ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର

ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ଵାରା ଦିଆଯାଉଥିବା ପୁରସ୍କାର

ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ୧୯୫୭ ମସିହାରୁ ଓଡ଼ିଶା ସାହିତ୍ୟ ଏକାଡେମୀଦ୍ୱାରା ଓଡ଼ିଆ ଭାଷା ଏବଂ ସାହିତ୍ୟର ଉନ୍ନତି ଏବଂ ପ୍ରଚାର ପାଇଁ ପ୍ରଦାନ କରାଯାଇଆସୁଛି।[୧]

ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର
କାହା ନିମନ୍ତେ ପୁରସ୍କାରଭାରତରେ ହେଉଥିବା ସାହିତ୍ୟିକ ପୁରସ୍କାର
ମୁଖ୍ୟ ୱେବସାଇଟwww.orissaculture.gov.in/osa.asp

ଲକ୍ଷ୍ୟ

  • ଲେଖକ ଓ ସାହିତ୍ୟିକଙ୍କ ମଧ୍ୟରେ ସହଯୋଗ ଓ ସୌହାର୍ଦ୍ୟପୂର୍ଣ୍ଣ ବାତାବରଣ ସୃଷ୍ଟି କରିବା ପାଇଁ।
  • ସାହିତ୍ୟିକ ଏବଂ ସାଂସ୍କୃତିକ ସଙ୍ଗଠନଗୁଡ଼ିକ ମଧ୍ୟରେ ସମନ୍ବୟର ପ୍ରଚାର ଏବଂ ଉନ୍ନତି କରିବା।
  • ଅନ୍ତରାଜ୍ୟ ବିଚାର, ଉପାୟ ଏବଂ ଚିନ୍ତାଧାରା ସାହିତ୍ୟକାର ଏବଂ ଲେଖକମାନଙ୍କ ମଧ୍ୟରେ ବୃଦ୍ଧି କରିବା।
  • ଉଚ୍ଚମାନର ଓଡ଼ିଆ ଲେଖା ଏବଂ ପୁସ୍ତକଗୁଡ଼ିକୁ ସଂକୁଳିତ, ସମ୍ପାଦିତ ଏବଂ ପ୍ରକାଶିତ କରିବାକୁ ପ୍ରୋତ୍ସାହନ ଦେବା।
  • ଲୋକକଥାଗୁଡ଼ିକୁ ସଂଗ୍ରହ ଏବଂ ପ୍ରକାଶ କରିବାକୁ ପ୍ରକଳ୍ପ କରିବା।
  • ଓଡ଼ିଆ ଭାଷାର ବିଭିନ୍ନ ଦିଗ ଉପରେ ଆଲୋଚନା, ବକ୍ତବ୍ୟ, କାର୍ଯ୍ୟଶାଳା ଇତ୍ୟାଦିର ଆୟୋଜନ କରିବା।
  • ଓଡ଼ିଆ ଲେଖକମାନଙ୍କୁ ପୁରସ୍କୃତ କରିବା।
  • ପ୍ରଖ୍ୟାତ ଓଡ଼ିଆ ଲେଖକ ଏବଂ ସାହିତ୍ୟକାରମାନଙ୍କୁ ସମ୍ମାନ ପ୍ରଦାନ କରିବା।
  • ପ୍ରତିଷ୍ଠିତ ଲେଖକମାନଙ୍କ ସ୍ମୃତିରେ ବକ୍ତୃତାର ଆୟୋଜନ କରିବା।

ପୁରସ୍କାର

ପୁରସ୍କୃତ ବ୍ୟକ୍ତିମାନଙ୍କର ତାଲିକା:[୨]

ପୁରସ୍କୃତ ପୁସ୍ତକ ପ୍ରକାଶିତ ବର୍ଷଗୁଡ଼ିକ - ୧୯୫୭ ଏବଂ ୧୯୫୮
#ପୁସ୍ତକ ନାମଲେଖକ/ଲେଖିକାପୁସ୍ତକର ପ୍ରକାର
ଦିଲ୍ଲୀପଉପେନ୍ଦ୍ର ମହାନ୍ତିକାବ୍ୟ-କବିତା
ସ୍ୱର୍ଣ୍ଣ ଯୁଗର ସନ୍ଧ୍ୟାଜ୍ଞାନୀନ୍ଦ୍ର ବର୍ମାନାଟକ-ଏକାଙ୍କିକା
ଅଗ୍ନି ପରୀକ୍ଷାଭଞ୍ଜକିଶୋର ପଟ୍ଟନାୟକନାଟକ-ଏକାଙ୍କିକା
ବ୍ୟାସ କବି ଫକୀର ମୋହନନଟବର ସାମନ୍ତରାୟସମାଲୋଚନା
ବେଦଗୁଡ଼ିକ ମନୁଷ୍ୟକୃତ କି?ପ୍ରିୟବ୍ରତ ଦାସସମାଲୋଚନା
ଗୋଦାନଗୋଲକ ବିହାରୀ ଧଳଅନୁବାଦ
ଏଜ୍ରା ପାଉଣ୍ଡ କବିତାଜ୍ଞାନୀନ୍ଦ୍ର ବର୍ମାଅନୁବାଦ
ପୁରସ୍କୃତ ପୁସ୍ତକ ପ୍ରକାଶିତ ବର୍ଷଗୁଡ଼ିକ -୧୯୫୬, ୧୯୫୭ ଏବଂ ୧୯୫୮
#ପୁସ୍ତକ ନାମଲେଖକ/ଲେଖିକାପୁସ୍ତକର ପ୍ରକାର
ସବୁଜ ପତ୍ର ଓ ଧୂସର ଗୋଲାପସୁରେନ୍ଦ୍ର ମହାନ୍ତିଖୁଦ୍ରଗଳ୍ପ
ଚୋରା ଚୈତାଳୀରାଜେଶ୍ୱରୀ ଦଳବେହେରାଖୁଦ୍ରଗଳ୍ପ
୧୦କଣ୍ଟା ଓ ଫୁଲଗୋଦାବରୀଶ ମହାପାତ୍ରକାବ୍ୟ-କବିତା
୧୧ସଞ୍ଚୟନବିଦ୍ୟୁତପ୍ରଭା ଦେବୀକାବ୍ୟ-କବିତା
୧୨ଆଦି ଶଙ୍କରାଚାର୍ଯ୍ୟଦୁର୍ଗାଚରଣ ମହାନ୍ତିଜୀବନୀ ଏବଂ ଭ୍ରମଣ ସାହିତ୍ୟ
୧୩ଜାତୀୟ ଜୀବନର ଆତ୍ମବିକାଶଗୋବିନ୍ଦ ଚନ୍ଦ୍ର ମହାନ୍ତିଜୀବନୀ ଏବଂ ଭ୍ରମଣ ସାହିତ୍ୟ
୧୪ଓଡ଼ିଶୀ ଚିତ୍ରବିନୋଦ ରାଉତରାୟବିଜ୍ଞାନ ସାହିତ୍ୟ
୧୫ପୁଷ୍ପ ଚାଷବିଶ୍ୱନାଥ ସାହୁବିଜ୍ଞାନ ସାହିତ୍ୟ
୧୬କଳିଙ୍ଗ କାହାଣୀକନକ ମଞ୍ଜରୀ ମହାପାତ୍ରଶିଶୁ ସାହିତ୍ୟ
୧୭ପିଲାଙ୍କ କଥା ଲହରୀଚନ୍ଦ୍ରଶେଖର ମହାପାତ୍ରଶିଶୁ ସାହିତ୍ୟ
୧୮ୟୁରୋପରେ ମୋ ଅନୁଭୂତିଶ୍ରୀରାମଚନ୍ଦ୍ର ଦାଶଭ୍ରମଣ କଥା
ପୁରସ୍କୃତ ପୁସ୍ତକ ପ୍ରକାଶିତ ବର୍ଷଗୁଡ଼ିକ -୧୯୫୯,୧୯୬୦ &୧୯୬୧
#ପୁସ୍ତକ ନାମଲେଖକ/ଲେଖିକାପୁସ୍ତକର ପ୍ରକାର
୧୯ଆରଣ୍ୟକମନୋଜ ଦାସଉପନ୍ୟାସ ଏବଂ ଖୁଦ୍ରଗଳ୍ପ
୨୦ଉଠ କଙ୍କାଳଗୋଦାବରୀଶ ମହାପାତ୍ରକାବ୍ୟ-କବିତା
୨୧ପଶ୍ଚିମ ଦିଗନ୍ତଶ୍ରୀହର୍ଷ ମିଶ୍ରଭ୍ରମଣ କଥା
୨୨ଏ ଯୁଗର ଶ୍ରେଷ୍ଠ ଆବିଷ୍କାରଗୋକୁଳାନନ୍ଦ ମହାପାତ୍ରବିଜ୍ଞାନ ସାହିତ୍ୟ
୨୩ଜୀବନ ବିଦ୍ୟାଳୟଚିତ୍ତରଞ୍ଜନ ଦାସପ୍ରବନ୍ଧ
୨୪ଯୁଗପ୍ରବନ୍ଧକ ଶ୍ରେଷ୍ଠ ରାଧାନାଥନଟବର ସାମନ୍ତରାୟସମାଲୋଚନା
୨୫କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଅନନ୍ତ ପଦ୍ମନାଭ ପଟ୍ଟନାୟକସମାଲୋଚନା
୨୬ଚରମ ପତ୍ରରବୀନ୍ଦ୍ର ନାଥ ସିଂହକାବ୍ୟ-କବିତା
ପୁରସ୍କୃତ ପୁସ୍ତକ ପ୍ରକାଶିତ ବର୍ଷଗୁଡ଼ିକ -୧୯୬୨, ୧୯୬୩ &୧୯୬୪
#ପୁସ୍ତକ ନାମଲେଖକ/ଲେଖିକାପୁସ୍ତକର ପ୍ରକାର
୨୭ନର କିନ୍ନରଶାନ୍ତନୁ କୁମାର ଆଚାର୍ଯ୍ୟଉପନ୍ୟାସ
୨୮ଆଦି ମାନବର ଇତିବୃତ୍ତକମଳଲୋଚନ ବରାଳଖୁଦ୍ରଗଳ୍ପ
୨୯ସତ୍ୟଭାମାଗୋଲକ ଚନ୍ଦ୍ର ପ୍ରଧାନକାବ୍ୟ-କବିତା
୩୦ଛୋଟ ନାଟକମନୋରଞ୍ଜନ ଦାସନାଟକ-ଏକାଙ୍କିକା
୩୧ଓଡ଼ିଆ ସାହିତ୍ୟର ଇତିହାସସୂର୍ଯ୍ୟ ନାରାୟଣ ଦାଶପ୍ରବନ୍ଧ-ସମାଲୋଚନା
୩୨ବେଲୁନ ଗଲା ଉଡ଼ିମହେଶ୍ୱର ମହାନ୍ତିଶିଶୁ ସାହିତ୍ୟ
ପୁରସ୍କୃତ ପୁସ୍ତକ ପ୍ରକାଶିତ ବର୍ଷଗୁଡ଼ିକ -୧୯୬୫,୧୯୬୬ &୧୯୬୭
#ପୁସ୍ତକ ନାମଲେଖକ/ଲେଖିକାପୁସ୍ତକର ପ୍ରକାର
୩୩ଆଣ୍ଟି-ରୋମାଣ୍ଟିକବସନ୍ତ କୁମାର ଶତପଥୀଖୁଦ୍ରଗଳ୍ପ
୩୪ପିଙ୍ଗଲର ସୂର୍ଯ୍ୟବେଣୁଧର ରାଉତକାବ୍ୟ-କବିତା
୩୫ମୋର ପୂର୍ବ ସ୍ମୃତି କଥାଭରତ ଚନ୍ଦ୍ର ନାୟକଜୀବନୀ-ଭ୍ରମଣ କଥା
୩୬ଭାରତୀୟ ସଙ୍ଗୀତନୀଳମାଧବ ପାଣିଗ୍ରାହୀବିଜ୍ଞାନ ସାହିତ୍ୟ
ପୁରସ୍କୃତ ପୁସ୍ତକ ପ୍ରକାଶିତ ବର୍ଷଗୁଡ଼ିକ -୧୯୬୬,୧୯୬୭ ଏବଂ ୧୯୬୮
#ପୁସ୍ତକ ନାମଲେଖକ/ଲେଖିକାପୁସ୍ତକର ପ୍ରକାର
୩୭କସ୍ତୁରୀ ମୃଗ ଓ ସବୁଜ ଅରଣ୍ୟବୀଣାପାଣି ମହାନ୍ତିଖୁଦ୍ରଗଳ୍ପ
୩୮ଅଷ୍ଟପାଦିସୀତାକାନ୍ତ ମହାପାତ୍ରକାବ୍ୟ-କବିତା
୩୯ଆମେରିକାରୁ ୟୁରୋପ, ଆଫ୍ରିକାକୁଞ୍ଜବିହାରୀ ଦାଶଭ୍ରମଣ କଥା
୪୦ଆଲୁଅର କୁହୁକ ଓ ଶବ୍ଦର ଲୁଚକାଳିଜଗନ୍ନାଥ ମହାନ୍ତିଶିଶୁ ସାହିତ୍ୟ
ପୁରସ୍କୃତ ପୁସ୍ତକ ପ୍ରକାଶିତ ବର୍ଷଗୁଡ଼ିକ -୧୯୬୭,୧୯୬୮,୧୯,୧୯୭୨ ଏବଂ ୧୯୭୩
#ପୁସ୍ତକ ନାମଲେଖକ/ଲେଖିକାପୁସ୍ତକର ପ୍ରକାର
୪୧ମଣିହାରକିଶୋରୀ ଚରଣ ଦାସଖୁଦ୍ରଗଳ୍ପ
୪୨ତିନୋଟି ଅପେରା ଏକତ୍ରଗୋପାଳ ଛୋଟରାୟନାଟକ-ଏକାଙ୍କିକା
୪୩ଏଣୁଶ୍ଚ ତେଣୁଶ୍ଚବାମାଚରଣ ମିତ୍ରପ୍ରବନ୍ଧ
୪୪କୁନ୍ତଳା କୁମାରୀ ଜୀବନ ଚରିତଚକ୍ରଧର ମହାପାତ୍ରଜୀବନୀ-ଭ୍ରମଣ କଥା
୪୫ଓଡ଼ିଆ ଭାଷା ତତ୍ତ୍ୱର ଭୂମିକାବଂଶୀଧର ମହାନ୍ତିସମାଲୋଚନା
୪୬ନିଷିଦ୍ଧ ପୁସ୍ତକଚୌଧୁରୀ ହେମକାନ୍ତ ମିଶ୍ରଖୁଦ୍ରଗଳ୍ପ
୪୭ତୃତୀୟ ଚକ୍ଷୁଚିନ୍ତାମଣି ବେହେରାକାବ୍ୟ-କବିତା
୪୮ଅଥର୍ବ ଅନ୍ଧାରଯଦୁନାଥ ଦାସ ମହାପାତ୍ରନାଟକ-ଏକାଙ୍କିକା
୪୯କାବ୍ୟ ସମ୍ବାଦଦାଶରଥି ଦାସସମାଲୋଚନା
୫୦ମୋ କୁନି କୁନି କବିତାବଟକୃଷ୍ଣ ଓଝାଶିଶୁ ସାହିତ୍ୟ
ପୁରସ୍କୃତ ପୁସ୍ତକ ପ୍ରକାଶିତ ବର୍ଷଗୁଡ଼ିକ -୧୯୭୪,୧୯୭୫&୧୯୭୬
#ପୁସ୍ତକ ନାମଲେଖକ/ଲେଖିକାପୁସ୍ତକର ପ୍ରକାର
୫୧ଏ ସୂର୍ଯ୍ୟ ଉପନିବେଶଚନ୍ଦ୍ରଶେଖର ରଥଉପନ୍ୟାସ
୫୨ସାମାନ୍ୟ କଥନସୌରୀନ୍ଦ୍ର ବାରିକକାବ୍ୟ-କବିତା
୫୩ରାତିର ଦୁଇଟି ଡେଣାହରିହର ମିଶ୍ରନାଟକ-ଏକାଙ୍କିକା
୫୪କଳଙ୍କିତ ସୂର୍ଯ୍ୟରତ୍ନାକର ଚଇନିନାଟକ-ଏକାଙ୍କିକା
୫୫ଶୁଣ ପରୀକ୍ଷାଭୁବନେଶ୍ୱର ବେହେରାପ୍ରବନ୍ଧ-ସମାଲୋଚନା
୫୬ଝୁମୁକାରାମକୃଷ୍ଣ ନନ୍ଦଶିଶୁ ସାହିତ୍ୟ
ପୁରସ୍କୃତ ପୁସ୍ତକ ପ୍ରକାଶିତ ବର୍ଷଗୁଡ଼ିକ -୧୯୭୫,୧୯୭୬&୧୯୭୭
#ପୁସ୍ତକ ନାମଲେଖକ/ଲେଖିକାପୁସ୍ତକର ପ୍ରକାର
୫୭ଆକାଶ ପାତାଳମହାପାତ୍ର ନୀଳମଣି ସାହୁଖୁଦ୍ରଗଳ୍ପ
୫୮ବୃତ୍ତଦୀପକ ମିଶ୍ରକାବ୍ୟ-କବିତା
୫୯ଯାଦୁକରବିଜୟ ମିଶ୍ରନାଟକ-ଏକାଙ୍କିକା
୬୦ଅଶ୍ରୁତ ସ୍ୱରଚନ୍ଦ୍ରଶେଖର ରଥପ୍ରବନ୍ଧ-ସମାଲୋଚନା
୬୧ହର ଭାଇଙ୍କ ଘର ବାହୁଡ଼ାଉଦୟନାଥ ଷଡ଼ଙ୍ଗୀଶିଶୁ ସାହିତ୍ୟ
ପୁରସ୍କୃତ ପୁସ୍ତକ ପ୍ରକାଶିତ ବର୍ଷଗୁଡ଼ିକ -୧୯୭୬,୧୯୭୭ ଏବଂ ୧୯୭୮
#ପୁସ୍ତକ ନାମଲେଖକ/ଲେଖିକାପୁସ୍ତକର ପ୍ରକାର
୬୨ନିଜ ସିଂହାସନପ୍ରଫୁଲ୍ଲ କୁମାର ତ୍ରିପାଠୀଖୁଦ୍ରଗଳ୍ପ
୬୩ଅନ୍ଧ ମହୁମାଛିସୌଭାଗ୍ୟ କୁମାର ମିଶ୍ରକାବ୍ୟ-କବିତା
୬୪ବିସରଣ ପୃଥିବୀରବୀନ୍ଦ୍ରନାଥ ଦାସନାଟକ-ଏକାଙ୍କିକା
୬୫ଓଡ଼ିଆ ପ୍ରବନ୍ଧ ସାହିତ୍ୟର ଇତିହାସଅସିତ କବିପ୍ରବନ୍ଧ-ସମାଲୋଚନା
୬୬ମୋ ସମୟର ଓଡ଼ିଶାକୃଷ୍ଣଚନ୍ଦ୍ର ପାଣିଗ୍ରାହୀଜୀବନୀ-ଭ୍ରମଣ କଥା
୬୭ନାଲି ସୁରୁଜ ବୁଣେ ମୁରୁଜପ୍ରମିଳା ନାୟକଶିଶୁ ସାହିତ୍ୟ
ପୁରସ୍କୃତ ପୁସ୍ତକ ପ୍ରକାଶିତ ବର୍ଷଗୁଡ଼ିକ -୧୯୭୭, ୧୯୭୮ ଏବଂ ୧୯୭୯
#ପୁସ୍ତକ ନାମଲେଖକ/ଲେଖିକାପୁସ୍ତକର ପ୍ରକାର
୬୮ମୋ ସ୍ୱପ୍ନର ସହରଲକ୍ଷ୍ମୀଧର ନାୟକଉପନ୍ୟାସ
୬୯ଶ୍ରୋତର ନାମ ୠତକମଳାକାନ୍ତ ଲେଙ୍କାକାବ୍ୟ-କବିତା
୭୦ଅଳଙ୍କାର ପ୍ରସଙ୍ଗଗୋବିନ୍ଦ ଚନ୍ଦ୍ର ଉଦ୍‌ଗାତାପ୍ରବନ୍ଧ-ସମାଲୋଚନା
୭୧ସ୍ନାୟୁ ସଂହାରପ୍ରାଣବନ୍ଧୁ କରନାଟକ-ଏକାଙ୍କିକା
୭୨ନାହିଁ ତିଷ୍ଠୋମି ବୈକୁଣ୍ଠେନିତ୍ୟାନନ୍ଦ ମହାପାତ୍ରଜୀବନୀ-ଭ୍ରମଣ ସାହିତ୍ୟ
୭୩ଛାତିକି ପଥର କରିବିନୋଦ କାନୁନଗୋଶିଶୁ ସାହିତ୍ୟ
ପୁରସ୍କୃତ ପୁସ୍ତକ ପ୍ରକାଶିତ ବର୍ଷଗୁଡ଼ିକ - ୧୯୭୮, ୧୯୭୯ ଏବଂ ୧୯୮୦
#ପୁସ୍ତକ ନାମଲେଖକ/ଲେଖିକାପୁସ୍ତକର ପ୍ରକାର
୭୪ନିଶାନ୍ତବିଭୂତିଭୂଷଣ ତ୍ରିପାଠୀଖୁଦ୍ରଗଳ୍ପ - ଉପନ୍ୟାସ
୭୫ଯେ ଯାହାର ନିର୍ଜନତାଜଗନ୍ନାଥ ପ୍ରସାଦ ଦାସକାବ୍ୟ-କବିତା
୭୬ନିସଙ୍ଗ ମଣିଷସୀତାକାନ୍ତ ମହାପାତ୍ରପ୍ରବନ୍ଧ-ସମାଲୋଚନା
୭୭ଧର୍ମର ଅଭିଶାପଆନନ୍ଦ ଶଙ୍କର ଦାସନାଟକ-ଏକାଙ୍କିକା
୭୮ଶତାବ୍ଦୀର ଆହ୍ୱାନଦେବକାନ୍ତ ମିଶ୍ରବିଜ୍ଞାନ ସାହିତ୍ୟ
୭୯ଆମ ଖେଳନାନିକୁଞ୍ଜ କିଶୋର କାନୁନଗୋଶିଶୁ ସାହିତ୍ୟ
ପୁରସ୍କୃତ ପୁସ୍ତକ ପ୍ରକାଶିତ ବର୍ଷଗୁଡ଼ିକ - ୧୯୭୯, ୧୯୮୦ ଏବଂ ୧୯୮୧
#ପୁସ୍ତକ ନାମଲେଖକ/ଲେଖିକାପୁସ୍ତକର ପ୍ରକାର
୮୦ନିଷାଦର ନିଶବ୍ଦ ବାରଣଦୁର୍ଗାମାଧବ ମିଶ୍ରଖୁଦ୍ରଗଳ୍ପ
୮୧ନିଶବ୍ଦ ନୂପୁରଉମାଶଙ୍କର ପଣ୍ଡାକବିତା
୮୨ହାଟ ବଜାରରେ ବ୍ରହ୍ମଜ୍ଞାନମନମୋହନ ଚୌଧୁରୀପ୍ରବନ୍ଧ-ସମାଲୋଚନା
୮୩ନାଟକ ରୀତିମତରାମଚନ୍ଦ୍ର ମିଶ୍ରନାଟକ-ଏକାଙ୍କିକା
୮୪ଗାନ୍ଧୀ ମହାରାଜାଙ୍କ ଶିଷ୍ୟଉଦୟନାଥ ଷଡ଼ଙ୍ଗୀଜୀବନୀ-ଭ୍ରମଣ କଥା
୮୫ଗପ ଗଣ୍ଠିଲିରମେଶ ଚନ୍ଦ୍ର ଭଞ୍ଜଶିଶୁ ସାହିତ୍ୟ
ପୁରସ୍କୃତ ପୁସ୍ତକ ପ୍ରକାଶିତ ବର୍ଷଗୁଡ଼ିକ - ୧୯୮୦, ୧୯୮୧ ଏବଂ ୧୯୮୨
#ପୁସ୍ତକ ନାମଲେଖକ/ଲେଖିକାପୁସ୍ତକର ପ୍ରକାର
୮୬ସ୍ନାୟୁ ଓ ସନ୍ୟାସୀଅଚ୍ୟୁତାନନ୍ଦ ପତିଖୁଦ୍ରଗଳ୍ପ
୮୭ଦୃଷ୍ଟିର ଦ୍ୟୁତିବ୍ରହ୍ମୋତ୍ରୀ ମହାନ୍ତିକାବ୍ୟ-କବିତା
୮୮ଗ୍ରୀକ ଜାତିର ଜୀବନ ଗାଥାଶରତ କୁମାର ମହାନ୍ତିପ୍ରବନ୍ଧ-ସମାଲୋଚନା
୮୯ଏକାଙ୍କିକା ତରଙ୍ଗକମଳ ଲୋଚନ ମହାନ୍ତିନାଟକ-ଏକାଙ୍କିକା
୯୦ମୋ ଜୀବନ ଓ ଜଞ୍ଜାଳ କାହାଣୀନନ୍ଦ କିଶୋର ଦାସଜୀବନୀ-ଭ୍ରମଣ କଥା
୯୧ବିଲାତରେ ବାପୁ ଓ ପାପୁଗଣେଶ୍ୱର ମିଶ୍ରଶିଶୁ ସାହିତ୍ୟ
ପୁରସ୍କୃତ ପୁସ୍ତକ ପ୍ରକାଶିତ ବର୍ଷଗୁଡ଼ିକ - ୧୯୮୧, ୧୯୮୨ ଏବଂ ୧୯୮୩
#ପୁସ୍ତକ ନାମଲେଖକ/ଲେଖିକାପୁସ୍ତକର ପ୍ରକାର
୯୨ସପ୍ତ ସିନ୍ଧୁ (୧ମ ଓ ୨ୟ ଭାଗ)ନୃସିଂହ ଚରଣ ପଣ୍ଡାଉପନ୍ୟାସ
୯୩ହିରଣ୍ୟଗର୍ଭରବି ପଟ୍ଟନାୟକଖୁଦ୍ରଗଳ୍ପ
୯୪ମନର ମାନଚିତ୍ରବ୍ରଜନାଥ ରଥକାବ୍ୟ-କବିତା
୯୫ବଳଦେବ ରଥ ଅଧ୍ୟୟନସଚ୍ଚିଦାନନ୍ଦ ମିଶ୍ରପ୍ରବନ୍ଧ-ସମାଲୋଚନା
୯୬ମହାନାଟକରମେଶ ଚନ୍ଦ୍ର ପାଣିଗ୍ରାହୀନାଟକ-ଏକାଙ୍କିକା
୯୭ଋଣ ପରିଶୋଧବିନୋଦ କାନୁନଗୋଜୀବନୀ-ଭ୍ରମଣ କଥା
୯୮ବଣ ରାଇଜର କଥାମନୋରମା ମହାପାତ୍ରଶିଶୁ ସାହିତ୍ୟ
ପୁରସ୍କୃତ ପୁସ୍ତକ ପ୍ରକାଶିତ ବର୍ଷଗୁଡ଼ିକ -୧୯୮୨,୧୯୮୩ ଏବଂ ୧୯୮୪
#ପୁସ୍ତକ ନାମଲେଖକ/ଲେଖିକାପୁସ୍ତକର ପ୍ରକାର
୯୯ଅଶ୍ୱମେଧର ଘୋଡ଼ାବିଭୂତି ପଟ୍ଟନାୟକଉପନ୍ୟାସ
୧୦୦ଚିତ୍ରିତ ଚାଦରକୃଷ୍ଣପ୍ରସାଦ ମିଶ୍ରଖୁଦ୍ରଗଳ୍ପ
୧୦୧ବରାଗ କବିତାନିର୍ମଳା ଦେବୀକାବ୍ୟ-କବିତା
୧୦୨ନିଃସଙ୍ଗ ବିସର୍ଗକାର୍ତ୍ତିକ ଚନ୍ଦ୍ର ରଥନାଟକ-ଏକାଙ୍କିକା
୧୦୩ସମାଲୋଚନାର ଦିଗଦିଗନ୍ତଖଗେଶ୍ୱର ମହାପାତ୍ରପ୍ରବନ୍ଧ-ସମାଲୋଚନା
୧୦୪କଳାଦୃଷ୍ଟିଚିନ୍ତାମଣି ବେହେରାପ୍ରବନ୍ଧ-ସମାଲୋଚନା
୧୦୫ଜୀବନ ପଥେରମାଦେବୀ ଚୌଧୁରୀଜୀବନୀ-ଭ୍ରମଣ କଥା
୧୦୬ଏମିତି ଥିଲେ ଆମ ବାପୁଜୀଗାୟତ୍ରୀ ମିଶ୍ରଶିଶୁ ସାହିତ୍ୟ
ପୁରସ୍କୃତ ପୁସ୍ତକ ପ୍ରକାଶିତ ବର୍ଷଗୁଡ଼ିକ -୧୯୮୩,୧୯୮୪,୧୯୮୫
#ପୁସ୍ତକ ନାମଲେଖକ/ଲେଖିକାପୁସ୍ତକର ପ୍ରକାର
୧୦୭ଶିଳାପଦ୍ମପ୍ରତିଭା ରାୟଉପନ୍ୟାସ
୧୦୮ନିଶାପୂର୍ଣ୍ଣାନନ୍ଦ ଦାନୀଖୁଦ୍ରଗଳ୍ପ
୧୦୯ନିମିଷେ ଅକ୍ଷରପ୍ରତିଭା ଶତପଥୀକାବ୍ୟ-କବିତା
୧୧୦କ୍ୟାକ୍ଟସର ସଲିଲକିଦାଶରଥୀ ମୁଣ୍ଡନାଟକ-ଏକାଙ୍କିକା
୧୧୧ବିଦଗ୍ଧକବି ଅଭିମନ୍ୟୁକାହ୍ନୁ ଚରଣ ମିଶ୍ରପ୍ରବନ୍ଧ-ସମାଲୋଚନା
୧୧୨ବୈରାଗ୍ୟ ଶତକଜାନକୀ ବଲ୍ଲଭ ପଟ୍ଟନାୟକଅନୁବାଦ
୧୧୩ଦୁର ଦିଗନ୍ତଜଗନ୍ନାଥ ମହାନ୍ତିଜୀବନୀ-ଭ୍ରମଣ କଥା
୧୧୪ମନହୁଏ ମୋର ହେବାକୁ ମୀନାକ୍ଷୀରୋଦ ଚନ୍ଦ୍ର ପୋଥାଳଶିଶୁ ସାହିତ୍ୟ
ପୁରସ୍କୃତ ପୁସ୍ତକ ପ୍ରକାଶିତ ବର୍ଷଗୁଡ଼ିକ -୧୯୮୪,୧୯୮୫ &୧୯୮୬
#ପୁସ୍ତକ ନାମଲେଖକ/ଲେଖିକାପୁସ୍ତକର ପ୍ରକାର
୧୧୫ଅଶାନ୍ତ ଅରଣ୍ୟସାତକଡ଼ି ହୋତାଉପନ୍ୟାସ
୧୧୬ବୋହୁ ବୋହୁକାଉମାଶଙ୍କର ମିଶ୍ରଖୁଦ୍ରଗଳ୍ପ
୧୧୭ଏକତ୍ର ଚନ୍ଦ୍ର ସୂର୍ଯ୍ୟମମତା ଦାଶକାବ୍ୟ-କବିତା
୧୧୮ଦେଖ, ବର୍ଷା ଆସୁଛିରତିରଞ୍ଜନ ମିଶ୍ରନାଟକ-ଏକାଙ୍କିକା
୧୧୯କେତେ ଦିଗନ୍ତ (୧ମ, ୨ୟ ଭାଗ)ମନୋଜ ଦାସପ୍ରବନ୍ଧ-ସମାଲୋଚନା
୧୨୦ପଥ ଓ ପୃଥିବୀସୁରେନ୍ଦ୍ର ମହାନ୍ତିଜୀବନୀ-ଭ୍ରମଣ କଥା
୧୨୧କୁନା ପାଇଁ ଅନାବନା ଗୀତଦାଶ ବେନହୁରଶିଶୁ ସାହିତ୍ୟ
୧୨୨ମଳୟଦୃତମ୍ପ୍ରବୋଧ କୁମାର ମିଶ୍ରସଂସ୍କୃତ ସାହିତ୍ୟ
ପୁରସ୍କୃତ ପୁସ୍ତକ ପ୍ରକାଶିତ ବର୍ଷଗୁଡ଼ିକ -୧୯୮୫,୧୯୮୬ ଏବଂ ୧୯୮୭
#ପୁସ୍ତକ ନାମଲେଖକ/ଲେଖିକାପୁସ୍ତକର ପ୍ରକାର
୧୨୩ଆଜି କାଲି ପଅରଦିନରାଜେନ୍ଦ୍ର ପ୍ରସାଦ ଦାସଉପନ୍ୟାସ
୧୨୪ନଚିକେତାର ହାତଉତ୍ତମ କୁମାର ପ୍ରଧାନଖୁଦ୍ରଗଳ୍ପ
୧୨୫ଧାନସାଉଁଟା ଝିଅହୃଷୀକେଶ ମଲ୍ଲିକକାବ୍ୟ-କବିତା
୧୨୬ଜନସେବକପ୍ରସନ୍ନ କୁମାର ମିଶ୍ରନାଟକ-ଏକାଙ୍କିକା
୧୨୭ମାତୃପୂଜା ମଣ୍ଡପସଦାଶିବ ମିଶ୍ରପ୍ରବନ୍ଧ-ସମାଲୋଚନା
୧୨୮ସୃତି ଓ ଅନୁଭୂତିନୀଳମଣି ରାଉତରାୟଜୀବନୀ-ଭ୍ରମଣ କଥା
୧୨୯ଭୂଇଁ ତଳେ ତଳେଦୁର୍ଗାପ୍ରସାଦ ପଟ୍ଟନାୟକଶିଶୁ ସାହିତ୍ୟ
୧୩୦ଜଗନ୍ନାଥାଷ୍ଟୋତ୍ତରଶତକମ୍ସୁଦର୍ଶନ ଆଚାର୍ଯ୍ୟସଂସ୍କୃତ ସାହିତ୍ୟ
ପୁରସ୍କୃତ ପୁସ୍ତକ ପ୍ରକାଶିତ ବର୍ଷଗୁଡ଼ିକ -୧୯୮୬,୧୯୮୭ ଏବଂ ୧୯୮୮
#ପୁସ୍ତକ ନାମଲେଖକ/ଲେଖିକାପୁସ୍ତକର ପ୍ରକାର
୧୩୧ବହ୍ନି ବଳୟମଦନମୋହନ ମିଶ୍ରଉପନ୍ୟାସ
୧୩୨ମନ୍ୱନ୍ତରର ମାନବରାଜକିଶୋର ରାୟଖୁଦ୍ରଗଳ୍ପ
୧୩୩ଅନନ୍ତଶୟନଶକୁନ୍ତଳା ଦେବୀକାବ୍ୟ-କବିତା
୧୩୪ଏଇ ଯେ ସୂର୍ଯ୍ୟ ଉଏଁବିଜୟ କୁମାର ଶତପଥୀନାଟକ-ଏକାଙ୍କିକା
୧୩୫ରକ୍ତତୀର୍ଥ ଇରମଜଗନ୍ନାଥ ପଟ୍ଟନାୟକପ୍ରବନ୍ଧ-ସମାଲୋଚନା
୧୩୬କାରାଗାରର କାହାଣୀସୁରେନ୍ଦ୍ରନାଥ ଦ୍ୱିବେଦୀଜୀବନୀ-ଭ୍ରମଣ କଥା
୧୩୭ଗପୁଡ଼ି ଓ ପକୁଡ଼ିନଦୀୟା ବିହାରୀ ମହାନ୍ତିଶିଶୁ ସାହିତ୍ୟ
୧୩୮ସୁରେନ୍ଦ୍ର ରଚିତ ମହାକାବ୍ୟମ୍ଦିଗମ୍ବର ମହାପାତ୍ରସଂସ୍କୃତ ସାହିତ୍ୟ
ପୁରସ୍କୃତ ପୁସ୍ତକ ପ୍ରକାଶିତ ବର୍ଷଗୁଡ଼ିକ -୧୯୮୭,୧୯୮୮ &୧୯୮୯
#ପୁସ୍ତକ ନାମଲେଖକ/ଲେଖିକାପୁସ୍ତକର ପ୍ରକାର
୧୩୯ଜହ୍ନରାତିଯଶୋଧାରା ମିଶ୍ରଖୁଦ୍ରଗଳ୍ପ
୧୪୦କନିଷ୍ଠ କନିଷ୍ଠଜଗଦୀଶ ମହାନ୍ତିଉପନ୍ୟାସ
୧୪୧ଈପସିତ କ୍ରୋଧଆଶୁତୋଷ ପରିଡ଼ାକାବ୍ୟ-କବିତା
୧୪୨ସମୁଦ୍ର ମନ୍ଥନଗୋପାଳ ଚନ୍ଦ୍ର ପଟ୍ଟନାୟକନାଟକ-ଏକାଙ୍କିକା
୧୪୩ହୋ ଭଗତେସୁବୋଧ ପଟ୍ଟନାୟକନାଟକ-ଏକାଙ୍କିକା
୧୪୪ଶ୍ରୀଜଗନ୍ନାଥ ତତ୍ତ୍ୱଗୋପୀନାଥ ମହାପାତ୍ରପ୍ରବନ୍ଧ-ସମାଲୋଚନା
୧୪୫ପାତାଳପୁରୀର ହାଲଚାଲଗୁରୁ ପ୍ରସାଦ ମହାନ୍ତିଜୀବନୀ-ଭ୍ରମଣ କଥା
୧୪୬ରାଜାର ସ୍ୱପ୍ନବୀରେନ୍ଦ୍ର କୁମାର ସାମନ୍ତରାୟଶିଶୁ ସାହିତ୍ୟ
୧୪୭ରତମ୍କେଶବ ଚନ୍ଦ୍ର ଦାଶସଂସ୍କୃତ ସାହିତ୍ୟ
ପୁରସ୍କୃତ ପୁସ୍ତକ ପ୍ରକାଶିତ ବର୍ଷଗୁଡ଼ିକ -୧୯୮୮,୧୯୮୯ ଏବଂ ୧୯୯୦
#ପୁସ୍ତକ ନାମଲେଖକ/ଲେଖିକାପୁସ୍ତକର ପ୍ରକାର
୧୪୮ଦୁର୍ଗ ପତନର ବେଳପଦ୍ମଜ ପାଳଉପନ୍ୟାସ
୧୪୯ଦେବଦାସୀବିଜୟିନୀ ଦାସଉପନ୍ୟାସ
୧୫୦ପ୍ରଚକ୍ଷୁବିଜୟ କୃଷ୍ଣ ମହାନ୍ତିଖୁଦ୍ରଗଳ୍ପ
୧୫୧ଶବରୀଚର୍ଯ୍ୟାବଂଶୀଧର ଷଡ଼ଙ୍ଗୀକାବ୍ୟ-କବିତା
୧୫୨ଭୋର ଆକାଶନିତ୍ୟାନନ୍ଦ ନାୟକକାବ୍ୟ-କବିତା
୧୫୩ଆଶ୍ରା ଖୋଜି ବୁଲୁଥିବା ଈଶ୍ବରନାରାୟଣ ସାହୁନାଟକ-ଏକାଙ୍କିକା
୧୫୪ଭିନ୍ନସମୟ ଭିନ୍ନଦୃଷ୍ଟିନୀଳାଦ୍ରି ଭୂଷଣ ହରିଚନ୍ଦନପ୍ରବନ୍ଧ-ସମାଲୋଚନା
୧୫୫ସଂସ୍କୃତ ସାହିତ୍ୟର ଇତିହାସହରେକୃଷ୍ଣ ଶତପଥୀପ୍ରବନ୍ଧ-ସମାଲୋଚନା
୧୫୬ମୋ ସ୍ବପ୍ନ ମୋ ଜୀବନରାଧାନାଥ ରଥଜୀବନୀ ଓ ଭ୍ରମଣ ସାହିତ୍ୟ
୧୫୭ବଜାରେ ବାଜାରାମ ପ୍ରସାଦ ମହାନ୍ତିଶିଶୁ ସାହିତ୍ୟ
୧୫୮ଅଭିନବ କବିତାବଳୀନାରାୟଣ ରଥସଂସ୍କୃତ ସାହିତ୍ୟ
୧୯୮୯, ୧୯୯୦ ଓ ୧୯୯୧ ମସିହାର ପ୍ରକାଶିତ ୧୯୯୨ ବର୍ଷର ପୁରସ୍କୃତ ପୁସ୍ତକ
#ପୁସ୍ତକ ନାମଲେଖକ/ଲେଖିକାପୁସ୍ତକର ପ୍ରକାର
୧୫୯ଆକାଶ ଯେଉଁଠି କଥା କହେସୁସ୍ମିତା ବାଗଚୀକ୍ଷୁଦ୍ରଗଳ୍ପ
୧୬୦ଦେଖାହେଲେ କହିବି ସେ କଥାପ୍ରସନ୍ନ କୁମାର ପାଟ୍ଟଶାଣୀକାବ୍ୟକବିତା
୧୬୧ନାୟକ ଚନ୍ଦ୍ରସେଣାକୁଞ୍ଜ ରାଏନାଟକ-ଏକାଙ୍କିକା
୧୬୨ଜୈନଧର୍ମ ଓ ସଂସ୍କୃତିଅଶୋକ କୁମାର ରଥପ୍ରବନ୍ଧ ଓ ସମାଲୋଚନା
୧୬୩ବୁଦ୍ଧଚରିତମ୍ଧନେଶ୍ବର ମହାପାତ୍ରଅନୁବାଦ
୧୬୪ମୋତେ ଯେତେବେଳେ ଦଶବରଷନନ୍ଦକିଶୋର ସାମଲଶିଶୁସାହିତ୍ୟ
୧୬୫ତାରୁଣ୍ୟଶତକମ୍କ୍ଷୀରୋଦଚନ୍ଦ୍ର ଦାଶସଂସ୍କୃତ ସାହିତ୍ୟ
୧୯୯୦, ୧୯୯୧ ଓ ୧୯୯୨ ମସିହାରେ ପ୍ରକାଶିତ ୧୯୯୩ ବର୍ଷର ପୁରସ୍କୃତ ପୁସ୍ତକ
#ପୁସ୍ତକ ନାମଲେଖକ/ଲେଖିକାପୁସ୍ତକର ପ୍ରକାର
୧୬୬ଅଭିନୟର ପରିଧିରାମଚନ୍ଦ୍ର ବେହେରାଉପନ୍ୟାସ
୧୬୭ଅମୃତ ପ୍ରତୀକ୍ଷାରେସରୋଜିନୀ ସାହୁକ୍ଷୁଦ୍ରଗଳ୍ପ
୧୬୮ମନ୍ତ୍ରପାଠହରପ୍ରସାଦ ଦାସକାବ୍ୟ-କବିତା
୧୬୯ଦୁନିଆକୁହେମନ୍ତ କୁମାର ଦାସନାଟକ-ଏକାଙ୍କିକା
୧୭୦ରୀତିକାବ୍ୟ ସଂପର୍କରେଗଙ୍ଗାଧର ବଳପ୍ରବନ୍ଧ ଓ ସମାଲୋଚନା
୧୭୧ଦିଗପହଣ୍ଡିର ଡଇଁମାଷ୍ଟଦୀନନାଥ ପାଠୀଜୀବନୀ ଓ ଭ୍ରମଣ ସାହିତ୍ୟ
୧୯୯୧, ୧୯୯୨ ଓ ୧୯୯୩ ମସିହାରେ ପ୍ରକାଶିତ ୧୯୯୪ ବର୍ଷର ପୁରସ୍କୃତ ପୁସ୍ତକ
#ପୁସ୍ତକ ନାମଲେଖକ/ଲେଖିକାପୁସ୍ତକର ପ୍ରକାର
୧୭୨ସହରର ଉପକଣେବିପିନ ବିହାରୀ ମିଶ୍ରଉପନ୍ୟାସ
୧୭୩ଗାଁ ଗାଁ ଆହା ଆହାଦେବ୍ରାଜ ଲେଙ୍କାକ୍ଷୁଦ୍ରଗଳ୍ପ
୧୭୪ଯଯାତିଶରତଚନ୍ଦ୍ର ପ୍ରଧାନକାବ୍ୟ-କବିତା
୧୭୫ଶୁଣିବା ହେଉ ଏ କାହାଣୀଶଙ୍କର ପ୍ରସାଦ ତ୍ରିପାଠୀନାଟକ ଓ ଏକାଙ୍କିକା
୧୭୬ବିଶ୍ୱ ଓ ବ୍ୟକ୍ତିଶତ୍ରୁଘ୍ନ ନାଥପ୍ରବନ୍ଧ ଓ ସମାଲୋଚନା
୧୭୭ଅସ୍ତରାଗଶ୍ରଦ୍ଧାକର ସୁପକାରଜୀବନୀ ଓ ଭ୍ରମଣ ସାହିତ୍ୟ
୧୭୮ଆମେ ସବୁ ଏକସରଳା ପତ୍ରୀଶିଶୁସାହିତ୍ୟ
୧୯୯୨, ୧୯୯୩ ଓ ୧୯୯୪ ମସିହାରେ ପ୍ରକାଶିତ ୧୯୯୫ ବର୍ଷର ପୁରସ୍କୃତ ପୁସ୍ତକ
#ପୁସ୍ତକ ନାମଲେଖକ/ଲେଖିକାପୁସ୍ତକର ପ୍ରକାର
୧୭୯ଚନୈବେତିବଳରାମ ପଟ୍ଟନାୟକଉପନ୍ୟାସ
୧୮୦ପ୍ରୌଢ଼ ଭାବନାହୃଷୀକେଶ ପଣ୍ଡାକ୍ଷୁଦ୍ରଗଳ୍ପ
୧୮୧ବିଷାଦ ଯୋଗଫନୀ ମହାନ୍ତିକାବ୍ୟ-କବିତା
୧୮୨ଗେଷ୍ଟ ହାଉସବନବିହାରୀ ପଣ୍ଡାନାଟକ ଓ ଏକାଙ୍କିକା
୧୮୩ପୁରାତନ କଳିଙ୍ଗର ସାମାଜିକ ଇତିବୃତିବେଣୀମାଧବ ପାଢ଼ୀପ୍ରବନ୍ଧ ଓ ସମାଲୋଚନା
୧୮୪ଜୀବନର ଡାକଅଲେଖପ୍ରସାଦ ଦାସଜୀବନୀ ଓ ଭ୍ରମଣ ସାହିତ୍ୟ
୧୮୫ଓଡ଼ିଆ ରାମଚରିତ ମାନସ (୧ମ)ସତ୍ୟନାରାୟଣ ମହାନ୍ତିଅନୁବାଦ
୧୮୬ଲିପିର କମ୍ପ୍ୟୁଟର ଶିକ୍ଷାରମେଶଚନ୍ଦ୍ର ପରିଡ଼ାଶିଶୁ-ସାହିତ୍ୟ
୧୯୯୩, ୧୯୯୪ ଓ ୧୯୯୫ ମସିହାରେ ପ୍ରକାଶିତ ୧୯୯୬ ବର୍ଷର ପୁରସ୍କୃତ ପୁସ୍ତକ
#ପୁସ୍ତକ ନାମଲେଖକ/ଲେଖିକାପୁସ୍ତକର ପ୍ରକାର
୧୮୭ନିସ୍ତବ୍ଧ କୋଳାହଳମାନସୀ ଦାସଉପନ୍ୟାସ
୧୮୮ଶବ୍ଦ ଖେଳଜୟନ୍ତୀ ରଥକ୍ଷୁଦ୍ରଗଳ୍ପ
୧୮୯ଚନ୍ଦନ ବନରେ ଏକାଭାନୁଜୀ ରାଓକାବ୍ୟ-କବିତା
୧୯୦ସେମାନଙ୍କ ଆଖିରେଚନ୍ଦ୍ରଶେଖର ନନ୍ଦନାଟକ ଓ ଏକାଙ୍କିକା
୧୯୧ଆଧୁନିକ ସଭ୍ୟତାର ଯନ୍ତ୍ରଣାବୈଦ୍ୟନାଥ ମିଶ୍ରପ୍ରବନ୍ଧ ଓ ସମାଲୋଚନା
୧୯୨ଶତାବ୍ଦୀ ସାଧକପ୍ରମୋଦ କୁମାର ମହାପାତ୍ରଜୀବନୀ ଓ ଭ୍ରମଣ ସାହିତ୍ୟ
୧୯୩କନ୍ନଡ଼ ଲଘୁକଥାକେଶବ ଚନ୍ଦ୍ର ମେହେରଅନୁବାଦ
୧୯୪ଥକୁଲୁଥୁକୁଲ ଥାବୀରେନ୍ଦ୍ରନାଥ ମହାନ୍ତିଶିଶୁସାହିତ୍ୟ
୧୯୯୪, ୧୯୯୫ ଓ ୧୯୯୬ ମସିହାରେ ପ୍ରକାଶିତ ୧୯୯୭ ବର୍ଷର ପୁରସ୍କୃତ ପୁସ୍ତକ
#ପୁସ୍ତକ ନାମଲେଖକ/ଲେଖିକାପୁସ୍ତକର ପ୍ରକାର
୧୯୫ମନ୍ଦିରାସୁରେନ୍ଦ୍ରନାଥ ଶତପଥୀଉପନ୍ୟାସ
୧୯୬ବୀତଂଶତରୁଣକାନ୍ତି ମିଶ୍ରକ୍ଷୁଦ୍ରଗଳ୍ପ
୧୯୭ଝଡ଼ର ଆକାଶରଞ୍ଜିତା ନାୟକକାବ୍ୟ-କବିତା
୧୯୮ପ୍ରତିବିମ୍ବପଞ୍ଚାନନ ପାତ୍ରନାଟକ ଓ ଏକାଙ୍କିକା
୧୯୯ସୃଷ୍ଟିର ଜାତକ ଓ ଜୀବନ ଘଡ଼ିସହଦେବ ସାହୁପ୍ରବନ୍ଧ ଓ ସମାଲୋଚନା
୨୦୦ଅନିର୍ବାଣପଦ୍ମଚରଣ ନାୟକଜୀବନୀ ଓ ଭ୍ରମଣ ସାହିତ୍ୟ
୨୦୧ପୃଥିବୀର ଆଦିବାସୀ ଲୋକ କବିତାବ୍ରହ୍ମାନନ୍ଦ ଦାସଅନୁବାଦ
୨୦୨ଜନଗଣମନଯୁଗଳକିଶୋର ଦତ୍ତଅନୁବାଦ
୨୦୩ପିଲାଙ୍କ ନାଟକ ବଣଭୋଜିକୃଷ୍ଣଚନ୍ଦ୍ର ପଟ୍ଟନାୟକଶିଶୁସାହିତ୍ୟ
୧୯୯୫, ୧୯୯୬ ଓ ୧୯୯୭ ମସିହାରେ ପ୍ରକାଶିତ ୧୯୯୮ ବର୍ଷର ପୁରସ୍କୃତ ପୁସ୍ତକ
#ପୁସ୍ତକ ନାମଲେଖକ/ଲେଖିକାପୁସ୍ତକର ପ୍ରକାର
୨୦୪ଛିନୁରାଗଅନାଦି ସାହୁଉପନ୍ୟାସ
୨୦୫ଅନ୍ୟସ୍ରୋତର ଗଳ୍ପବିଜୟ ପ୍ରସାଦ ମହାପାତ୍ରକ୍ଷୁଦ୍ରଗଳ୍ପ
୨୦୬ଘୁମ୍ ପାହାଡ଼ର ନଈପ୍ରଦୀପ ଦାଶକ୍ଷୁଦ୍ରଗଳ୍ପ
୨୦୭ସୁଦୂରରୁ ଅନେକ ଦୂରଦିଲ୍ଲୀପ ଦାସକାବ୍ୟ-କବିତା
୨୦୮ପ୍ରତୀକ୍ଷାରେ ପରୀକ୍ଷିତଆନନ୍ଦଚନ୍ଦ୍ର ପହୀନାଟକ ଓ ଏକାଙ୍କିକା
୨୦୯ପ୍ରସଙ୍ଗ:ନାଟକ-ଏକାଙ୍କିକାକୃଷ୍ଣଚରଣ ବେହେରାପ୍ରବନ୍ଧ ଓ ସମାଲୋଚନା
୨୧୦ଫାଶୀ ମଞ୍ଚରେ ବିପ୍ଳବୀପ୍ରଫୁଲ୍ଲ ଦାସଜୀବନୀ ଓ ଭ୍ରମଣ ସାହିତ୍ୟ
୨୧୧ଜୟକାନ୍ତଙ୍କ କଥା ଓ କାହାଣୀନାରାୟଣ ପୃଷେଠଅନୁବାଦ ସାହିତ୍ୟ
୨୧୨ସେମାନେ ଫେରିଗଲେଶଙ୍କର୍ଷଣ ସାମଲଶିଶୁସାହିତ୍ୟ
୧୯୯୬, ୧୯୯୭ ଓ ୧୯୯୮ ମସିହାରେ ପ୍ରକାଶିତ ୧୯୯୯ ବର୍ଷର ପୁରସ୍କୃତ ପୁସ୍ତକ
#ପୁସ୍ତକ ନାମଲେଖକ/ଲେଖିକାପୁସ୍ତକର ପ୍ରକାର
୨୧୩ପୂର୍ବାପରନାରୁ ମହାନ୍ତିଉପନ୍ୟାସ
୨୧୪ପଞ୍ଜୁରି ଓ ଅନ୍ୟାନ୍ୟ ଗଳ୍ପସୁରେନ୍ଦ୍ର ମିଶ୍ରକ୍ଷୁଦ୍ରଗଳ୍ପ
୨୧୫ଫାଲଗୁନୀ ତିଥିର ଝିଅମନୋରମା ବିଶ୍ୱାଳ ମହାପାତ୍ରକାବ୍ୟ-କବିତା
୧୧୬ନିଶାନ୍ତପ୍ରମୋଦ କୁମାର ତ୍ରିପାଠୀନାଟକ ଓ ଏକାଙ୍କିକା
୧୧୭କଳାହାଣ୍ଡିର ଲୋକସଂସ୍କୃତିମହେନ୍ଦ୍ର କୁମାର ମିଶ୍ରପ୍ରବନ୍ଧ ଓ ସମାଲୋଚନା
୨୧୮ବିଂଶ ଶତାବ୍ଦୀର ଓଡ଼ିଶା-ମୋ ଅନୁଭୂତିବିଦ୍ୟାଧର ମିଶ୍ରଜୀବନୀ ଓ ଭ୍ରମଣ ସାହିତ୍ୟ
୨୧୯ବକୁଳ କଥାବସନ୍ତ କୁମାରୀ ଦେବୀଅନୁବାଦ
୨୨୦ବିଜ୍ଞାନ ମୁଣି କହେ କାହାଣୀଜ୍ୟୋତିର୍ମୟୀ ମହାନ୍ତିଶିଶୁସାହିତ୍ୟ
୧୯୯୭, ୧୯୯୮ ଓ ୧୯୯୯ ମସିହାରେ ପ୍ରକାଶିତ ୨୦୦୦ ବର୍ଷର ପୁରସ୍କୃତ ପୁସ୍ତକ
#ପୁସ୍ତକ ନାମଲେଖକ/ଲେଖିକାପୁସ୍ତକର ପ୍ରକାର
୨୨୧ଭୂମିତୃଷ୍ଠାରାଧାମୋହନ ମହାପାତ୍ରଉପନ୍ୟାସ
୨୨୨ମୁଁ ଚକରା କହୁଛିମନ୍ମଥ କୁମାର ଶତପଥୀନାଟକ ଓ ଏକାଙ୍କିକା
୨୨୩ଦିଗବଳୟର ଏ ପାଖରେଜୟନ୍ତ କୁମାର ବିଶ୍ବାଳପ୍ରବନ୍ଧ ଓ ସମାଲୋଚନା
୨୨୪ଚୁନିବୁନି ସୁନାଫୁଲବଟକୃଷ୍ଣ ସ୍ୱାଇଁଶିଶୁସାହିତ୍ୟ
୧୯୯୮, ୧୯୯୯ ଓ ୨୦୦୦ ମସିହାରେ ପ୍ରକାଶିତ ୨୦୦୧ ବର୍ଷର ପୁରସ୍କୃତ ପୁସ୍ତକ
#ପୁସ୍ତକ ନାମଲେଖକ/ଲେଖିକାପୁସ୍ତକର ପ୍ରକାର
୨୨୫ନିଜ ସାଙ୍ଗେ ନିଜର ଲଢ଼େଇଗୌରହରି ଦାସଉପନ୍ୟାସ
୨୨୬ଗାୟତ୍ରୀର ପୁଅବନଜ ଦେବୀକ୍ଷୁଦ୍ରଗଳ୍ପ
୨୨୭ସାବରମତିଶତ୍ରୁଘ୍ନ ପାଣ୍ଡବକାବ୍ୟ-କବିତା
୨୨୮ଗାଁରଣଜିତ ପଟ୍ଟନାୟକନାଟକ ଓ ଏକାଙ୍କିକା
୨୨୯ଔରଙ୍ଗଜେବପ୍ରଦୀପ ଭୌମିକନାଟକ ଓ ଏକାଙ୍କିକା
୨୩୦ଖୋର୍ଦ୍ଧା ଇତିହାସର ଅନ୍ତରାଳେଫକୀର ହରିଚନ୍ଦନପ୍ରବନ୍ଧ ଓ ସମାଲୋଚନା
୨୩୧ଜନନାୟକ ଜବାହରଗଙ୍ଗାଧର ରଥଜୀବନୀ ଓ ଭ୍ରମଣ ସାହିତ୍ୟ
୨୩୨ଓଡ଼ିଶା ଓ ଗାନ୍ଧୀପାବକ କାନୁନଗୋଜୀବନୀ ଓ ଭ୍ରମଣ ସାହିତ୍ୟ
୨୩୩ଲୌହ କପାଟରଘୁନାଥ ମହାପାତ୍ରଅନୁବାଦ
୨୩୪ହଜାରେ ଚଉରାଶୀର ମାଗୋବିନ୍ଦଚନ୍ଦ୍ର ସାହୁଅନୁବାଦ
୨୩୩ଝୁଲୁରେ ହାତୀ ଝୁଲସ୍ନେହଲତା ମହାନ୍ତିଶିଶୁସାହିତ୍ୟ
୨୩୪ନନ୍ଦକିଶୋର ଗୀତିବିଚିତ୍ରାନନ୍ଦକିଶୋର ସିଂହଗୀତିକବିତା
୧୯୯୯, ୨୦୦୦ ଓ ୨୦୦୧ ମସିହାରେ ପ୍ରକାଶିତ ୨୦୦୨ ବର୍ଷର ପୁରସ୍କୃତ ପୁସ୍ତକ
#ପୁସ୍ତକ ନାମଲେଖକ/ଲେଖିକାପୁସ୍ତକର ପ୍ରକାର
୨୩୫ଯୁପକାଠର ପଶୁସଂଯୁକ୍ତା ରାଉତଉପନ୍ୟାସ
୨୩୬ତଥାକଥିତଦେବାଶିଷ ପାଣିଗ୍ରାହୀକ୍ଷୁଦ୍ରଗଳ୍ପ
୨୩୭ନିର୍ବାଚିତ କବିତାଶୈଳଜ ରବିକାବ୍ୟ-କବିତା
୨୩୮ଯୁଗଚରିତ ବୃତ୍ତାନ୍ତହେମେନ୍ଦ୍ର ମହାପାତ୍ରନାଟକ ଓଏକାଙ୍କିକା
୨୩୯ସତ୍ୟବାଦୀ ଯୁଗ-ସ୍ରଷ୍ଟା ଓ ସୃଷ୍ଟିନିତ୍ୟାନନ୍ଦ ଶତପଥୀପ୍ରବନ୍ଧ ଓ ସମାଲୋଚନା
୨୪୦ଭିନ୍ନ ଇଲାକା ଭିନ୍ନ ଦୃଷ୍ଟିବୈଷ୍ଣବ ଚରଣ ସାମଲପ୍ରବନ୍ଧ ଓ ସମାଲୋଚନା
୨୪୧ଜୀବନର ବାଟେଘାଟେଗିରିଜା ଭୂଷଣ ପଟ୍ଟନାୟକଜୀବନୀ ଓ ଭ୍ରମଣ ସାହିତ୍ୟ
୨୪୨ମାନବ ଭୂମିଅଳକା ଚାନ୍ଦଅନୁବାଦ
୨୪୩ମହାପୁରୁଷଙ୍କ ପିଲାଦିନଅନସୂୟା ମିଶ୍ରଶିଶୁସାହିତ୍ୟ
୨୪୪ଠିକଣା ନ ଥିବା ଚିଠିଗୌର ପଟ୍ଟନାୟକଗୀତିକବିତା
୨୦୦୦, ୨୦୦୧ ଓ ୨୦୦୨ ମସିହାରେ ପ୍ରକାଶିତ ୨୦୦୩ ବର୍ଷର ପୁରସ୍କୃତ ପୁସ୍ତକ
#ପୁସ୍ତକ ନାମଲେଖକ/ଲେଖିକାପୁସ୍ତକର ପ୍ରକାର
୨୪୫ମୁଁ କୈକେୟୀ କହୁଛିଶାନ୍ତି ମହାପାତ୍ର (ବଳ)ଉପନ୍ୟାସ
୨୪୬ସତୀସଦାନନ୍ଦ ତ୍ରିପାଠୀଗଳ୍ପ
୨୪୭କୁନିପୁଅ ଓ ନିଷ୍ଠାପ ସକାଳଗୋପାଳକୃଷ୍ଣ ରଥକାବ୍ୟ-କବିତା
୨୪୮ନାଟକ: ଶକୁନ୍ତଳାମିହିର କୁମାର ମେହେରନାଟକ ଓ ଏକାଙ୍କିକା
୨୪୯ଅବୁଝା ଅନ୍ଧାରସୁଲୋଚନା ଦାସପ୍ରବନ୍ଧ ଓ ସମାଲୋଚନା
୨୫୦ଜାଣେ ଅନୁଭବୀ ଅନୁଭବରେହୃଦାନନ୍ଦ ରାୟଜୀବନୀ ଓ ଭ୍ରମଣ ସାହିତ୍ୟ
୨୫୧ଲାଲ ସାଲୱାରସୂର୍ଯ୍ୟମଣି ଖୁଣ୍ଟିଆଅନୁବାଦ
୨୫୨ମୋ ମିତ:ମୋ ଗୀତବୀରକିଶୋର ପାଢ଼ୀଶିଶୁସାହିତ୍ୟ
୨୫୩ରସରାଜ ଗୀତି ବିଚିତ୍ରାନାରାୟଣ ପ୍ରସାଦ ସିଂହଗୀତିକବିତା
୨୦୦୧, ୨୦୦୨, ୨୦୦୩ ମସିହାରେ ପ୍ରକାଶିତ ୨୦୦୪ ବର୍ଷର ପୁରସ୍କୃତ ପୁସ୍ତକ
#ପୁସ୍ତକ ନାମଲେଖକ/ଲେଖିକାପୁସ୍ତକର ପ୍ରକାର
୨୫୪ଏଠି ଗୋଟେ ଗାଁ ଥିଲାରଶ୍ମୀ ରାଉଳଉପନ୍ୟାସ
୨୫୫ଝିପି ଝିପି ଅନ୍ଧାରରଜନୀକାନ୍ତ ମହାନ୍ତିକ୍ଷୁଦ୍ରଗଳ୍ପ
୨୫୬ସମୟର ଧୂସର ବାଲିରେନୃସିଂହ କୁମାର ରଥକାବ୍ୟ-କବିତା
୨୫୭ବାର୍ଭାଦିଲ୍ଲୀଶ୍ବର ମହାରଣାନାଟକ ଓ ଏକାଙ୍କିକା
୨୫୮ପାନ ଓ ପ୍ରିୟତମାବୈଷ୍ଣବ ଚରଣ ମହାନ୍ତିପ୍ରବନ୍ଧ ଓ ସମାଲୋଚନା
୨୫୯ଆଜ୍ଞାସୁବାସ ଚନ୍ଦ୍ର ମିଶ୍ରଜୀବନୀ ଓ ଭ୍ରମଣ ସାହିତ୍ୟ
୨୬୦ସୂର୍ଯ୍ୟମୁଖୀର ସ୍ୱପ୍ନକାନନ ମିଶ୍ରଅନୁବାଦ
୨୬୧ମାଟି ମୁଲକରେ ସରଗଫୁଲହରିହର ଶୁକ୍ଳଶିଶୁସାହିତ୍ୟ
୨୬୨ଚମ୍ପକ ବରଣୀ ଗୋଗୁରୁକୃଷ୍ଣ ଗୋସ୍ୱାମୀଗୀତିକବିତା
୨୦୦୨, ୨୦୦୩, ୨୦୦୪ ମସିହାରେ ପ୍ରକାଶିତ ୨୦୦୫ ବର୍ଷର ପୁରସ୍କୃତ ପୁସ୍ତକ
#ପୁସ୍ତକ ନାମଲେଖକ/ଲେଖିକାପୁସ୍ତକର ପ୍ରକାର
୨୬୩ବିବର୍ଣ୍ଣ ପୃଥିବୀସୁରେନ୍ଦ୍ର ନାୟକଉପନ୍ୟାସ
୨୬୪ସହଯାତ୍ରୀଦେବବ୍ରତ ମଦନରାୟକ୍ଷୁଦ୍ରଗଳ୍ପ
୨୬୫ଆକାଶି ମଣିଷଅମରେଶ ପଟ୍ଟନାୟକକାବ୍ୟ କବିତା
୨୬୬ପକ୍ଷୀଭାସ୍କରଚନ୍ଦ୍ର ମହାପାତ୍ରନାଟକ ଓ ଏକାଙ୍କିକା
୨୬୭ଏକବିଂଶ ଶତାବ୍ଦୀର ସାହିତ୍ୟରାଇଚରଣ ଦାସପ୍ରବନ୍ଧ ଓ ସମାଲୋଚନା
୨୬୮ଜୀବନର ପଥପ୍ରାନ୍ତେଶରତଚନ୍ଦ୍ର ମିଶ୍ରଜୀବନୀ ଓ ଭ୍ରମଣ ସାହିତ୍ୟ
୨୬୯ସମାଧି ହେବନି ଆଉସୌଦାମିନୀ ଉଦ୍‌ଗାତାଅନୁବାଦ
୨୭୦,କିଚିରି ମିଚିରି ହିଁସୁନାମଣି ରାଉତଶିଶୁ ସାହିତ୍ୟ
୨୭୧ବାଦୁଆ ନଈସୁବାସ କରଗୀତିକବିତା
୨୦୦୩, ୨୦୦୪, ୨୦୦୫ ମସିହାରେ ପ୍ରକାଶିତ ୨୦୦୬ ବର୍ଷର ପୁରସ୍କୃତ ପୁସ୍ତକ
#ପୁସ୍ତକ ନାମଲେଖକ/ଲେଖିକାପୁସ୍ତକର ପ୍ରକାର
୨୭୨ଶୋକ ଦିବସପରେଶ କୁମାର ପଟ୍ଟନାୟକଉପନ୍ୟାସ
୨୭୩ବିରଳ ରୂପକପାରମିତା ଶତପଥୀକ୍ଷୁଦ୍ରଗଳ୍ପ
୨୭୪ଭାରତବର୍ଷଗିରିଜାକୁମାର ବଳିୟାରସିଂହକାବ୍ୟ କବିତା
୨୭୫କଲ୍ଲୋଳେ କଲୋଳଶୈଳେଶ୍ୱର ନନ୍ଦନାଟକ ଓ ଏକାଙ୍କିକା
୨୭୬ସମ୍ଭବାମି ଯୁଗେ ଯୁଗେସୁଧାକର ନନ୍ଦନାଟକ ଓ ଏକାଙ୍କିକା
୨୭୭ନିର୍ବାଚିତ ପ୍ରବନ୍ଧ ସଂକଳନଗଗନେନ୍ଦ୍ରନାଥ ଦାଶପ୍ରବନ୍ଧ ଓ ସମାଲୋଚନା
୨୭୮ଆମେରିକାରେ କିଛି ଦିନବାସୁଦେବ ସାହୁଜୀବନୀ ଓ ଭ୍ରମଣ ସାହିତ୍ୟ
୨୭୯କୁର୍ଭୁଲ-ୱାନ-ହୋଦରଙ୍କ ନିର୍ବାଚିତ କାହାଣୀକୁମାର ହସନ୍ଅନୁବାଦ
୨୮୦ମାଣିକମାଳାକାରଶିଶୁ ସାହିତ୍ୟ
୨୮୧କୃପାଜଳପ୍ରଫୁଲ୍ଲ କରଗୀତିକବିତା
୨୦୦୪, ୨୦୦୫, ୨୦୦୬ ମସିହାରେ ପ୍ରକାଶିତ ୨୦୦୭ ବର୍ଷର ପୁରସ୍କୃତ ପୁସ୍ତକ
#ପୁସ୍ତକ ନାମଲେଖକ/ଲେଖିକାପୁସ୍ତକର ପ୍ରକାର
୨୮୨ନିର୍ବାଣମନୋଜକୁମାର ମହାପାତ୍ରଉପନ୍ୟାସ
୨୮୩ଗୋଟିଏ ଗାଁର ଚିତ୍ରପଟବିଷ୍ଣୁ ସାହୁଗଳ୍ପ
୨୮୪ଝିଅ ପାଇଁ ଝର୍କୀଟିଏଅପର୍ଣ୍ଣା ମହାନ୍ତିକାବ୍ୟ କବିତା
୨୮୫ଏକାନ୍ତ ନିଜସ୍ରାମଚନ୍ଦ୍ର ମିଶ୍ରନାଟକ ଓ ଏକାଙ୍କିକା
୨୮୬ମଧ୍ୟବିତ୍ତର ଆବିଚାରରବୀନ୍ଦ୍ରପ୍ରସାଦ ପଣ୍ଡାପ୍ରବନ୍ଧ ଓ ସମାଲୋଚନା
୨୮୭କାଦମ୍ବିନୀ ଆମରି ଗାଁ ଝିଅରବି ତ୍ରିପାଠୀଜୀବନୀ ଓ ଭ୍ରମଣ ସାହିତ୍ୟ
୨୮ଅସ୍ତରାଗମୋନାଲିସା ଜେନାଅନୁବାଦ
୨୮୯ଚିକୁନ ଓ ଚଢ଼େଇରମେଶ ପତ୍ରୀଶିଶୁ ସାହିତ୍ୟ
୨୯୦ଗୀତି ବର୍ଣ୍ଣାଳୀଅଲେଖଚନ୍ଦ୍ର ପଢ଼ିଆରୀଗୀତି କବିତା
୨୦୦୫, ୨୦୦୬, ୨୦୦୭ ମସିହାରେ ପ୍ରକାଶିତ ୨୦୦୮ ବର୍ଷର ପୁରସ୍କୃତ ପୁସ୍ତକ
#ପୁସ୍ତକ ନାମଲେଖକପୁସ୍ତକର ପ୍ରକାର
୨୯୧ସମୁଦ୍ର ମଣିଷଭୀମ ପୃଷ୍ଟିଉପନ୍ୟାସ
୨୯୨କୀଟ ଓ ଅନ୍ୟାନ୍ୟ ଗଳ୍ପପ୍ରକାଶ ମହାପାତ୍ରଗଳ୍ପ
୨୯୩ତନୁଲତାର କବିତାସୁନୀଲକୁମାର ପୃଷ୍ଟିକାବ୍ୟ କବିତା
୨୯୪କିମ୍ବଦନ୍ତୀପ୍ରସନ୍ନ ଦାସନାଟକ ଓ ଏକାଙ୍କିକା
୨୯୫ସଂସ୍କୃତି, ଜଗତୀକରଣ ଓ ମଞ୍ଚ ରାଜନୀତିଗୌରାଙ୍ଗ ଚରଣ ଦାଶପ୍ରବନ୍ଧ ଓ ସମାଲୋଚନା
୨୯୬ଗୋଦାବରୀଶ ମିଶ୍ରମନୋରଞ୍ଜନ ପ୍ରଧାନଜୀବନୀ ଓ ଭ୍ରମଣ ସାହିତ୍ୟ
୨୯୭ବାପୁ-ମୋ ମାଆଅସିତ ମହାନ୍ତିଅନୁବାଦ
୨୯୮ମନଛୁଆଁ ଗୀତମାନସରଞ୍ଜନ ସାମଲଶିଶୁ ସାହିତ୍ୟ
୨୯୯ପ୍ରୀତି ସ୍ମୃତି ହୋଇ ଫେରିଆସେ ଯେବେବୃନ୍ଦାବନ ଜେନାଗୀତି କବିତା
୨୦୦୬, ୨୦୦୭ ଓ ୨୦୦୮ ମସିହାରେ ପ୍ରକାଶିତ ୨୦୦୯ ବର୍ଷର ପୁରସ୍କୃତ ପୁସ୍ତକ
#ପୁସ୍ତକପୁସ୍ତକର ପ୍ରକାରଲେଖକ
୩୦୦ଶେଷ ଶରତଉପନ୍ୟାସକୃପାସାଗର ସାହୁ
୩୦୧ଭୋରକ୍ଷୁଦ୍ରଗଳ୍ପଦେବପ୍ରସାଦ ଦାଶ
୩୦୨ଧାଡ଼ିଏ ଶିମିଳିଫୁଲ ଓ ଅନ୍ୟାନ୍ୟ କବିତାକାବ୍ୟ କବିତାପ୍ରବାସିନୀ ମହାକୁଡ଼ ତିୱାରୀ
୩୦୪ଇସୁଧାର ପ୍ରତିବାଦ ଓ ଅନ୍ୟାନ୍ୟ ନାଟକନାଟକ ଓ ଏକାଙ୍କିକାସଂଘମିତ୍ରା ମିଶ୍ର
୩୦୫ଆସରେ ଆମେ ବଣକୁ ଯିବାନାଟକ ଓ ଏକାଙ୍କିକାସୀମନ୍ତ ମହାନ୍ତି
୩୦୬ଅଜାତିନାଟକ ଓ ଏକାଙ୍କିକାବିଜୟ ମହାନ୍ତି
୩୦୭ମନସୀସାଧକ: ପଣ୍ଡିତ ବିନାୟକ ମିଶ୍ରଜୀବନୀ ଓ ଭ୍ରମଣ ସାହିତ୍ୟପ୍ରେମାନନ୍ଦ ମହାପାତ୍ର
୩୦୮ଅରଣ୍ୟଯାତ୍ରୀଜୀବନୀ ଓ ଭ୍ରମଣ ସାହିତ୍ୟବିଜୟ କେତନ ପଟ୍ଟନାୟକ
୩୦୯ପୁଣି ସେ ଫେରିନିଅନୁବାଦଶକୁନ୍ତଳା ବଳିଆରସିଂହ
୩୧୦ଅକଲ ମକଲ ଟକଲ ଟିଆଁଶିଶୁ ସାହିତ୍ୟମନସ୍ୱିନୀ ଦାଶ
୩୧୧ଅପରାହ୍ନର ଛାଇଗୀତିକବିତାସଚ୍ଚି ମହାନ୍ତି
୨୦୦୭, ୨୦୦୮ ଓ ୨୦୦୯ ମସିହାରେ ପ୍ରକାଶିତ ୨୦୧୦ ବର୍ଷର ପୁରସ୍କୃତ ପୁସ୍ତକ
#ପୁସ୍ତକ ନାମଲେଖକ/ଲେଖିକାପୁସ୍ତକର ପ୍ରକାର
୩୧୨ବୈଶ୍ରବଣୀମମତାମୟୀ ଚୌଧୁରୀଉପନ୍ୟାସ
୩୧୩ବାଟ ବସାଘରଅରବିନ୍ଦ ରାୟକ୍ଷୁଦ୍ରଗଳ୍ପ
୩୧୪ମାଟିପର୍ବସୌଭାଗ୍ୟବନ୍ତ ମହାରଣାକାବ୍ୟ କବିତା
୩୧୫ପାଠଶାଳାକୃତିବାସ ନାୟକନାଟକ ଓ ଏକାଙ୍କିକା
୩୧୬ସଂସ୍କୃତି ଓ ସର୍ବୋଦୟଧନେଶ୍ୱର ସାହୁପ୍ରବନ୍ଧ ଓ ସମାଲୋଚନା
୩୧୭ଯେଦେଶ ଯାଇ ସେ ଫଳ ଖାଇବସନ୍ତ ଦାସଜୀବନୀ ଓ ଭ୍ରମଣ ସାହିତ୍ୟ
୩୧୮ନିର୍ବାଚିତ ଶ୍ରେଷ୍ଠଗଳ୍ପକ୍ଷୀରୋଦ ପରିଡ଼ାଅନୁବାଦ
୩୧୯ଟିକିପରୀଶୁଭେନ୍ଦ୍ର ମୋହନ ଶ୍ରୀଚନ୍ଦନସିଂହଶିଶୁ ସାହିତ୍ୟ
୩୨୦ପାଦପଦ୍ମଗୌରହରି ଦଳାଇଗୀତିକବିତା
୨୦୦୮, ୨୦୦୯, ୨୦୧୦ ମସିହାରେ ପ୍ରକାଶିତ ୨୦୧୧ ବର୍ଷର ପୁରସ୍କୃତ ପୁସ୍ତକ
#ପୁସ୍ତକ ନାମଲେଖକ/ଲେଖିକାପୁସ୍ତକର ପ୍ରକାର
୩୨୧ଶୂନ୍ୟକାଳସତ୍ୟପ୍ରିୟ ମହାଳିକଉପନ୍ୟାସ
୩୨୨ରାତିର ଅଜବ ଦୃଶ୍ୟସାରଦା ପ୍ରସାଦ ମିଶ୍ରକ୍ଷୁଦ୍ରଗଳ୍ପ
୩୨୩ଅଭାଜନପୀତାମ୍ବର ତରାଇକାବ୍ୟ କବିତା
୩୨୪ଚଇତୁ ହାଟନିବେଦିତା ଜେନାନାଟକ ଓ ଏକାଙ୍କିକା
୩୨୫ଓଡ଼ିଆ ଜାତିର ଇତିହାସ ଓ ସଂସ୍କୃତି,

୧ମ ଭାଗ (ଇତିହାସ) ଓଡ଼ିଆ ଜାତିର ଇତିହାସ ଓ ସଂସ୍କୃତି, ୨ୟ ଭାଗ(ସଂସ୍କୃତି)

ପ୍ରବୋଧ କୁମାର ମିଶ୍ରପ୍ରବନ୍ଧ ଓ ସମାଲୋଚନା
୩୨୬ମୋ ଜୀବନରମା ଦେବୀଜୀବନୀ ଓ ଭ୍ରମଣ ସାହିତ୍ୟ
୩୨୭ତେଜସ୍ବିନୀସୀତେଶ ତ୍ରିପାଠୀଅନୁବାଦ
୩୨୮କଥାକଳସରାଜକିଶୋର ପାଢ଼ୀଶିଶୁ ସାହିତ୍ୟ
୩୨୯ତୁମେମନୋଜ ପଟ୍ଟନାୟକଗୀତିକବିତା
୨୦୦୯, ୨୦୧୦, ୨୦୧୧ ମସିହାରେ ପ୍ରକାଶିତ ୨୦୧୨ ବର୍ଷର ପୁରସ୍କୃତ ପୁସ୍ତକ
#ପୁସ୍ତକ ନାମଲେଖକ/ଲେଖିକାପୁସ୍ତକର ପ୍ରକାର
୩୩୦ଛାୟା ପୁରୁଷନବକିଶୋର ରାଜଉପନ୍ୟାସ
୩୩୧ଚରିତ୍ର ଚଉପାଶଅଜୟ ସ୍ୱାଇଁକ୍ଷୁଦ୍ରଗଳ୍ପ
୩୩୨ନଷ୍ଟ ହୋଇଯିବାର ମୋହାହରପ୍ରସାଦ ପରିଚ୍ଛା ପଟ୍ଟନାୟକକାବ୍ୟ କବିତା
୩୩୩ଧର୍ମାବତାର ଓ ଅନ୍ୟାନ୍ୟ ନାଟକଚିନ୍ତାମଣି ଜେନାନାଟକ ଓ ଏକାଙ୍କିକା
୩୩୪ଶ୍ରୀଜଗନ୍ନାଥ ମନ୍ଦିରର କଳା ଓ ସ୍ଥାପତ୍ୟ (୧ମ ଓ ୨ୟ)କୃଷ୍ଣଚନ୍ଦ୍ର ମିଶ୍ରପ୍ରବନ୍ଧ ଓ ସମାଲୋଚନା
୩୩୫ମାନବତାର ମହାନ୍ ତୀର୍ଥସୌରୀବନ୍ଧୁ କରଜୀବନୀ ଓ ଭ୍ରମଣ ସାହିତ୍ୟ
୩୩୬କମଳେଶ୍ୱରଙ୍କ ଶ୍ରେଷ୍ଠ କାହାଣୀବିଳାସିନୀ ମହାନ୍ତିଅନୁବାଦ
୩୩୭ତା ଧେଇକିଦେବରାଜ ସାମନ୍ତରାୟଶିଶୁ ସାହିତ୍ୟ
୩୩୮ଚିତ୍ରମେଘର ଚିଠିସତ୍ୟ ପଟ୍ଟନାୟକଗୀତିକବିତା
୨୦୧୦, ୨୦୧୧, ୨୦୧୨ ମସିହାରେ ପ୍ରକାଶିତ ୨୦୧୩ ବର୍ଷର ପୁରସ୍କୃତ ପୁସ୍ତକ
#ପୁସ୍ତକ ନାମଲେଖକ/ଲେଖିକାପୁସ୍ତକର ପ୍ରକାର
୩୩୯ଢେଉବିଭୂତି ଭୂଷଣ ପ୍ରଧାନଉପନ୍ୟାସ
୩୪୦ସନ୍ଦିଗ୍ଧ ଶୈଶବଦୀପ୍ତିରଞ୍ଜନ ପଟ୍ଟନାୟକକ୍ଷୁଦ୍ରଗଳ୍ପ
୩୪୧ନିବୃତ୍ତ ନିଷାଦବିମଳ ଜେନାକାବ୍ୟ କବିତା
୩୪୨ଅଜନ୍ତୁସୁଚେତା ମିଶ୍ରକାବ୍ୟ କବିତା
୩୪୩ଅସରନ୍ତି ଅନ୍ତାକ୍ଷରୀରକ୍ଷକ ନାୟକକାବ୍ୟ କବିତା
୩୪୪ବରଂ ନିବାସ ଭଲ ରଣକ୍ଷେତ୍ରରେରମେଶ ଚନ୍ଦ୍ର ଦାସନାଟକ ଓ ଏକାଙ୍କିକା
୩୪୫ଓଡ଼ିଆ କଥା କଳ୍ପନାର ଦିଗ ଓ ଦିଗନ୍ତକୃଷ୍ଣଚନ୍ଦ୍ର ପ୍ରଧାନପ୍ରବନ୍ଧ ଓ ସମାଲୋଚନା
୩୪୬ଅନନ୍ୟ ସୃଷ୍ଟି କାନାଡ଼ାରାସବିହାରୀ ବେହେରାଜୀବନୀ ଓ ଭ୍ରମଣ ସାହିତ୍ୟ
୩୪୭ଭ୍ରମଣରୁ ଶିକ୍ଷାପ୍ରଭାତୀ ମିଶ୍ରଜୀବନୀ ଓ ଭ୍ରମଣ ସାହିତ୍ୟ
୩୪୮ଅଜାତ ସୁନ୍ଦରୀ ଓ ଅନ୍ୟାନ୍ୟ ଗଳ୍ପବିଜୟ କୁମାର ପ୍ରଧାନଅନୁବାଦ
୩୪୯ଟିଂ କୁଡ଼ୁକୁଡ଼ୁ ଟିକି ଚଢ଼େଇସୂର୍ଯ୍ୟମଣି ସାମନ୍ତରାୟଶିଶୁ ସାହିତ୍ୟ
୩୫୦ନୀଳ ଠେକୁଆରବୀନ୍ଦ୍ରନାଥ ମାଝୀଶିଶୁ ସାହିତ୍ୟ
୩୫୧ପଦୁଅଁ ପାପୁଲିଦେବେନ୍ଦ୍ର ଦାସଗୀତିକବିତା
୨୦୧୧, ୨୦୧୨, ୨୦୧୩ ମସିହାରେ ପ୍ରକାଶିତ ୨୦୧୪ ବର୍ଷର ପୁରସ୍କୃତ ପୁସ୍ତକ
#ପୁସ୍ତକ ନାମଲେଖକ/ଲେଖିକାପୁସ୍ତକର ପ୍ରକାର
୩୫୨ନିର୍ବାଣ ଅଭିସାରଇନ୍ଦିରା ଦାଶଉପନ୍ୟାସ
୩୫୩ମହାଗାନଅଭୟ ବାରିକକ୍ଷୁଦ୍ରଗଳ୍ପ
୩୫୪ସ୍ୱରଚିତ୍ରବିପିନ ନାୟକକାବ୍ୟ କବିତା
୩୫୫ବୋଧହୁଏ ଭଲ ପାଇବା ମୋତେ ଜଣାନାହିଁବାସୁଦେବ ସୁନାନୀକାବ୍ୟ କବିତା
୩୫୬ନାଟକ ଓ ଏକାଙ୍କିକାବିଜୟ କୁମାର ନନ୍ଦନାଟକ ସଂଗ୍ରହ
୩୫୭ଓଡ଼ିଶାରେ ଲୋକଧର୍ମର ପରମ୍ପରାଅରବିନ୍ଦ ପଟ୍ଟନାୟକପ୍ରବନ୍ଧ ଓ ସମାଲୋଚନା
୩୫୮ଆଭିଯାତ୍ରୀକ-୨ପ୍ରିୟବ୍ରତ ପାତ୍ରଜୀବନୀ ଓ ଭ୍ରମଣ ସାହିତ୍ୟ
୩୫୯ପଶ୍ଚିମ ଓଡ଼ିଶାର ବରପୁତ୍ରଗଣେଶରାମ ନାହାକଜୀବନୀ ଓ ଭ୍ରମଣ ସାହିତ୍ୟ
୩୬୦ନରଗୀସ୍ ଓ ଅନ୍ୟାନ୍ୟ ଗଳ୍ପସୁଭାଷ ଶତପଥୀଅନୁବାଦ
୩୬୧ଓସ୍ତ ପତର ପାନିଆବସନ୍ତ କିଶୋର ସାହୁଶିଶୁ ସାହିତ୍ୟ
୩୬୨ଜହ୍ନ ଝିଲିମିଲିହୃଦାନନ୍ଦ ପାଣିଗ୍ରାହୀଗୀତିକବିତା
୨୦୧୨, ୨୦୧୩, ୨୦୧୪ ମିହାରେ ପ୍ରକାଶିତ ୨୦୧୫ ବର୍ଷର ପୁରସ୍କୃତ ପୁସ୍ତକ
#ପୁସ୍ତକ ନାମଲେଖକ/ଲେଖିକାପୁସ୍ତକର ପ୍ରକାର
୩୬୩ଗୋଟିଏ ଯୋଡ଼ି ଗାଆଁର କାହାଣୀନିତ୍ୟାନନ୍ଦ ପଣ୍ଡାଉପନ୍ୟାସ
୩୬୪ଗପର ମୁହଁପବିତ୍ର ପାଣିଗ୍ରାହୀକ୍ଷୁଦ୍ରଗଳ୍ପ
୩୬୫ଗୋଧୂଳି ଗୀତବୀଣାପାଣି ପଣ୍ଡାକାବ୍ୟ କବିତା
୩୬୬ମଞ୍ଚମାୟାସଂଜୟ ହାତୀନାଟକ ଓ ଏକାଙ୍କିକା
୩୬୭ନାଟୁଆ ଓ ଅନ୍ୟାନ୍ୟ ନାଟକନବୀନ କୁମାର ପରିଡ଼ାନାଟକ ଓ ଏକାଙ୍କିକା
୩୬୮ସାହିତ୍ୟ ସମାଲୋଚନା ତାତ୍ତିକ

ଓ ପ୍ରାୟୋଗିକ ପ୍ରସଙ୍ଗ

ପଞ୍ଚାନନ ମିଶ୍ରପ୍ରବନ୍ଧ ଓ ସମାଲୋଚନା
୩୬୯ଲୌହମାନବ ସର୍ଦ୍ଦାର ପଟେଲଧରଣୀଧର ପାଣିଗ୍ରାହୀଜୀବନୀ ଓ ଭ୍ରମଣ ସାହିତ୍ୟ
୩୭୦ତଥାପି କିଛି ରହିଯିବବିଜୟ କୁମାର ମହାନ୍ତିଅନୁବାଦ
୩୭୧ଗଛଟିଏ ଗୀତଟିଏରବୀନ୍ଦ୍ର ବିଶ୍ବାଳଶିଶୁ ସାହିତ୍ୟ
୩୭୨ପ୍ରତି ପଲକରେ ତୁମେମନୋଜ ମହାନ୍ତିଗୀତିକବିତା
୨୦୧୩, ୨୦୧୪, ୨୦୧୫ ମସିହାରେ ପ୍ରକାଶିତ ୨୦୧୬ ବର୍ଷର ପୁରସ୍କୃତ ପୁସ୍ତକ
#ପୁସ୍ତକ ନାମଲେଖକ/ଲେଖିକାପୁସ୍ତକର ପ୍ରକାର
୩୭୩ଅମ୍ବାଲକ୍ଷ୍ମୀପ୍ରିୟା ଆଚାର୍ଯ୍ୟଉପନ୍ୟାସ
୩୭୪ରମାକୁ ମାରିବାର ପା*ଟି ଉପାୟଦେବଦାସ ଛୋଟରାୟକ୍ଷୁଦ୍ରଗଳ୍ପ
୩୭୫ଫେରନ୍ତି ଘରଭଗବାନ ଜୟସିଂହକାବ୍ୟ କବିତା
୩୭୬ଆତ୍ମଲିପି ଓ ଅନ୍ୟାନ୍ୟଫକୀର ସିଂହନାଟକ ଓ ଏକାଙ୍କିକା
୩୭୭ଆଲୋଚନା ପ୍ରସଙ୍ଗପ୍ରସନ୍ନ କୁମାର ସ୍ୱାଇଁପ୍ରବନ୍ଧ ଓ ସମାଲୋଚନା
୩୭୮ପ୍ରଫେସର ନବୀନ କୁମାର ସାହୁସୁରେନ୍ଦ୍ର କୁମାର ମହାରଣାଜୀବନୀ ଓ ଭ୍ରମଣ ସାହିତ୍ୟ
ଚାଲିଛି...ଚାଲିବି ନପଡ଼ିବି ଥକି

(ଜଣେ ବିରଳ ବିପ୍ଳବୀର କାହାଣୀ)

ପ୍ରଦୋଷ ପଟ୍ଟନାୟକଜୀବନୀ ଓ ଭ୍ରମଣ ସାହିତ୍ୟ
୩୭୯ମେଘବାହନଶାରଦା ରଥଅନୁବାଦ
୩୮୦ଚୁଇଁ ଚଢ଼େଇଦେବେନ୍ଦ୍ର ଚୌଧୁରୀଶିଶୁ ସାହିତ୍ୟ
୩୮୧ମିଶ୍ରରାଗମିଶ୍ର ସତ୍ୟନାରାୟଣଗୀତିକବିତା


ଆହୁରି ପଢ଼ନ୍ତୁ

ଆଧାର

ବାହାର ଆଧାର