୦ (ସଂଖ୍ୟା)

ବାସ୍ତବ ସଂଖ୍ୟା ସମୂହରେ ଶୁନ୍ୟ (୦) ହେଉଛି ଏକ ଯୁଗ୍ମ ସଂଖ୍ୟା ।[୧]'== ଗାଣିତିକ ଧର୍ମ ==

  • ଶୁନ୍ୟଦ୍ୱାରା ଯେ କୌଣସି ସଂଖ୍ୟାକୁ ଗୁଣନ କଲେ, ଗୁଣଫଳ ସର୍ବଦା ଶୁନ୍ୟ ହୁଏ ।
  • ଶୁନ୍ୟଦ୍ୱାରା ଭାଗଫଳ ଏକ ଅସମ୍ଭବ ପ୍ରକ୍ରିୟା ।
  • ଯେ କୌଣସି ସଂଖ୍ୟାରେ ଶୁନ୍ୟ (୦) ଯୋଗ କଲେ ମୂଳ ସଂଖ୍ୟାର ମୂଲ୍ୟରେ ପରିବର୍ତ୍ତନ ହୁଏ ନାହିଁ । ଅତଏବ ଶୁନ୍ୟ (୦)କୁ ଯୋଗାତ୍ମକ ଅଭେଦ କୁହାଯାଏ ।'
ଓଡ଼ିଆ ବର୍ଣ୍ଣମାଳା
ଓଡ଼ିଆ ସ୍ଵର ବର୍ଣ୍ଣ
‌‌
ଓଡ଼ିଆ ବ୍ୟଞ୍ଜନ ବର୍ଣ୍ଣ
କ୍ଷଡ଼ଢ଼
ଓଡ଼ିଆ ସଂଖ୍ୟା

ଆଧାର

ବାହାର ତଥ୍ୟ

  • Texts on Wikisource:
    • Chisholm, Hugh, ed. (1911). "Zero". Encyclopædia Britannica Eleventh Edition (11th ed.). Cambridge University Press.
    • "Zero" . Encyclopedia Americana. 1920.