ସ୍ୱିସ୍ ଫ୍ରାଙ୍କ୍

ସ୍ୱିସ୍ ଫ୍ରାଙ୍କ୍ (ଚିହ୍ନ: Fr. ବା SFr. ବା FS, ISO 4217 କୋଡ଼: CHF)ହେଉଛି ସୁଇଜରଲ୍ୟାଣ୍ଡ ଓ ଲିଖଟେନଷ୍ଟାଇନର ଆଧିକାରିକ ମୁଦ୍ରା । ଇଟାଲୀର କାମ୍ପିଓନେ ଡି’ଇଟାଲିଆ ଅଞ୍ଚଳରେ ମଧ୍ୟ ଏହା ଅଧିକୃତ । ବ୍ୟାଙ୍କ ନୋଟ ଗୁଡ଼ିକ ସ୍ୱିସ୍ ଜାତୀୟ ବ୍ୟାଙ୍କ (SNB)ଦ୍ୱାରା ଓ ଧାତବ ମୁଦ୍ରା କେନ୍ଦ୍ରୀୟ ମୁଦ୍ରାଶାଳା "ସ୍ୱିସ୍‌ମିଣ୍ଟ"ଦ୍ୱାରା ପ୍ରଣୀତ ହୋ‍ଇଥାଏ ।

ସ୍ୱିସ୍ ଫ୍ରାଙ୍କ୍
Schweizer Franken (ଜର୍ମାନ)
franc suisse (French)
franco svizzero (Italian)
franc svizzer (Romansh)
BanknotesCoins
ISO 4217 କୋଡ଼CHF
କେନ୍ଦ୍ରୀୟ ବ୍ୟାଙ୍କ୍Swiss National Bank
 ୱେବସାଇଟ୍www.snb.ch
User(s)Switzerland Switzerland
Liechtenstein Liechtenstein
Italy Campione d'Italia, Italy[୧]
ମୁଦ୍ରାସ୍ଫୀତି-0.2% (2013)
 ଆଧାର(de) Statistik Schweiz
ବିଭାଜନ
 1/100ରାପ୍ପେନ (ଜର୍ମାନ)
ସେଣ୍ଟାଇମ୍ (French)
ସେଣ୍ଟେସିମୋ (Italian)
ରାପ୍(Romansh)
ଚିହ୍ନCHF, Fr., SFr. (old)
ବହୁବଚନଫ୍ରାଙ୍କେନ୍ (ଜର୍ମାନ)
ଫ୍ରାଙ୍କ୍ସ୍ (French)
ଫ୍ରାଙ୍କାଇ (Italian)
ଫ୍ରାଙ୍କ୍ସ୍ (Romansh)
 ରାପ୍ପେନ (ଜର୍ମାନ)
ସେଣ୍ଟାଇମ୍ (French)
ସେଣ୍ଟେସିମୋ (Italian)
ରାପ୍(Romansh)
ରାପ୍ପେନ୍ (ଜର୍ମାନ)
ସେଣ୍ଟାଇମ୍ସ (French)
ସେଣ୍ଟେସିମି (Italian)
ରାପ୍ସ୍ (Romansh)
ଧାତବ ମୁଦ୍ରା5, 10 ଓ 20 ସେଣ୍ଟାଇମ୍ସ, ½, 1, 2 ଓ 5 ଫ୍ରାଙ୍କ୍
ବ୍ୟାଙ୍କ୍ ନୋଟ10, 20, 50, 100, 200 ଓ 1,000 ଫ୍ରାଙ୍କ୍
ମୁଦ୍ରକOrell Füssli Arts Graphiques SA (Zürich)
ମୁଦ୍ରାଶାଳାସ୍ୱିସ୍‌ମିଣ୍ଟ
 ୱେବସାଇଟ୍http://www.swissmint.ch

ଏକ ଫ୍ରାଙ୍କ୍ ୧୦୦ ଭାଗରେ ବିଭକ୍ତ ଯାହାକୁ ଜର୍ମାନ୍‌ରେ ରାପ୍ପେନ୍ (Rp.), ଫରାସୀରେ ସେଣ୍ଟାଇମ୍ (c.),ଇଟାଲୀୟରେ ସେଣ୍ଟେସିମୋ (ct.) ଓ ରୋମାନ୍‌ଶରେ ରାପ୍ (rp.) କୁହାଯାଏ । ISO କୋଡ଼ CHF, କିନ୍ତୁ ପ୍ରାୟତଃ ବାଣିଜ୍ୟ, ବିଜ୍ଞାପନ ଆଦିରେ ସଂକ୍ଷେପରେ "Fr." ହିଁ ବ୍ୟବହୃତ ହୁଏ । CHFରେ CH ଅ ଅର୍ଥ Confoederatio Helvetica ।

ଯେହେତୁ ସୁଇଜରଲ୍ୟାଣ୍ଡରେ ଅନେକଗୁଡ଼ିଏ ଭାଷା ବ୍ୟବହୃତ ହୁଏ, ତେଣୁ ନିରପେକ୍ଷତା ଦୃଷ୍ଟିରୁ ମୁଦ୍ରାଗୁଡ଼ିକରେ ଲାଟିନ ଭାଷାରେ ଲେଖା ରହେ ।

ବାହାର ତଥ୍ୟ