୭ ଫେବୃଆରୀ

ତାରିଖ
୧୦
୧୧୧୨୧୩୧୪୧୫୧୬୧୭
୧୮୧୯୨୦୨୧୨୨୨୩୨୪
୨୫୨୬୨୭୨୮୨୯
  ୨୦୨୪ (ବୁଧବାର)
  ୨୦୨୩ (ମଙ୍ଗଳବାର)
  ୨୦୨୨ (ସୋମବାର)
  ୨୦୨୧ (ରବିବାର)
  ୨୦୨୦ (ଶୁକ୍ରବାର)
  ୨୦୧୯ (ଗୁରୁବାର)
  ୨୦୧୮ (ବୁଧବାର)
  ୨୦୧୭ (ମଙ୍ଗଳବାର)
  ୨୦୧୬ (ରବିବାର)
  ୨୦୧୫ (ଶନିବାର)

ଗ୍ରେଗୋରୀ ପାଞ୍ଜି ଅନୁସାରେ ୭ ଫେବୃଆରୀ ବର୍ଷର ୩୮ତମ ଦିବସ ଅଟେ । ବର୍ଷ ଶେଷ ହେବା ପାଇଁ ଆଉ ୩୨୭ ଦିନ ବାକି ଅଛି (ଅଧିବର୍ଷ ଗୁଡ଼ିକରେ ୩୨୮ ଦିନ ) ।

ଘଟଣାବଳୀ

  • ୧୭୯୨ - ଅଷ୍ଟ୍ରିଆ-ପ୍ରୁସିଆ ମଧ୍ୟରେ ସ୍ୱାକ୍ଷର ଚୁକ୍ତି।
  • ୧୮୮୪ - କାନାଡ଼ାରେ ରଗବୀ କ୍ରୀଡ଼ା ସଙ୍ଘ ଗଠିତ।
  • ୧୯୭୪ - ଗ୍ରେନେଡ଼ା ସ୍ୱାଧୀନତା ଲାଭ କଲା।
  • ୧୯୭୬ - ଋଷିଆରେ ବିଶ୍ୱର ସବୁଠାରୁ ବଡ଼ ଟେଲିସ୍କୋପ ନିର୍ମିତ।
  • ୨୦୧୩ - ଆଜାରବୈଜାନ ପ୍ରଥମଥର ଉପଗ୍ରହ ମହାକାଶକୁ ପ୍ରେରଣ କଲା।

ଜନ୍ମ

ଦେହାନ୍ତ

ପର୍ବପର୍ବାଣି

ବାହାର ଲିଙ୍କ