ଯୁକ୍ତରାଜ୍ୟ

ଗ୍ରେଟ୍ ବ୍ରିଟେନ୍ ଓ ଉତ୍ତର ଆୟାର୍ଲ୍ଯାଣ୍ଡ୍ର ଯୁକ୍ତରାଜ୍ୟ,[୧୫] [note ୧୧] ବା ସାଧାରଣ ଭାବେ ଯୁକ୍ତରାଜ୍ୟ ଇଉରୋପୀୟ ମୂଳ ଭୂଖଣ୍ଡର ପଶ୍ଚିମ ଉପକୂଳରେ ଅବସ୍ଥିତ ଏକ ସାର୍ବଭୌମ ରାଷ୍ଟ୍ର ବା ରାଷ୍ଟ୍ରସଂଘ । ଯୁକ୍ତରାଜ୍ୟ ମଧ୍ୟରେ ଗ୍ରେଟ ବ୍ରିଟେନ ଦ୍ୱୀପ, ଆୟରଲ୍ୟାଣ୍ଡ ଦ୍ୱୀପର ଉତ୍ତରପୂର୍ବ ଭାଗ ଏବଂ ଅନେକ ଛୋଟ ଦ୍ୱୀପ ଅନ୍ତର୍ଭୁକ୍ତ ।[୧୬] ଉତ୍ତର ଆୟରଲ୍ୟାଣ୍ଡ୍ ଓ ଆୟରଲ୍ୟାାଣ୍ଡ୍ ସାଧାରଣତନ୍ତ୍ର ମଝିରେ ସ୍ଥଳ ସୀମା ରହିଛି । ଏହାଛଡ଼ା ଯୁକ୍ତରାଜ୍ୟକୁ ଆଟଲାଣ୍ଟିକ ମହାସାଗର ଘେରିରହିଛି । ଏହାର ପୂର୍ବରେ ଉତ୍ତର ସମୁଦ୍ର, ଦକ୍ଷିଣରେ ଇଂରାଜୀ ପ୍ରଣାଳୀ ଏବଂ ଦକ୍ଷିଣ-ପଶ୍ଚିମରେ କେଲଟିକ ସାଗର ରହିଛି । ଏହାର ବେଳା ବିଶ୍ୱର ୧୨ତମ ଦୀର୍ଘ ଉପକୂଳ । ଆଇରିସ ସାଗର ଗ୍ରେଟ ବ୍ରିଟେନ ଏବଂ ଆୟରଲ୍ୟାଣ୍ଡକୁ ଅଲଗା କରିଥାଏ । ଯୁକ୍ତରାଜ୍ୟର ମୋଟ କ୍ଷେତ୍ରଫଳ ୨,୪୦,୦୦୦ ବର୍ଗ କି.ମି. ।

ଯୁକ୍ତରାଜ୍ୟର ଜାତୀୟ ପତାକା
ଯୁକ୍ତରାଜ୍ୟର ଅବସ୍ଥିତି
ବୃହତ୍ ବ୍ରିଟେନୀୟ ତଥା ଉତ୍ତର ଆୟାର୍ଲ୍ଯାଣ୍ଡୀୟ ଯୁକ୍ତରାଜ୍ୟ

A flag featuring both cross and saltire in red, white and blue
Coat of arms containing shield and crown in centre, flanked by lion and unicorn
FlagRoyal coat of arms­[note ୧]
ଜାତୀୟ ସଙ୍ଗୀତ: "ପ୍ରଭୁ ରାଣୀଙ୍କ ରକ୍ଷା କରନ୍ତୁ"[note ୨]

March: Himno de Cantabria
ଛାଞ୍ଚ:Switcher
Location of the  ଯୁକ୍ତରାଜ୍ୟ  (dark green)

in Europe  (dark grey)

Location of the United Kingdom,
Crown dependencies and
British Overseas Territories (red)
ରାଜଧାନୀLondon
51°30′N 0°7′W / 51.500°N 0.117°W / 51.500; -0.117
ବୃହତ୍ତମ ସହରcapital
Official language
and national language
English
Recognised regional or minority languages[note ୩]
  • Scots
  • Ulster Scots
  • Welsh
  • Cornish
  • Scottish Gaelic
  • Irish
ଜାତି
(2011)
  • 87.1% White[note ୪]
  • 7.0% Asian
  • 3.0% Black
  • 2.0% Mixed
  • 0.9% others
ଧର୍ମ
(2011[୬][୭])
  • 59.5% Christian
  • 25.7% Irreligious
  • 4.4% Muslim
  • 1.3% Hindu
  • 0.7% Sikh
  • 0.4% Jewish
  • 0.4% Buddhist
  • 0.4% Other
  • 7.2% Unknown
ଜାତୀୟତା
  • British
  • Briton
  • Irish (Northern Ireland only)
Constituent countries
  •  England
  •  Scotland
  •  Wales
  • Northern Ireland
GovernmentUnitary parliamentary
constitutional monarchy
• Monarch
Charles III
• Prime Minister
Rishi Sunak
ବିଧାନ ମଣ୍ଡଳParliament
• ଉଚ୍ଚ ସଦନ
House of Lords
• ନିମ୍ନ ସଦନ
House of Commons
Formation
• Laws in Wales Acts
1535 and 1542
• Union of the Crowns under James VI and I
24 March 1603
• Acts of Union of England and Scotland
1 May 1707
• Acts of Union of Great Britain and Ireland
1 January 1801
• Irish Free State Constitution Act
5 December 1922
• EC accession­[note ୫]
1 January 1973
• Withdrawal from the European Union
31 January 2020
କ୍ଷେତ୍ରଫଳ
• ମୋଟ
242,495 km2 (93,628 sq mi)[୮] (78th)
• ଜଳଭାଗ (%)
1.34
ଲୋକସଂଖ୍ୟା
• 2019 estimate
Increase 67,545,757[୯] (22nd)
• 2011 census
63,182,178[୧୦] (22nd)
• ଘନତା
270.7/km2 (701.1/sq mi) (50th)
ମୋଟ ଘରୋଇ ଉତ୍ପାଦ  (ସମତୁଲ୍ୟ କ୍ରୟଶକ୍ତି)2019 estimate
• ମୋଟ
$3.128 trillion[୧୧] (9th)
• ମୁଣ୍ଡପିଛା
$46,781[୧୧] (26th)
ମୋଟ ଘରୋଇ ଉତ୍ପାଦ (ସାଙ୍କେତିକ)2019 estimate
• ମୋଟ
$2.829 trillion[୧୧] (6th)
• ମୁଣ୍ଡପିଛା
$42,310[୧୧] (20th)
ଜିନି ଗୁଣାଙ୍କ  (2017)negative increase 33.1[୧୨]
medium · 33rd
ମାନବ ବିକାଶ ସୂଚନାଙ୍କ (2017)Increase 0.922[୧୩]
very high · 14th
ମୁଦ୍ରାPound sterling[note ୬] (GBP)
ସମୟ ମଣ୍ଡଳUTC⁠ (Greenwich Mean Time, WET[note ୭])
• Summer (DST)
UTC+1 (British Summer Time, WEST)
ତାରିଖ ସଜାଣିdd/mm/yy
yyyy-mm-dd (AD)[୧୪]
ଇଲେକ୍ଟ୍ରିସିଟି230 V–50 Hz
ରାସ୍ତା ଚାଲିବା ପାଖleft[note ୮]
ଟେଲିଫୋନ କୋଡ଼+44[note ୯]
Internet TLD.uk[note ୧୦]

ଯୁକ୍ତରାଜ୍ୟ ଏକ ଏକକ ସଂସଦୀୟ ଗଣତନ୍ତ୍ର ଏବଂ ସାମ୍ବିଧାନିକ ଏକତନ୍ତ୍ର ।[note ୧୨][୧୭][୧୮] ଏହାର ଏକତନ୍ତ୍ରୀ ହେଲେ ରାଣୀ ଏଲିଜାବେଥ ଦ୍ୱିତୀୟ । ସେ ୧୯୫୨ ମସିହାରୁ ରାଜତ୍ବ କରିଆସିଛନ୍ତି । ସେ ହେଉଛନ୍ତି ବିଶ୍ୱର ସବୁଠାରୁ ଅଧିକ ସମୟ ଧରି ଶାସନ କରିଥିବା ଶାସକ ।[୧୯] ଯୁକ୍ତରାଜ୍ୟର ରାଜଧାନୀ ଲଣ୍ଡନ, ବିଶ୍ୱସ୍ତରୀୟ ନଗର ଓ ଆର୍ଥିକ କେନ୍ଦ୍ର ଏବଂ ଏହାର ଲୋକସଂଖ୍ୟା ୧.୦୩ କୋଟି ।[୨୦] ଯୁକ୍ତରାଜ୍ୟ ଚାରୋଟି ଦେଶରେ ବିଭକ୍ତ: ଇଂଲଣ୍ଡ, ସ୍କଟଲ୍ୟାଣ୍ଡ, ୱେଲ୍ସ ଏବଂ ଉତ୍ତର ଆୟରଲ୍ୟାଣ୍ଡ ।[୨୧] ସେମାନଙ୍କର ରାଜଧାନୀସବୁ ଯଥାକ୍ରମେ ଲଣ୍ଡନ, ଏଡିନବର୍ଗ, କାର୍ଡିଫ ଏବଂ ବେଲଫାଷ୍ଟ । ଇଂଲଣ୍ଡ ବ୍ୟତୀତ ବାକି ଦେଶଗୁଡ଼ିକର ନିଜ ସ୍ୱୟଂଶାସିତ ସରକାର ରହିଛି,[୨୨] । ପ୍ରତ୍ୟେକ ଦେଶର ଅଲଗା ଅଲଗା ଶାସନ କ୍ଷମତା ମଧ୍ୟ ରହିଛି ।[୨୩][୨୪] ଯୁକ୍ତରାଜ୍ୟର ଅନ୍ୟ ପ୍ରମୁଖ ସହରଗୁଡ଼ିକ ମଧ୍ୟରୁ ବର୍ମିଙ୍ଗହାମ, ଗ୍ଲାସଗୋ, ଲିଡ୍ସ, ଲିଭରପୁଲ ଏବଂ ମାଞ୍ଚେଷ୍ଟର ଅନ୍ୟତମ ।

ଟୀକା

ଆଧାର