ସେପ୍ଟେମ୍ବର

୧୦୧୧୧୨୧୩୧୪
୧୫୧୬୧୭୧୮୧୯୨୦୨୧
୨୨୨୩୨୪୨୫୨୬୨୭୨୮
୨୯୩୦

ଗ୍ରେଗୋରିଆନ୍ କ୍ୟାଲେଣ୍ଡର ଅନୁଯାୟୀ ସେପ୍ଟେମ୍ବର ହେଉଛି ବର୍ଷର ନବମ ମାସ, ଏବଂ ଚାରୋଟି ୩୦ ଦିନିଆ ମାସ ମଧ୍ୟରୁ ତୃତୀୟ ମାସ । ଲାଟିନ୍ ଭାଷାରେ, ସେପ୍ଟେମ୍ (septem) ଅର୍ଥ ହେଉଛି "ସପ୍ତମ" । ଜାନୁଆରୀ ଓ ଫେବୃଆରୀ ମାସ ଯୋଡ଼ିହେବା ପୂର୍ବରୁ ସେପ୍ଟେମ୍ବର ହିଁ ରୋମାନ୍ କ୍ୟାଲେଣ୍ଡରର ସପ୍ତମ ମାସ ଥିଲା ।[୧] ଉତ୍ତର ଗୋଲାର୍ଦ୍ଧରେ, ଶରତ ଋତୁର ଆରମ୍ଭ ସାଧାରନତଃ ସେପ୍ଟେମ୍ବର ୧ରେ ହେଉଥିବା ବେଳେ ଦକ୍ଷିଣ ଗୋଲାର୍ଦ୍ଧରେ, ବସନ୍ତ ଋତୁର ଆରମ୍ଭ ୧ସେପ୍ଟେମ୍ବରରେ ।[୨]

ପାଳିତ ଦିବସ

  • ସେପ୍ଟେମ୍ବର ୦୮:ବାୟୁ ସେନା ଦିବସ
  • ସେପ୍ଟେମ୍ବର ୦୫: ଗୁରୁ ଦିବସ (ଭାରତ)
  • ସେପ୍ଟେମ୍ବର ୦୫: ଅନ୍ତଃରାଷ୍ଟ୍ରୀୟ ବଦାନ୍ୟତା ଦିବସ
  • ସେପ୍ଟେମ୍ବର ୧୫: ଅନ୍ତଃରାଷ୍ଟ୍ରୀୟ ଗଣତନ୍ତ୍ର ଦିବସ
  • ସେପ୍ଟେମ୍ବର ୨୧: ଆନ୍ତର୍ଜାତିକ ଶାନ୍ତି ଦିବସ

ଆଧାର