ଭାରତର ପ୍ରଧାନମନ୍ତ୍ରୀମାନଙ୍କର ତାଲିକା

ଭାରତର ପ୍ରଧାନମନ୍ତ୍ରୀ ଦାୟିତ୍ୱ ତୁଲାଇଥିବା ବ୍ୟକ୍ତିବିଶେଷ ।

ସଂନାମଛବିକାର୍ଯ୍ୟଗ୍ରହଣକାର୍ଯ୍ୟତ୍ୟାଗଜନ୍ମମୃତ୍ୟୁଦଳ
ଜବାହରଲାଲ ନେହେରୁ୧୫ ଅଗଷ୍ଟ ୧୯୪୭ c୨୯ ମେ ୧୯୬୪ 1୧୪ ନଭେମ୍ବର ୧୮୮୯୨୭ ମେ ୧୯୬୪ଭାରତୀୟ ଜାତୀୟ କଂଗ୍ରେସ
ଗୁଲଜାରିଲାଲ ନନ୍ଦା୨୭ ମେ ୧୯୬୪୯ ଜୁନ ୧୯୬୪ *୪ ଜୁଲାଇ ୧୮୯୮୧୫ ଜାନୁଆରୀ ୧୯୯୮ଭାରତୀୟ ଜାତୀୟ କଂଗ୍ରେସ
ଲାଲ ବାହାଦୁର ଶାସ୍ତ୍ରୀ୯ ଜୁନ ୧୯୬୪୧୧ ଜାନୁଆରୀ ୧୯୬୬ 1୨ ଅକ୍ଟୋବର ୧୯୦୪୧୧ ଜାନୁଆରୀ ୧୯୬୬ଭାରତୀୟ ଜାତୀୟ କଂଗ୍ରେସ
ଗୁଲଜାରିଲାଲ ନନ୍ଦା୧୧ ଜାନୁଆରୀ ୧୯୬୬୨୪ ଜାନୁଆରୀ ୧୯୬୬ *୪ ଜୁଲାଇ ୧୮୯୮୧୫ ଜାନୁଆରୀ ୧୯୯୮ଭାରତୀୟ ଜାତୀୟ କଂଗ୍ରେସ
ଇନ୍ଦିରା ଗାନ୍ଧୀ୨୪ ଜାନୁଆରୀ ୧୯୬୬ 2 c୨୪ ମାର୍ଚ୍ଚ ୧୯୭୭୧୯ ନଭେମ୍ବର ୧୯୧୭୩୧ ଅକ୍ଟୋବର ୧୯୮୪ଭାରତୀୟ ଜାତୀୟ କଂଗ୍ରେସ
ମୋରାରଜୀ ଦେଶାଇ୨୪ ମାର୍ଚ୍ଚ ୧୯୭୭୨୮ ଜୁଲାଇ ୧୯୭୯ 4୨୯ ଫେବ୍ରୁଆରୀ ୧୮୯୬୧୦ ଅପ୍ରେଲ ୧୯୯୫ଜନତା ଦଳ
ଚରଣ ସିଂହ100px୨୮ ଜୁଲାଇ ୧୯୭୯୧୪ ଜାନୁଆରୀ ୧୯୮୦ 3୨୩ ଡିସେମ୍ବର ୧୯୦୨୨୯ ମେ ୧୯୮୭ଜନତା ଦଳ
ଇନ୍ଦିରା ଗାନ୍ଧୀ୧୪ ଜାନୁଆରୀ ୧୯୮୦ 2୩୧ ଅକ୍ଟୋବର ୧୯୮୪ 1୧୯ ନଭେମ୍ବର ୧୯୧୭୩୧ ଅକ୍ଟୋବର ୧୯୮୪ଭାରତୀୟ ଜାତୀୟ କଂଗ୍ରେସ
ରାଜୀବ ଗାନ୍ଧୀ୩୧ ଅକ୍ଟୋବର ୧୯୮୪ c୨ ଡିସେମ୍ବର ୧୯୮୯୨୦ ଅଗଷ୍ଟ ୧୯୪୪୨୧ ମେ ୧୯୯୧ଭାରତୀୟ ଜାତୀୟ କଂଗ୍ରେସ
୧୦ବିଶ୍ୱନାଥ ପ୍ରତାପ ସିଂହ୨ ଡିସେମ୍ବର ୧୯୮୯୧୦ ନଭେମ୍ବର ୧୯୯୦ 3୨୫ ଜୁନ ୧୯୩୧୨୭ ନଭେମ୍ବର ୨୦୦୮ଜନତା ଦଳ
୧୧ଚନ୍ଦ୍ର ଶେଖର100px୧୦ ନଭେମ୍ବର ୧୯୯୦୨୧ ଜୁନ ୧୯୯୧୧ ଜୁଲାଇ ୧୯୨୭୮ ଜୁଲାଇ ୨୦୦୭ସମାଜବାଦୀ ଜନତା ଦଳ
୧୨ପି.ଭି. ନରସିଂହ ରାଓ୨୧ ଜୁନ ୧୯୯୧ c୧୬ ମେ ୧୯୯୬୨୮ ଜୁନ ୧୯୨୧୨୩ ଡିସେମ୍ବର ୨୦୦୪ଭାରତୀୟ ଜାତୀୟ କଂଗ୍ରେସ
୧୩ଅଟଳ ବିହାରୀ ବାଜପେୟୀ100px୧୬ ମେ ୧୯୯୬୧ ଜୁନ ୧୯୯୬ 3</sup>୨୫ ଡିସେମ୍ବର ୧୯୨୪ଜୀବିତଭାରତୀୟ ଜନତା ପାର୍ଟି
୧୪ଏଚ.ଡି. ଦେବଗୌଡ଼ା୧ ଜୁନ ୧୯୯୬୨୧ ଅପ୍ରେଲ ୧୯୯୭ 3୧୮ ମେ ୧୯୩୩ଜୀବିତଜନତା ଦଳ
୧୫ଇନ୍ଦ୍ର କୁମାର ଗୁଜରାଲ୨୧ ଅପ୍ରେଲ ୧୯୯୭୧୯ ମାର୍ଚ୍ଚ ୧୯୯୮୪ ଡିସେମ୍ବର ୧୯୧୯୩୦ ନଭେମ୍ବର ୨୦୧୨ଜନତା ଦଳ
୧୬ଅଟଳ ବିହାରୀ ବାଜପେୟୀ100px୧୯ ମାର୍ଚ୍ଚ ୧୯୯୮ c୨୨ ମେ ୨୦୦୪୨୫ ଡିସେମ୍ବର ୧୯୨୪ଜୀବିତଭାରତୀୟ ଜନତା ପାର୍ଟି
୧୭ଡଃ ମନମୋହନ ସିଂହ୨୨ ମେ ୨୦୦୪୨୬ ମେ ୨୦୧୪୨୬ ସେପ୍ଟେମ୍ବର ୧୯୩୨ଜୀବିତଭାରତୀୟ ଜାତୀୟ କଂଗ୍ରେସ
୧୮ନରେନ୍ଦ୍ର ମୋଦୀ୨୬ ମେ ୨୦୧୪ପଦସ୍ଥ୧୭ ସେପ୍ଟେମ୍ବର ୧୯୫୦ଜୀବିତଭାରତୀୟ ଜନତା ପାର୍ଟି

ଟୀକା

  • * କାମଚଳା - ଶ୍ରୀ ଗୁଲଜାରିଲାଲ ନନ୍ଦା ସତରେ ପ୍ରଧାନ ମନ୍ତ୍ରୀ ଥିଲେ କି କାମଚଳା ଏହା ଏକ ବିବାଦୀୟ ବିଷୟ। ଶ୍ରୀ ନନ୍ଦା ପ୍ରଧାନ ମନ୍ତ୍ରୀ ପଦବୀ ପାଇଁ ଶପଥ ପାଠ କରିଥିଲେ। କାମଚଳା ପ୍ରଧାନ ମନ୍ତ୍ରୀ ଭଳି ପଦବୀ ସମ୍ବନ୍ଧରେ ଭାରତୀୟ ସମ୍ବିଧାନରେ କେଉଁଠି କିଛି ଉଲ୍ଲେଖ ନାହିଁ। ବରଂ ସମ୍ବିଧାନରେ କାମଚଳା ରାଷ୍ଟ୍ରପତି ସମ୍ବନ୍ଧରେ ଉଲ୍ଲେଖ ରହିଛି, ଯିଏ ରାଷ୍ଟ୍ରପତି ଭାବରେ ନିଜର ଦାୟିତ୍ୱ ନିର୍ବାହ କରିଥାନ୍ତି। ତେଣୁ ସମ୍ବିଧାନଜ୍ଞ ଓଐତିହାସିକମାନେ ଶ୍ରୀ ନନ୍ଦା ଭାରତର ପ୍ରଧାନମନ୍ତ୍ରୀ ଥିଲେ ବୋଲି ସ୍ୱୀକାର କରୁଛନ୍ତି।

c-ନିର୍ଦ୍ଧାରିତ ସମୟ ପର୍ଯ୍ୟନ୍ତ ପ୍ରଧାନ ମନ୍ତ୍ରୀ ଥିଲେ

  • ନିହତ କିମ୍ବା କାର୍ଯ୍ୟରତ ଅବସ୍ଥାରେ ମୃତ
  • କାର୍ଯ୍ୟରେ ପୁନଃ ପ୍ରବେଶ
  • ତ୍ୟାଗ ପତ୍ର ଦେଇଥିବା
  • ଅନାସ୍ଥା ପ୍ରସ୍ତାବ ପରେ ରାଷ୍ଟ୍ରପତିଙ୍କଦ୍ୱାରା ବହିସ୍କୃତ

ଆହୁରି ଦେଖନ୍ତୁ

  • ଭାରତର ରାଷ୍ଟ୍ରପତିମାନଙ୍କର ତାଲିକା

ଆଧାର