ଓମ୍

ଓମ୍ (ॐ, ওঁ, ଓ‍ଁ ) କିମ୍ବା ଓଁକାରର ନାମନ୍ତର ପ୍ରଣବ ଅଟେ । ଏହା ଈଶ୍ୱରର ବାଚକ ଅଟେ । ଈଶ୍ୱରଙ୍କ ସହିତ ଓଁକାରର ବାଚ୍ୟ-ବାଚକ-ଭାବ ସମ୍ବନ୍ଧ ନିତ୍ୟ ଅଟେ, ସାଙ୍କେତିକ ନୁହେଁ । ସଙ୍କେତ ନିତ୍ୟ କିମ୍ବା ସ୍ୱାଭାବିକ ସମ୍ବନ୍ଧକୁ ପ୍ରକଟ କରିଥାଏ। ସୃଷ୍ଟିର ଆଦିରେ ସର୍ବପ୍ରଥମ ଓଁକାର ରୂପୀ ପ୍ରାଣବର ହିଁ ସ୍ଫୁରଣ ହୋଇଥାଏ । ତଦାନନ୍ତର ସାତ କୋଟି ମନ୍ତ୍ରର ଆବିର୍ଭାବ ହୋଇଥାଏ । ଏହି ମନ୍ତ୍ରର ବାଚ୍ୟ ଆତ୍ମାର ଦେବତା ରୂପେ ପ୍ରସିଦ୍ଧ ହୋଇଥାଏ । ଏହି ଦେବତା ମାୟା ଉପରେ ବିଦ୍ୟମାନ ମାୟା ସୃଷ୍ଟିର ନିୟନ୍ତ୍ରଣ କରିଥାଏ । ଏଥିରୁ ଅଧା ଶୁଦ୍ଧ ମାୟାଜଗତରେ କାର୍ଯ୍ୟ କରିଥାଏ ଏବଂ ଶେଷ ଅଧା ଅଶୁଦ୍ଧ କିମ୍ବା ମଳିନ ମାୟା ଜଗତରେ । ଏହି ଏକ ଶବ୍ଦକୁ ବ୍ରହ୍ମାଣ୍ଡର ଭୌତିକ ବଚନ ମାନନ୍ତି, 16 ଶ୍ଳୋକରେ ଏହାର ମହିମା ବର୍ଣ୍ଣିତ ହୋଇଥାଏ ।[୧]

ଦେବନଗରୀର ଓମ୍ ସଙ୍କେତ

ପରିଚୟ

ବ୍ରହ୍ମ ପ୍ରାପ୍ତି ପାଇଁ ନିର୍ଦ୍ଧିଷ୍ଟ ବିଭିନ୍ନ ସାଧନାରେ ପ୍ରଣବ ଉପାସନା ମୁଖ୍ୟ ଅଟେ । "ମୁଣ୍ଡକୋପନିଷଦ"ରେ ଲେଖା ଅଛି :-

ପ୍ରଣବୋ ଧନୁଃ ଶରୋହ୍ୱାତ୍ମା ବ୍ରହ୍ମାତଲ୍ଲକ୍ଷମୁଚ୍ୟତେ ।
ଅପ୍ରମତ୍ତେନ ବେଦ୍ଧବ୍ୟଂ ସରବତ୍ତନ୍ମୟୋ ଭବେତ॥

ଗ୍ୟାଲେରି

ଓମ୍ର ସଙ୍କେତ ଭିନ୍ନ ଲିଖନୀରେ
in ଦେବନଗରୀ, Gujarati and Marathi
in ଦେବନଗରୀ, Gujarati and Marathi 
(Assamese, Bengali, Oriya)[୨]
(Assamese, Bengali, Oriya)[୨] 
Arya Samaj
Arya Samaj 
Tamil[୩]
Tamil[୩] 
Kannada[୪]
Kannada[୪] 
Telugu[୪]
Telugu[୪] 
Malayalam[୫]
Malayalam[୫] 
Grantha[୬]
Grantha[୬] 
Siddham[୭]
Siddham[୭] 
Jain symbol
Jain symbol 
Chinese[୮]
Chinese[୮] 
Tibetan[୯]
Tibetan[୯] 
Bali (Indonesia)[୧୦]
Bali (Indonesia)[୧୦] 
Java (Indonesia)[୧୧]
Java (Indonesia)[୧୧] 

ଆଧାର