ସଲମନ ରସଦି

ସଲମନ ରସଦି[୧](ଜନ୍ମ ୧୯ 19 ଜୁନ ୧୯୪୭) ଜଣେ ଭାରତରେ ଜନ୍ମିତ ବ୍ରିଟିଶ-ଆମେରିକାନ ଉପନ୍ୟାସକାର ।[୨] ତାଙ୍କ ଲେଖାରେ ଐତିହାସିକ ଗଳ୍ପ ଥାଏ ଯାହା ଭାରତୀୟ ପୃଷ୍ଠଭୂମିରେ ଲେଖାଥାଏ ।

Sir

Salman Rushdie

ଲୁଆ ତ୍ରୁଟି: expandTemplate: template "post-nominals/GBR" does not exist ।
Rushdie in 2018
Rushdie in 2018
ଜନ୍ମ ଓ ଜନ୍ମସ୍ଥାନAhmed Salman Rushdie
(1947-06-19) ୧୯ ଜୁନ ୧୯୪୭ (ବୟସ ୭୬)
Bombay, British India (now Mumbai, India)
ବୃତ୍ତି
  • Writer
  • professor
ନାଗରିକତା
  • United Kingdom
  • United States (since 2016)
ଶିକ୍ଷାKing's College, Cambridge (BA)
ଶୈଳୀ
  • Magic realism
  • satire
  • postcolonialism
ବିଷୟ
  • Historical criticism
  • travel writing
ସାହିତ୍ୟ କୃତି
  • Midnight's Children (1981)
  • The Satanic Verses (1988)
ପୁରସ୍କାର
  • Booker Prize
    1981 Midnight's Children
  • Ordre des Arts et des LettresCommandeur
    1999
  • Knight Bachelor
    2007
ଜୀବନସାଥୀ
Clarissa Luard
(m. ୧୯୭୬; div. ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।)
Marianne Wiggins
(m. ୧୯୮୮; div. ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।)
Elizabeth West
(m. ୧୯୯୭; div. ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।)
Padma Lakshmi
(m. ୨୦୦୪; div. ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।)
ସନ୍ତାନ2
ସମ୍ପର୍କୀୟNatalie Rushdie (daughter-in-law)

ଦସ୍ତଖତଫାଇଲ:Rushdie signature.svg
ୱେବସାଇଟ
salmanrushdie.com

ରସଦିଙ୍କର ଦ୍ୱିତୀୟ ଉପନ୍ୟାସ ମିଡନାଇଟସ ଚିଲଡ୍ରେନ ୧୯୮୧ ମସିହାରେ ବୁକର ପୁରସ୍କାର (Booker Prize ପାଇଥିଲା । ୧୯୮୧ ମସିହାରେ ଏହା ସମସ୍ତ ବିଜେତାଙ୍କ ଅପେକ୍ଷା ଦୁଇ ଥର ଶ୍ରେଷ୍ଠ ଉପନ୍ୟାସ ବିବେଚିତ ହୋଇଥିଲା । ତାଙ୍କର ଚତୁର୍ଥ ଉପନ୍ୟାସ ଦି ସାଟାନିକ ଭରଶେଷ (The Satanic Verses )(୧୯୮୮), ଅନେକ ବିବାଦାସ୍ପଦ ହୋଇଥିଲା । ଏଥିରେ ବାକ ସ୍ବାଧୀନତା ଓ ରାଜନୈତିକ ହିଂସା ବିଷୟ ବିରୋଧାତ୍ମକ ହୋଇଥିଲା । ତାଙ୍କ ବିରୁଦ୍ଧରେ ରୁହୋଲା ଖୋମିନି (Ruhollah Khomeini) ୧୯୮୯ ମସିହାରେ ଫତୱା ବା ମୃତ୍ୟୁ ପରୱାନା (fatwa) ଜାରି କରିଥିଲେ । ଏଠି ନିମନ୍ତେ ବ୍ରିଟିଶ ସରକାର ପୋଲିସ ବଳ ସହିତ ତାଙ୍କୁ ଲୁକ୍କାୟିତ କରି ରଖିଥିଲେ ।.[୩]ତାରିଖ ୧୨ ଅଗାଷ୍ଟ ୨୦୨୨ ଦିନ ଚଉତାକାରେ (New York) ବକ୍ତୃତା ଦେବାକୁ ଯାଉଥିବା ବେଳେ ଜଣେ ବ୍ୟକ୍ତି ତାଙ୍କୁ ଛୁରୀରେ ଆଘାତ କରିଥିଲା ଯାହା ଫଳରେ ତାଙ୍କର ଅବସ୍ଥା ଅତ୍ୟନ୍ତ ସାଙ୍ଘାତିକ ହୋଇଥିଲା । [୪]


ପୁରସ୍କାର, ସମ୍ମାନ ଓ ପରିଚୟ

ସଲମନଙ୍କୁ ମିଳିଥିବା ଅନେକ ସମ୍ମାନ ମଧ୍ୟରୁ ସାହିତ୍ୟ ନିମନ୍ତେ ୟୁରୋପିଆନ ୟୁନିଅନର ଆର୍ଟିଜାନ ପୁରସ୍କାର (Aristeion Prize), ଜର୍ମାନୀର ରାଇଟର ଅଫ ଦି ଇଅର , ଇଟାଲିର ପ୍ରିମିଅର ଗ୍ରିଞ୍ଜେନ କାଭୋର (Premio Grinzane Cavour) ଇତ୍ୟାଦି ଅନେକ ସମ୍ମାନ ପାଇଥିଲେ ।[୫]

ସେ ୧୯୮୩ ମସିହାରେ ରୟାଲ ସୋସାଇଟିର ଫେଲୋ ଭାବରେ ନିର୍ବାଚିତ ହୋଇଥିଲେ ।[୬] ତାଙ୍କୁ ୨୦୦୭ ମସିହାରେ ସାହିତ୍ୟର ସେବା ନିମନ୍ତେ ତାଙ୍କୁ ନାଇଟହୁଡ (ସାର) ପ୍ରଦାନ କରାଯାଇଥିଲା ।[୭] ମାଗାଜିନ ପକ୍ଷରୁ ୧୯୪୫ ମସିହାରୁ ୨୦୦୮ ପର୍ଯ୍ୟନ୍ତ ୫୦ ଜଣ କୃତୀ ସାହିତ୍ୟିକ ମଧ୍ୟରୁ ତାଙ୍କୁ ୧୩ ତମ କ୍ରମ ଦିଆଯାଇଥିଲା । [୮] ରସଦି ୨୦୦୦ ମସିହାରୁ ଯୁକ୍ତରାଷ୍ଟ୍ରରେ ରହୁଛନ୍ତି । ସନ ୨୦୧୫ରେ ଆର୍ଥର ଏଲ କାର୍ଟର ଜର୍ଣାଲିଜ୍ମ ଇନଷ୍ଟିଚ୍ୟୁଟ ଅଫ ନିୟୁ ୟୋର୍କ ୟୁନିଭରସିଟି ପକ୍ଷରୁ ତାଙ୍କୁ ଉଲ୍ଲେଖନୀୟ ଲେଖକ ସମ୍ମାନ ଦିଆଯାଇଥିଲା ।[୯]


ଆଧାର