପକ୍ଷୀଆଣ୍ଡାମାନ କାଠ ପାରା
ପୁଷ୍ପଲାଜର୍ଷ୍ଟୋଏମିଆ ସ୍ପେସିଓସା ପ୍ୟିନ୍ମା
ବୃକ୍ଷବାମ ଆଣ୍ଡାମାନ ପଦୌକ

ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଭାରତର ଏକ କେନ୍ଦ୍ରଶାସିତ ଅଞ୍ଚଳ ଅଟେ । ଏହା ଅଧୀନରେ ୮୩୬ଟି ଦ୍ୱୀପ ରହିଛି, ଯାହାର ୩୮ ଦ୍ୱୀପରେ ଜନବସତି ସ୍ଥାପନ ହୋଇଛି । ଏହି ଦ୍ୱୀପପୁଞ୍ଜ ଆଣ୍ଡାମାନ ସାଗରବଙ୍ଗୋପସାଗରର ମିଳନ ସ୍ଥଳରେ ଅବସ୍ଥିତ ।[୫][୬]

ଏହି ରାଜ୍ଯକ୍ଷେତ୍ରଟି ଇଣ୍ଡୋନେସିଆର ଆକେଃଠାରୁ ପ୍ରାୟ ୧୫୦ କି.ମି. ଦୂରରେ ଅବସ୍ଥିତ । ଏହା ଶ୍ୟାମଦେଶବ୍ରହ୍ମଦେଶଠାରୁ ଆଣ୍ଡାମାନ ସାଗର ଦ୍ୱାରା ପୃଥକ୍ ହୋଇଛି । ଏଥିରେ ଦୁଇଟି ଦ୍ୱୀପଗୋଷ୍ଠୀ ରହିଛି; (ଆଂଶିକ) ଆଣ୍ଡାମାନ ଦ୍ୱୀପପୁଞ୍ଜ ଓ ନିକୋବର ଦ୍ୱୀପପୁଞ୍ଜ, ଯାହା ପରସ୍ପରଠାରୁ ୧୫୦ କି.ମି. ଚଉଡାର ଦଶ ଡିଗ୍ରୀ ପ୍ରଣାଳୀଦ୍ୱାରା ପୃଥକ୍ ହୋଇଛନ୍ତି (ଏହି ପ୍ରଣାଳୀଟି ୧୦°ଉ. ଅକ୍ଷାଂଶରେ ରହିଛି ଏବଂ ଏହାର ଉତ୍ତରକୁ ଆଣ୍ଡାମାନ ଦ୍ୱୀପପୁଞ୍ଜ ଓ ଦକ୍ଷିଣକୁ ନିକୋବର ଦ୍ୱୀପପୁଞ୍ଜ ରହିଛି) । ଏହାର ପୂର୍ବରେ ଆଣ୍ଡାମାନ ସାଗର ଓ ପଶ୍ଚିମରେ ବଙ୍ଗୋପସାଗର ଅବସ୍ଥିତ ।

ଏହାର ରାଜଧାନୀ ଓ ବୃହତ୍ତମ ସହର ହେଉଛି ପୋର୍ଟ ବ୍ଲେୟାର । ଏହି ଦ୍ୱୀପପୁଞ୍ଜର ସର୍ବମୋଟ କ୍ଷେତ୍ରଫଳ ହେଉଛି, ପ୍ରାୟ ୮୨୪୯ ବର୍ଗ କି.ମି. । ଦ୍ୱୀପପୁଞ୍ଜକୁ ତିନୋଟି ଜିଲ୍ଲାରେ ବଣ୍ଟନ କରାଯାଇଛି: ନିକୋବର ଜିଲ୍ଲା, ଦକ୍ଷିଣ ଆଣ୍ଡାମାନ ଜିଲ୍ଲା ଏବଂ ଉତ୍ତର ଓ ମଧ୍ଯ ଆଣ୍ଡାମାନ ଜିଲ୍ଲା ।

ଭାରତୀୟ ସୈନ୍ଯବାହିନୀର ଏକମାତ୍ର ତ୍ରିସୈବିକ ଭୌଗଳିକ ଶାଖା, ଆଣ୍ଡାମାନ ଓ ନିକୋବର କମାଣ୍ଡ ଏଠାରେ ରଖାଯାଇଛି ।[୭]

ଇତିହାସ

ଆଦିମ ଅଧିବାସୀ

ପ୍ରାରମ୍ଭିକ ପୁରାତତ୍ନ ବିଭାଗର ଅନୁସନ୍ଧାନରୁ ଯାହା ଜଣାପଡେ ଏଠାରେ ୨୨୦୦ ବର୍ଷ ପୁର୍ବରୁ ଲୋକମାନେ ରହୁଛନ୍ତି ।[୮]


ସେଲୁଲାର ଜେଲ




ଆଧାର