ଅପ୍ରେଲ

୧୦୧୧୧୨୧୩
୧୪୧୫୧୬୧୭୧୮୧୯୨୦
୨୧୨୨୨୩୨୪୨୫୨୬୨୭
୨୮୨୯୩୦

ଅପ୍ରେଲ ମାସ ଜୁଲିଆନ ଓ ଗ୍ରେଗୋରିଆନ କ୍ୟାଲେଣ୍ଡରରେ ବର୍ଷର ଚତୁର୍ଥ ମାସ । ଲାଟିନ୍‌ ଶବ୍ଦ ଏପ୍ରିଲିସ୍‌ରୁ ଅପ୍ରେଲ ମାସର ନାମକରଣ କରାଯାଇଛି ।[୧]

ପାଳିତ ଦିବସ

ଜୟନ୍ତୀ

ଏହି ମାସରେ ଜନ୍ମଗ୍ରହଣ କରିଥିବା କେତେଜଣ ଜଣାଶୁଣା ଓଡ଼ିଆ ଲୋକ ହେଲେ:

ଅନ୍ୟାନ୍ୟ

  • ରବି ଶଙ୍କର (ସୀତାର ବାଦକ ଓ ସଙ୍ଗୀତଜ୍ଞ) ( ୭ ଅପ୍ରେଲ ୧୯୨୦)
  • ଚାର୍ଲି ଚାପଲିନ୍ (ଅଭିନେତା) (୧୬ ଅପ୍ରେଲ ୧୮୮୯)
  • ଲିଓନାର୍ଡୋ ଦା ଭିନ୍‌ସି (୧୫ ଅପ୍ରେଲ ୧୪୫୨)
  • ଯୋଶେଫ୍ ପୁଲିତଜ଼େର୍ (ପୁଲିତଜ଼େର୍ ପୁରସ୍କାର ପ୍ରତିଷ୍ଠାତା) (୧୦ ଅପ୍ରେଲ୧୮୪୭)
  • ୱିଲଭର ରାଇଟ୍(ରାଇଟ୍ ଭ୍ରାତୃଦ୍ୱୟ)(୧୬ ଅପ୍ରେଲ ୧୮୬୭)
  • ସଚିନ ତେନ୍ଦୁଲକର (୨୪ ଅପ୍ରେଲ ୧୯୭୩)
  • ଆନ୍ଦ୍ରେ ଆଗାସୀ (ଟେନିସ୍ ଖେଳାଳୀ) (୨୯ ଅପ୍ରେଲ ୧୯୭୦)
  • ମାରିଆ ସରପୋଭା (ଟେନିସ୍ ଖେଳାଳୀ) (୧୯ଅପ୍ରେଲ୧୯୮୭)

ଶ୍ରାଦ୍ଧ

ଏହି ମାସରେ ମୃତ୍ୟୁବରଣ କରିଥିବା କେତେଜଣ ଜଣାଶୁଣା ଓଡ଼ିଆ ଲୋକ ହେଲେ:

ଆଧାର

ବାହାର ଲିଙ୍କ