ଘିକୁଆଁରୀ

ଘିକୁଆଁରୀ (/ˈæl/ ଅଥବା /ˈæl/) ଏକ ସରସ ଉଦ୍ଭିଦ ଶ୍ରେଣୀ । ପ୍ରଥମ ଶତାବ୍ଦୀରୁ ଏହି ଶ୍ରେଣୀର ଉଦ୍ଭିଦଟି ଭେଷଜ ଔଷଧ ତିଆରିରେ ଲାଗେ ବୋଲି ବାରମ୍ବାର ଲେଖାରେ ଦେଖିବାକୁ ମିଳିଥାଏ । ଘିକୁଆଁରୀରୁ ବାହାରୁଥିବା ରସ ଆଦି ଏହାର ପୁନର୍ଯୌବନ ଲାଭକାରୀ, ଆରୋଗ୍ୟକାରୀ, ସୁଖକାରୀ ଗୁଣ ଥିବା ନାମରେ ଲୋକଙ୍କୁ ବତାଇ ବିଭିନ୍ନ ଅଙ୍ଗରାଗ ଓ ବିକଳ୍ପ ଚିକିତ୍ସା ପଦ୍ଧତିରେ ଲାଗିଥାଏ । ତେବେ ମିଳିଥିବା ପ୍ରମାଣ ଅନୁସାରେ ଘିକୁଆଁରୀର ଉତ୍ପାଦରେ କୌଣସି ରୋଗନାଶକାରୀ ଓ ଅଙ୍ଗରାଗକାରୀ ଗୁଣ ଥିବା [୩] ବାରମ୍ବାର ପରୀକ୍ଷାରେ ଓଲଟା ଫଳ ଦେଇଛି । [୪][୫][୬]

ଘିକୁଆଁରୀ
ଫୁଲର ସବୁ ଅଂଶ ସୁକ୍ଷ୍ମ ଭାବେ ଥିବା ଘିକୁଆଁରୀ ଗଛ
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ edit
ସାମ୍ରାଜ୍ୟ:ଉଦ୍ଭିଦ ସାମ୍ରାଜ୍ୟ
ଗୋଷ୍ଠୀ:ଟ୍ରାକିଓଫାଇଟା
ଗୋଷ୍ଠୀ:ସ୍ପର୍ମାଟୋଫାଇଟା
ଗୋଷ୍ଠୀ:ଆବୃତବୀଜୀ
ଗୋଷ୍ଠୀ:ଏକବୀଜପତ୍ରୀ
ଗଣ:ଆସ୍ପାରାଗେଲ
Family:Asphodelaceae
Subfamily:Asphodeloideae
Genus:Aloe
ଜାତି:A. vera
ବାଇନୋମିଆଲ ନାମ
Aloe vera
(ଏଲ.) ବର୍ମ.ଏଫ.
Synonyms[୧][୨]
  • ଆଲୋ ବାରବାଡ଼େନ୍ସିସ ମିଲ.
  • Aloe barbadensis var. chinensis Haw.
  • Aloe chinensis (Haw.) Baker
  • Aloe elongata Murray
  • Aloe flava Pers.
  • Aloe indica Royle
  • Aloe lanzae Tod.
  • Aloe maculata Forssk. (illegitimate)
  • Aloe perfoliata var. vera L.
  • Aloe rubescens DC.
  • Aloe variegata Forssk. (illegitimate)
  • Aloe vera Mill. (illegitimate)
  • Aloe vera var. chinensis (Haw.) A. Berger
  • Aloe vera var. lanzae Baker
  • Aloe vera var. littoralis J.Koenig ex Baker
  • Aloe vulgaris Lam.
ଘିକୁଆଁରୀ - MHNT

ଆଧାର