୨୧ ଅଗଷ୍ଟ
ତାରିଖ
<< | ଅଗଷ୍ଟ | >> | ||||
ରବି | ସୋମ | ମଙ୍ଗଳ | ବୁଧ | ଗୁରୁ | ଶୁକ୍ର | ଶନି |
୧ | ୨ | ୩ | ||||
୪ | ୫ | ୬ | ୭ | ୮ | ୯ | ୧୦ |
୧୧ | ୧୨ | ୧୩ | ୧୪ | ୧୫ | ୧୬ | ୧୭ |
୧୮ | ୧୯ | ୨୦ | ୨୧ | ୨୨ | ୨୩ | ୨୪ |
୨୫ | ୨୬ | ୨୭ | ୨୮ | ୨୯ | ୩୦ | ୩୧ |
୨୦୨୪ |
August 21 in recent years |
୨୦୨୩ (ସୋମବାର) |
୨୦୨୨ (ରବିବାର) |
୨୦୨୧ (ଶନିବାର) |
୨୦୨୦ (ଶୁକ୍ରବାର) |
୨୦୧୯ (ବୁଧବାର) |
୨୦୧୮ (ମଙ୍ଗଳବାର) |
୨୦୧୭ (ସୋମବାର) |
୨୦୧୬ (ରବିବାର) |
୨୦୧୫ (ଶୁକ୍ରବାର) |
୨୦୧୪ (ଗୁରୁବାର) |
ଗ୍ରେଗୋରୀ ପାଞ୍ଜି ଅନୁସାରେ ୨୧ ଅଗଷ୍ଟ ବର୍ଷର ୨୩୩ତମ ଦିବସ ଅଟେ (ଅଧିବର୍ଷ ଗୁଡ଼ିକରେ - ୨୩୪ତମ) । ବର୍ଷ ଶେଷ ହେବା ପାଇଁ ଆଉ ୧୩୨ ଦିନ ବାକି ଅଛି ।
ଘଟଣାବଳୀ
ଜନ୍ମ
- ୧୮୬୯- ଗୋପୀନାଥ ନନ୍ଦ, ପ୍ରଥମ ଓଡ଼ିଆ ଭାଷା-ତତ୍ତ୍ୱ ଆଲୋଚକ ଓ ଗବେଷକ (ମୃତ୍ୟୁ: ୧୨ ଜାନୁଆରୀ ୧୯୨୪)
- ୧୯୦୧- ବିମ୍ବାଧର ବର୍ମା, ଔପନ୍ୟାସିକ
- ୧୯୮୬- ଉସେନ ବୋଲ୍ଟ, ଧାବକ
ମୃତ୍ୟୁ
- ୨୦୦୪- ସଚ୍ଚିଦାନନ୍ଦ ରାଉତରାୟ, କବି, ଗାଳ୍ପିକ ଓ ଔପନ୍ୟାସିକ (ଜନ୍ମ: ୧୩ ମଇ ୧୯୧୬)
- ୨୦୧୦- ଭୀମ ସିଂ, ଓଡ଼ିଆ ନାଟକ ଓ କଥାଚିତ୍ର ଅଭିନେତା (ଜନ୍ମ: ୧୩ ନଭେମ୍ବର ୧୯୩୪)
- ୨୦୦୫- ରବର୍ଟ ମୂଗ, ମୂଗ ମ୍ୟୁଜିକ୍ର ସଂସ୍ଥାପକ, ବୈଦ୍ୟୁତିକ ସଂଗୀତର ଜଣେ ଅଗ୍ରଦୂତ (ଜନ୍ମ: ୨୩ ମଇ ୧୯୩୪)
- ୨୦୦୬- ପଦ୍ମ ବିଭୂଷଣ ବିସ୍ମିଲ୍ଲା ଖାଁ, ଭାରତ ରତ୍ନ ସମ୍ମାନିତ ଶାହାନାଇ ବାଦକ (ଜନ୍ମ: ୨୧ ମାର୍ଚ୍ଚ ୧୯୧୩)
ପର୍ବପର୍ବାଣି
ଅଧିକ ତଥ୍ୟ
ଉଇକିମିଡ଼ିଆ କମନ୍ସରେ ୨୧ ଅଗଷ୍ଟବାବଦରେ ମାଧ୍ୟମ ରହିଛି ।
- BBC: ଏହି ଦିନ
- କାନାଡାରେ ଏହି ଦିନ Archived 2012-12-08 at archive.ph Error: unknown archive URL
🔥 Top keywords: ପ୍ରଧାନ ପୃଷ୍ଠାରାମ ନବମୀଓଡ଼ିଆ ଭାଷାବିଶେଷ:ଖୋଜନ୍ତୁସୁଦଶା ବ୍ରତମିଡ଼ିଆଉଇକି:Interwiki-links.jsଜଗନ୍ନାଥ ଦାସଅମୃତାୟନଉଇକିପିଡ଼ିଆ:ଉଇକିପିଡ଼ିଆ ବାବଦରେଦ୍ୱିତୀୟ ବିଶ୍ୱଯୁଦ୍ଧଉଇକିପିଡ଼ିଆ:ସଙ୍ଘ ସୂଚନା ଫଳକବିଜୁ ପଟ୍ଟନାୟକରାଧାନାଥ ରାୟଜଗନ୍ନାଥ ମନ୍ଦିରରାମଫକୀର ମୋହନ ସେନାପତିସହଯୋଗ:ବିଷୟବସ୍ତୁଜଗନ୍ନାଥଉଇକିପିଡ଼ିଆ:ଆମ ସହ ଯୋଗାଯୋଗରାମାୟଣଓଡ଼ିଆ ସାହିତ୍ୟସାରଳା ଦାସମଧୁସୂଦନ ଦାସଉଇକିପିଡ଼ିଆଗୋପବନ୍ଧୁ ଦାସଗଙ୍ଗାଧର ମେହେରwiki.phtmlଗୋପୀନାଥ ମହାନ୍ତିଲିଙ୍ଗରାଜ ମନ୍ଦିରଗୋଦାବରୀଶ ମିଶ୍ରମଧୁସୂଦନ ରାଓଉଇକିପିଡ଼ିଆ:ଆମେ ଦାୟୀ ନୋହୁଁନମିତା ଅଗ୍ରୱାଲଶାନ୍ତନୁ କୁମାର ଆଚାର୍ଯ୍ୟଛାଞ୍ଚ:Key press/docପଣା ସଂକ୍ରାନ୍ତିଲକ୍ଷ୍ମୀକାନ୍ତ ମହାପାତ୍ରମନୋଜ ଦାସଅଂଶୁଘାତ