ଚାର୍ଲି ଚାପଲିନ୍
ଚାର୍ଲି ଚାପଲିନ୍ ( ମୂଳନାମ Sir Charles Spencer Chaplin) (୧୬ ଅପ୍ରେଲ ୧୮୮୯– ୨୫ ଡିସେମ୍ବର ୧୯୭୭) ଜଣେ ଇଂରେଜ ହାସ୍ୟ ଅଭିନେତା, ଚଳଚ୍ଚିତ୍ର ନିର୍ମାତା ଯିଏ କି ନିର୍ବାକ ଚଳଚ୍ଚିତ୍ର ଯୁଗରେ ଖ୍ୟାତି ଅର୍ଜନ କରିଥିଲେ । ନିର୍ବାକ ଚଳଚ୍ଚିତ୍ର ଯୁଗର ପ୍ରାରମ୍ଭିକ ସମୟରୁ ଏକ ଅଭିନେତା, ଚଳଚ୍ଚିତ୍ର ନିର୍ମାତା ତଥା ନିର୍ଦ୍ଦେଶକ ଭାବେ ସେ ଏକ ଜଣାଶୁଣା ଚେହେରା ।[୧]
ପିଲାଦିନ
ଲଣ୍ଡନରେ ଚାର୍ଲିଙ୍କ ପିଲାଦିନ ଅତ୍ୟନ୍ତ ଦାରିଦ୍ର୍ୟ ତଥା କଷ୍ଟକର ଥିଲା । ପିତାଙ୍କ ଅନୁପସ୍ଥିତିରେ ତାଙ୍କ ମାଆ ଅର୍ଥାଭାବରେ ସଂଘର୍ଷ କରୁଥିବା ବେଳେ ଚାର୍ଲିଙ୍କୁ ନଅ ବର୍ଷ ନ ହେଉଣୁ କାମ କରିବାପାଇଁ ପଠାଇଦିଆଗଲା । କମ୍ ବୟସରୁ ଚାର୍ଲି ମ୍ୟୁଜିକ ହାଉସଗୁଡ଼ିକ ବୁଲି କାମ କରିବା ଆରମ୍ଭ କଲେ । ସେ ମଞ୍ଚ ଅଭିନୟ ସାଙ୍ଗକୁ ହାସ୍ୟ ଅଭିନେତା ଭାବେ ମଧ୍ୟ କାମ କଲେ ।
ଆଧାର
🔥 Top keywords: ପ୍ରଧାନ ପୃଷ୍ଠାରାମ ନବମୀଓଡ଼ିଆ ଭାଷାବିଶେଷ:ଖୋଜନ୍ତୁସୁଦଶା ବ୍ରତମିଡ଼ିଆଉଇକି:Interwiki-links.jsଜଗନ୍ନାଥ ଦାସଅମୃତାୟନଉଇକିପିଡ଼ିଆ:ଉଇକିପିଡ଼ିଆ ବାବଦରେଦ୍ୱିତୀୟ ବିଶ୍ୱଯୁଦ୍ଧଉଇକିପିଡ଼ିଆ:ସଙ୍ଘ ସୂଚନା ଫଳକବିଜୁ ପଟ୍ଟନାୟକରାଧାନାଥ ରାୟଜଗନ୍ନାଥ ମନ୍ଦିରରାମଫକୀର ମୋହନ ସେନାପତିସହଯୋଗ:ବିଷୟବସ୍ତୁଜଗନ୍ନାଥଉଇକିପିଡ଼ିଆ:ଆମ ସହ ଯୋଗାଯୋଗରାମାୟଣଓଡ଼ିଆ ସାହିତ୍ୟସାରଳା ଦାସମଧୁସୂଦନ ଦାସଉଇକିପିଡ଼ିଆଗୋପବନ୍ଧୁ ଦାସଗଙ୍ଗାଧର ମେହେରwiki.phtmlଗୋପୀନାଥ ମହାନ୍ତିଲିଙ୍ଗରାଜ ମନ୍ଦିରଗୋଦାବରୀଶ ମିଶ୍ରମଧୁସୂଦନ ରାଓଉଇକିପିଡ଼ିଆ:ଆମେ ଦାୟୀ ନୋହୁଁନମିତା ଅଗ୍ରୱାଲଶାନ୍ତନୁ କୁମାର ଆଚାର୍ଯ୍ୟଛାଞ୍ଚ:Key press/docପଣା ସଂକ୍ରାନ୍ତିଲକ୍ଷ୍ମୀକାନ୍ତ ମହାପାତ୍ରମନୋଜ ଦାସଅଂଶୁଘାତ