ରଜନୀଗନ୍ଧା (ଫୁଲ)

ରଜନୀଗନ୍ଧା ଏକ ଧଳା ରଙ୍ଗର ବାସଯୁକ୍ତ ଫୁଲ । ଏହା ବର୍ଷର ସବୁ ଋତୁରେ ଫୁଟିଥାଏ । ଏହାର ଗଛ ସରୁ ଓ ଲମ୍ବା ହୋଇଥାଏ ଓ ଅଳ୍ପଦିନ ବଞ୍ଚିଥାଏ । ଏହାକୁ ଏକ ଲାଭକାରୀ ଚାଷରେ ଗଣାଯାଇଥାଏ । ଏହି ଫୁଲ ପୂଜାବାହାଘରରେ ସଜାସଜି ପାଇଁ ବ୍ୟବହାର କରଯାଇଥାଏ ।

ରଜନୀଗନ୍ଧା
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ:Plantae
ଅଶ୍ରେଣୀକୃତ:Monocots
ଗଣ:Asparagales
କୁଳ:Asparagaceae
ପ୍ରଜାତି:Polianthes
ଜାତି:P. tuberosa
ବାଇନୋମିଆଲ ନାମ
Polianthes tuberosa
Carolus Linnaeus

ଆଧାର