କୁକୁର

ପୋଷା ଜନ୍ତୁ

କୁକୁର (କାନିସ ଫାମିଲ୍ଯାରିସ ଏକ ସ୍ୱତନ୍ତ୍ର ଜାତି ଭାବେ ଏବଂ କାନିସ ଲୁପୁସ ଫାମିଲ୍ଯାରିସ - ଗଧିଆର ଏକ ଉପଜାତି ଭାବେ)[୧] କାନିଡେ କୁଳର ଏକ ଗୃହପାଳିତ ମାଂସାଶୀ ପ୍ରାଣୀ । ଏହା ଗଧିଆ-ସମ-କାନିଡ ଗୋଷ୍ଠୀର ଅନ୍ତର୍ଭୁକ୍ତ[୨] ଏବଂ ସବୁଠାରୁ ଅଧିକ ପ୍ରାପ୍ତ ସ୍ଥଳଚର ମାଂସାଶୀ ।[୩][୪][୫][୬][୭] ମାନବ ସର୍ବପ୍ରଥମେ କୁକୁରକୁ ପାଳନ କରିବା ଆରମ୍ଭ କଲା ।[୮][୯]

ପୋଷା କୁକୁର
ଜୀବାଶ୍ମ କାଳ: 0.015–0 Ma
PreЄ
Є
O
S
D
C
P
T
J
K
Pg
N
ପ୍ଲେଇଷ୍ଟୋସିନ୍;– ହୋଲୋସିନ
ବିଭିନ୍ନ ପ୍ରଜାତିର କୁକୁର,

ଉପର ବାମରୁ ଡାହାଣକୁ ; ଲାବ୍ରାଡର ରିଟ୍ରିଭର, ସ୍ୱର୍ଣ୍ଣିମ ରିଟ୍ରିଭର, କୋକ୍କାପୁ, ୟୋର୍କ୍ଷାୟର ଟେର୍ଯର, ବୋକ୍ଷର, ପୋମେରାନୀୟ, ବୀଗଲ, ବାସେତ୍ତ ହାଉଣ୍ଡ, ନ୍ଯୁଫାୁଣ୍ଡଲାଣ୍ଡ ।

ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ edit
ସାମ୍ରାଜ୍ୟ:ପ୍ରାଣୀ ସାମ୍ରାଜ୍ୟ
ଗୋଷ୍ଠୀ:ବାଇଲାଟେରିଆ
ପର୍ବ:କୋର୍ଡାଟା
ମହାଶ୍ରେଣୀ:ଟେଟ୍ରାପୋଡା
ଗୋଷ୍ଠୀ:ମାମାଲିଆଫୋର୍ମ୍ସ
ଶ୍ରେଣୀ:ମାମାଲିଆ
ଗଣ:କାର୍ନିଭୋରା
ବଂଶ:କାନିଡେ
ପ୍ରଜାତି:କାନିସ
ଜାତି:କ ଲୁପୁସ
ବାଇନୋମିଆଲ ନାମ
କ ଲୁପୁସ
ଟ୍ରାଇନୋମିଆଲ ନାମ
କାନିସ ଲୁପୁସ ଫାମିଲିଆରିସ
Synonyms
ଜାତି ପ୍ରତିଶବ୍ଦ
  • ଏଗିପ୍ଟିଅସ ଲିନିଅସ, ୧୭୫୮
  • ଆଲ୍କୋ ସ୍ମିଥ, ୧୮୩୯
  • ଆମେରିକାନସ ଗ୍ମେଲିନ, ୧୭୯୨
  • ଆଞ୍ଜେଲିକସ ଗ୍ମେଲିନ, ୧୭୯୨
  • ଆଣ୍ଟାର୍କଟିକସ ଗ୍ମେଲିନ, ୧୭୯୨
  • ଆପ୍ରିନସ ଗ୍ମେଲିନ, ୧୭୯୨
  • ଆକ୍ୱାଟିକସ ଲିନ୍ଯସ, ୧୭୫୮
  • ଆକ୍ୱାଟିଲିସ ଗ୍ମେଲିନ, ୧୭୯୨
  • ଏଭିକ୍ଯୁଲାରିସ ଗ୍ମେଲିନ, ୧୭୯୨
  • ବୋରିଆଲିସ ସ୍ମିଥ, ୧୮୩୯
  • ବ୍ରେଭିପିଲିସ ଗ୍ମେଲିନ, ୧୭୯୨
  • କର୍ସରିଅସ ଗ୍ମେଲିନ, ୧୭୯୨
  • ଡୋମେଷ୍ଟିକସ ଲିନ୍ଯସ, ୧୭୫୮
  • ଏକ୍ଷ୍ଟ୍ରାରିଅସ ଗ୍ମେଲିନ, ୧୭୯୨
  • ଫେରସ ସ୍ମିଥ, ୧୮୩୯
  • ଫ୍ରିକେଟର ଗ୍ମେଲିନ, ୧୭୯୨
  • ଫ୍ରିକାଟ୍ରିକ୍ଷ ଲିନ୍ଯସ, ୧୭୫୮
  • ଫ୍ୱିଲସ ଗ୍ମେଲିନ, ୧୭୯୨
  • ଗାଲିକସ ଗ୍ମେଲିନ, ୧୭୯୨
  • ଗ୍ଲୌକସ ସ୍ମିଥ, ୧୮୩୯
  • ଗ୍ରାୟସ ଲିନ୍ଯସ, ୧୭୫୮
  • ଗ୍ରାଯୁସ ଗ୍ମେଲିନ, ୧୭୯୨
  • ହାଗେନ୍ୱେକୀ କୃମ୍ବ୍ଯେଗେଲ, 1950
  • ହାଇଟେନ୍ସିସ ସ୍ମିଥ, ୧୮୩୯
  • ହାଇବର୍ନିକସ ଗ୍ମେଲିନ, ୧୭୯୨
  • ହିର୍ସୁଟସ ଗ୍ମେଲିନ, ୧୭୯୨
  • ହାଇବେରିଡସ ଗ୍ମେଲିନ, ୧୭୯୨
  • ଆଇଲାଣ୍ଡିକସ ଗ୍ମେଲିନ, ୧୭୯୨
  • ଇଟାଲିକସ ଗ୍ମେଲିନ, ୧୭୯୨
  • ଲାନ୍ଯାର୍ଯସ ଗ୍ମେଲିନ, ୧୭୯୨
  • ଲିଓନ୍ଯସ ଗ୍ମେଲିନ, ୧୭୯୨
  • ଲେପୋରାର୍ଯସ ସ୍ମିଥ, ୧୮୩୯
  • ମେଜର ଗ୍ମେଲିନ, ୧୭୯୨
  • ମାଷ୍ଟିନସ ଲିନ୍ଯସ, ୧୭୫୮
  • ମେଲିଟାକସ ଗ୍ମେଲିନ, ୧୭୯୨
  • ମେଲିଟେୟସ ଲିନ୍ଯସ, ୧୭୫୮
  • ମାଇନର ଗ୍ମେଲିନ, ୧୭୯୨
  • ମୋଲୋସସ ଗ୍ମେଲିନ, ୧୭୯୨
  • ମୁଷ୍ଟେଲିନସ ଲିନ୍ଯସ, ୧୭୫୮
  • ଓବେସସ ଗ୍ମେଲିନ, ୧୭୯୨
  • ଓରିଏଣ୍ଟାଲିସ ଗ୍ମେଲିନ, ୧୭୯୨
  • ପାସିଫିକସ ସ୍ମିଥ, ୧୮୩୯
  • ପ୍ଲାଙ୍କସ ଗ୍ମେଲିନ, ୧୭୯୨
  • ପୋମେରାନସ ଗ୍ମେଲିନ, ୧୭୯୨
  • ସାଗାସେସ ସ୍ମିଥ, ୧୮୩୯
  • ସାଙ୍ଗ୍ୱିନାର୍ଯସ ସ୍ମିଥ, ୧୮୩୯
  • ସାଗାକ୍ଷ ଲିନ୍ଯସ, ୧୭୫୮
  • ସ୍କୋଟ୍ଯସ ଗ୍ମେଲିନ, ୧୭୯୨
  • ସିବିରିକସ ଗ୍ମେଲିନ, ୧୭୯୨
  • ସ୍ୱିଲସ ସ୍ମିଥ, ୧୮୩୯
  • ଟେର୍ରେନୋଭେ ସ୍ମିଥ, ୧୮୩୯
  • ଟେର୍ରାରିଅସ ସ୍ମିଥ, ୧୮୩୯
  • ଟର୍କିକସ ଗ୍ମେଲିନ, ୧୭୯୨
  • ଉର୍କାନୀ ସି. ଇ. ଏଚ୍. ସ୍ମିଥ, ୧୮୩୯
  • ଭାରିଏଗାଟସ ଗ୍ମେଲିନ, ୧୭୯୨
  • ଭେନାଟିକସ ଗ୍ମେଲିନ, ୧୭୯୨
  • ଭର୍ଟେଗୁସ ଗ୍ମେଲିନ, ୧୭୯୨

ଆଧାର

ଅଧିକ ତଥ୍ୟ

Data related to କୁକୁର at Wikispecies