୨୯ ଅଗଷ୍ଟ

ତାରିଖ
୧୦
୧୧୧୨୧୩୧୪୧୫୧୬୧୭
୧୮୧୯୨୦୨୧୨୨୨୩୨୪
୨୫୨୬୨୭୨୮୨୯୩୦୩୧
  ୨୦୨୩ (ମଙ୍ଗଳବାର)
  ୨୦୨୨ (ସୋମବାର)
  ୨୦୨୧ (ରବିବାର)
  ୨୦୨୦ (ଶନିବାର)
  ୨୦୧୯ (ଗୁରୁବାର)
  ୨୦୧୮ (ବୁଧବାର)
  ୨୦୧୭ (ମଙ୍ଗଳବାର)
  ୨୦୧୬ (ସୋମବାର)
  ୨୦୧୫ (ଶନିବାର)
  ୨୦୧୪ (ଶୁକ୍ରବାର)

ଗ୍ରେଗୋରୀ ପାଞ୍ଜି ଅନୁସାରେ ୨୯ ଅଗଷ୍ଟ ବର୍ଷର ୨୪୧ତମ ଦିବସ ଅଟେ (ଅଧିବର୍ଷ ଗୁଡ଼ିକରେ - ୨୪୨ତମ) । ବର୍ଷ ଶେଷ ହେବା ପାଇଁ ଆଉ ୧୨୪ ଦିନ ବାକି ଅଛି ।

ଜନ୍ମ

  • ୧୯୦୫– ପଦ୍ମ ଭୂଷଣ ଧ୍ୟାନଚାନ୍ଦ, ଅଲିମ୍ପିକ ବିଜେତା ହକି ଖେଳାଳି (ମୃତ୍ୟୁ: ୪ ଡିସେମ୍ବର ୧୯୭୯)

ମୃତ୍ୟୁ

  • ୧୯୬୮– ପଦ୍ମଶ୍ରୀ ଆଇଜାକ ସାନ୍ତ୍ରା, ଗାନ୍ଧୀବାଦୀ ଚିକିତ୍ସକ ଓ ସମାଜସେବୀ (ଜନ୍ମ: ୩ ନଭେମ୍ବର ୧୮୯୨)
  • ୨୦୧୬– ଦୀନନାଥ ପାଠୀ, ବିଷୁବ ପୁରସ୍କାର ସମ୍ମାନିତ ଲେଖକ ଓ ଚିତ୍ରଶିଳ୍ପୀ (ଜନ୍ମ: ୧୯୪୨)

ପର୍ବପର୍ବାଣି

ବାହାର ଲିଙ୍କ