ପୂର୍ଣ୍ଣଚ୍ଛେଦ

ପୂର୍ଣ୍ଣଚ୍ଛେଦ (ପୂର୍ଣ୍ଣବିରାମ ଓ ଦେଶଜ ବ୍ୟବହାରରେ ପୂର୍ଣ୍ଣଛେଦ ନାମରେ ଜଣା) କୌଣସି ଲେଖାକୁ ପଢ଼ିଲା ବେଳେ ପଢ଼ା ଅଧିକ ସମୟ ଧରି ସ୍ଥଗିତ ରଖିବା ପାଇଁ ବ୍ୟବହୃତ ଏକ ଓଡ଼ିଆ ସୁଚକ ଚିହ୍ନ । ଏହାର ସମାନ କାମ ଇଂରାଜୀରେ ଏକ ବିନ୍ଦୁ (.) ହୋଇଥାଏ ଓ ଫୁଲଷ୍ଟପ ବା ପିରିୟଡ଼ ନାମରେ ପରିଚିତ ।[୧]

 
 
ପୂର୍ଣ୍ଣଚ୍ଛେଦ
ବିରାମ ଚିହ୍ନ
ଆପୋଷ୍ଟ୍ରୋପ( ’ ' )
ବନ୍ଧନୀସମୂହ( [ ], ( ), { }, ⟨ ⟩ )
କଲୋନ( : )
କମା( , )
ଡ୍ୟାସ( , –, —, ― )
ଏଲିପସିସ( …, ..., . . . )
ଆଶ୍ଚର୍ଯ୍ୟବାଚକ ଚିହ୍ନ( ! )
ପୂର୍ଣ୍ଣଚ୍ଛେଦ( )
ଫୁଲଷ୍ଟପ/ପିରିଅଡ଼( . )
ଗିଲିମେଟ( « » )
ହାଇଫେନ( )
ହାଇଫେନ-ବିଯୁକ୍ତ ଚିହ୍ନ( - )
ପ୍ରଶ୍ନ ଚିହ୍ନ( ? )
ଉଦ୍ଧୃତି ଚିହ୍ନ( ‘ ’, “ ” )
ଅଧା ଉଦ୍ଧୃତି ଚିହ୍ନ( ; )
ସ୍ଲାସ/ଷ୍ଟ୍ରୋକ( / )
ସଲିଡସ( )
ଶବ୍ଦ ଭାଜକ
ଖାଲି‌‌ ଜାଗା( ) ( ) ( ) (␠) (␢) (␣)
ମଝି ବିରାମ( · )
ସାଧାରଣ ଅକ୍ଷର କଳା
ଆମ୍ପରସାଣ୍ଡ( & )
ଆଟ୍ ଚିହ୍ନ( @ )
ଆଷ୍ଟରିସ୍କ( * )
ପଛସ୍ଲାସ( \ )
ବିନ୍ଦୁ( )
କ୍ୟାରେଟ( ^ )
ସତ୍ଵାଧିକାର ଚିହ୍ନ( © )
ଡାଗର( †, ‡ )
ଡିଗ୍ରି( ° )
ଡିଟୋ ଚିହ୍ନ( )
ଓଲଟା ବିସ୍ମୟସୂଚକ ଚିହ୍ନ( ¡ )
ଓଲଟା ପ୍ରଶ୍ନ ଚିହ୍ନ( ¿ )
ସଂଖ୍ୟା ଚିହ୍ନ/ପାଉଣ୍ଡ/ହାସ( # )
ନ୍ୟୁମେରୋ ଚିହ୍ନ( )
ଅବେଲସ( ÷ )
ପୂରଣବାଚକ ସଂଖ୍ୟା( º, ª )
ଶତକଡ଼ା ଚିହ୍ନ( %, ‰, )
ପିଲକ୍ରୋ( )
ମୌଳିକ ସଂଖ୍ୟା( ′, ″, ‴ )
ସତ୍ଵାଧିକାର ଚିହ୍ନ( ® )
ବିଭାଗ ଚିହ୍ନ( § )
ସର୍ଭିସ ମାର୍କ( )
ଧ୍ଵନି ରେକର୍ଡ଼ିଙ୍ଗ ସତ୍ଵାଧିକାର( )
ଟିଲ୍ଡ( ~ )
ଟ୍ରେଡ଼ମାର୍କ( )
ଅଣ୍ଡରସ୍କୋର/ଅଣ୍ଡରଷ୍ଟ୍ରାଇକ( _ )
ଭୂଲମ୍ବ ରୁହ/ଭଙ୍ଗା ରୁହ, ପାଇପ( ¦, | )
ମୁଦ୍ରା
ମୁଦ୍ରା (ବର୍ଗୀୟ)( ¤ )
ମୁଦ୍ରା ନିର୍ଦ୍ଦିଷ୍ଟ
( ₳ ฿ ₵ ¢ ₡ ₢ ₠ $ ₫ ৳ ₯ € ƒ ₣ ₲ ₴ ₭ ℳ ₥ ₦ ₧ ₱ ₰ £ ₨ ₪ ₸ ₮ ₩ ¥ ៛ )
ଅସାଧାରଣ ଅକ୍ଷର କଳା
ଆଷ୍ଟେରିଜମ( )
ଟି( )
ଅପ ଟ୍ରାକ( )
ସୂଚକ/ପ୍ରଥମା( )
ଅତଏବ ଚିହ୍ନ( )
ଇଣ୍ଟେରୋବାଙ୍ଗ( )
ଥଟ୍ଟା ପରିହାସ ବିରାମ ଚିହ୍ନ( )
ଲୋଜିଙ୍ଗି( )
ଆଧାର ଚିହ୍ନ( )
ଟାଇ( )
ସମ୍ବନ୍ଧିତ
ବିଶେଷକ ଚିହ୍ନ
ଖାଲିସ୍ଥାନରେ ଥିବା ଅକ୍ଷର
ଅଣ-ଇଂରାଜୀ ଉଦ୍ଧୃତି ଶୈଳି( « », „ ” )

ବ୍ୟତ୍ପୁତ୍ତି

ଏହା ଏକ ବିଶେଷ୍ୟ । ଦୁଇଟି ଶବ୍ଦ ପୂର୍ଣ୍ଣ (ପୂରା) ଓ ଛେଦ (କଟା ହେବା) ସନ୍ଧିଦ୍ୱାରା ମିଳିତ ହୋଇ ଏହି ଶବ୍ଦ ତିଆରି କରିଛନ୍ତି ।

ଆଧାର