ଗ୍ରେଗୋରି ପାଞ୍ଜି

ଗ୍ରେଗୋରି ପାଞ୍ଜି ବା ପାଶ୍ଚାତ୍ୟ ପାଞ୍ଜି ବା ଖ୍ରୀଷ୍ଟିଆନ ପାଞ୍ଜି, ବିଶ୍ୱ ସାରା ଚଳୁଥିବା ଏକ ସାମାଜିକ ପାଞ୍ଜି । ଏହା ସମଗ୍ର ବିଶ୍ୱରେ ଏକ ମାନକ ପାଞ୍ଜି ଭାବରେ ଗ୍ରହଣ କରାଯାଇଥାଏ ।[୧][୨][୩]

ଗ୍ରେଗୋରି ପାଞ୍ଜି

ଆଧାର