ଚଣା

ଚଣା ଏକ ଡାଲି ଜାତୀୟ ଶସ୍ୟ । ଏହା ଓଡ଼ିଶାର ବିଭିନ୍ନ ଜାଗାରେ ଚାଷ କରାଯାଏ ।

ଚଣା
White and green chickpeas
Sprouted chickpea
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ:Plantae
ଅଶ୍ରେଣୀକୃତ:Angiosperms
ଅଶ୍ରେଣୀକୃତ:Eudicots
ଅଶ୍ରେଣୀକୃତ:Rosids
ଗଣ:Fabales
କୁଳ:Fabaceae
ପ୍ରଜାତି:Cicer
ଜାତି:C. arietinum
ବାଇନୋମିଆଲ ନାମ
Cicer arietinum
Synonyms[୧]
  • Cicer album hort.
  • Cicer arientinium L. [Spelling variant]
  • Cicer arientinum L. [Spelling variant]
  • Cicer edessanum Bornm.
  • Cicer grossum Salisb.
  • Cicer nigrum hort.
  • Cicer physodes Rchb.
  • Cicer rotundum Alef.
  • Cicer sativum Schkuhr
  • Cicer sintenisii Bornm.
  • Ononis crotalarioides M.E.Jones

ବ୍ୟବହାର

ଏହାକୁ ମୁଖ୍ୟତଃ ଡାଲି ଭାବେ ଖିଆଯାଏ । ଏହାକୁ ବିଭିନ୍ନ ରୋଗରୁ ଭଲ ହେବା ପାଇଁ ମଧ୍ୟ ବ୍ୟବହାର କରାଯାଏ ।

ରୋଷେଇ ପ୍ରଣାଳୀ

ଚାଷ ପ୍ରଣାଳୀ

ବ୍ୟବସାୟ

ଆଧାର