ଉଇକିମିଡ଼ିଆ ଫାଉଣ୍ଡେସନ

ଉଇକିମିଡ଼ିଆ ଫାଉଣ୍ଡେସନ, Inc. ଏକ ଆମେରିକୀୟ ଅଣଲାଭକାରି ଦାତବ୍ୟ ସଙ୍ଗଠନ ଯାହା ଯୁକ୍ତରାଷ୍ଟ୍ର ଆମେରିକାର ସାନଫ୍ରାନସିସ୍କୋ, କାଲିଫର୍ଣ୍ଣିଆଠାରେ ଅବସ୍ଥିତ ଓ ଆଗରୁ ଏହା ଅବସ୍ଥିତ ଥିବା ଫ୍ଲୋରିଡ଼ା ରାଜ୍ୟର ଅନୁଶାସନ ଦେଇ ପରିଚାଳିତ । ଏହା ଅନେକଗୁଡ଼ିଏ ମିଳିତ ଚେଷ୍ଟାରେ ପରିଚାଳିତ ଅନଲାଇନ ଉଇକି ପ୍ରକଳ୍ପ ଯଥା; ଉଇକିପିଡ଼ିଆ, ଉଇକିଅଭିଧାନ, ଉଇକିକଥା, ଉଇକିପୋଥି, ଉଇକିଉତ୍ସ, ଉଇକିମିଡ଼ିଆ କମନ୍ସ, ଉଇକିସ୍ପିସିସ, ଉଇକିଖବର, ଉଇକିମହାବିହାର, ଉଇକିମିଡ଼ିଆ ଇନକୁବେଟର, ମେଟା-ଉଇକି ଓ ଏହାର ଅଚଳ ପ୍ରକଳ୍ପ, ନୁପିଡ଼ିଆ ଆଦିକୁ ପରିଚାଳନ କରିଥାଏ । ଏହାର ମୁଖ୍ୟ ପ୍ରକଳ୍ପ ଉଇକିପିଡ଼ିଆ ଜଗତର ସବୁଠାରୁ ଅଧିକ ପଢ଼ାଯାଉଥିବା ୧୦ଟି ସାଇଟ ଭିତରୁ ଗୋଟିଏ ।[୫] ଏହି ସଙ୍ଗଠନର ଆରମ୍ଭ ବିଦ୍ଧିବଦ୍ଧ ଭାବରେ ଜୁନ ୨୦, ୨୦୦୩ରେ ଉଇକିପିଡ଼ିଆର ସହ-ପ୍ରତିଷ୍ଠାତା ଜିମି ଉଏଲସ,[୬]ଙ୍କ ଦେଇ ହୋଇଥିଲା ଯେ ଉଇକିପିଡ଼ିଆକୁ ନିଜ କମ୍ପାନୀ ବୋମିସ ସହ ପରିଚାଳନା କରୁଛନ୍ତି ।[୭]

ଉଇକିମିଡ଼ିଆ ଫାଉଣ୍ଡେସନ, Inc.

ଉଇକିମିଡ଼ିଆ ଫାଉଣ୍ଡେସନର ଲୋଗୋ
ପ୍ରକାର501(c)(3) ଦାତବ୍ୟ ସଙ୍ଗଠନ
ପ୍ରତିଷ୍ଠା କାଳସେଣ୍ଟ ପିଟର୍ସବର୍ଗ, ଫ୍ଲୋରିଡ଼ା, ଯୁକ୍ତରାଷ୍ଟ୍ର ଆମେରିକା
ଛାଞ୍ଚ:Foundation date
ଅବସ୍ଥିତିସାନ ଫ୍ରାନସିସ୍କୋ, କାର୍ଲିଫର୍ଣ୍ଣିଆ, ଯୁକ୍ତରାଷ୍ଟ୍ର ଆମେରିକା/ ଲସାଅଞ୍ଜେଲସ, କାର୍ଲିଫର୍ଣ୍ଣିଆ (ପଞ୍ଜିକୃତ ପ୍ରତିନିଧି)
ମୂଳ ଲୋକଟିଙ୍ଗ ଚେନ,, ଚେଆର ଅଫ ବୋର୍ଡ଼
ଜିମି ଉଏଲସ, ଚେଆରମ୍ୟାନ ଏମିରେଟସ[୧]
ସୁ ଗାର୍ଡ଼ନର, ଏକ୍ଜକ୍ୟୁଟିଭ ଡାଇରେକ୍ଟର
ମୂଳ କ୍ଷେତ୍ରଜାଗତିକ
ଲକ୍ଷଖୋଲା, ମାଗଣା ବିଷୟବସ୍ତୁ, ଉଇକି-ଭିତ୍ତିକ ଇଣ୍ଟରନେଟ ପ୍ରକଳ୍ପମାନ
ବିଧିଉଇକିପିଡ଼ିଆ, ଉଇକିଅଭିଧାନ, ଉଇକିକଥା, ଉଇକିପୋଥି, ଉଇକିଉତ୍ସ, ଉଇକିମିଡ଼ିଆ କମନ୍ସ, ଉଇକିସ୍ପିସିସ, ଉଇକିଖବର, ଉଇକିଭର୍ସିଟି, ଉଇକିମିଡ଼ିଆ ଇନକୁବେଟର ଓ ମେଟାଉଇକି
ଖଜଣାUS$10,632,254 (July – December 2009)[୨]
ସ୍ଵେଚ୍ଛାସେବୀ350,000 (2005)[୩]
କର୍ମଚାରୀ75 (as of July 2011)[୪]
ୱେବସାଇଟwikimediafoundation.org
Inside Wikimedia video

ଆଧାର

ବାହାର ଲିଙ୍କ

San Francisco Bay Area portal
Florida portal
Wikipedia portal

ନଥି (ବିବରଣୀ,ଯୋଜନା ଆଦି)

ବାକିସବୁ

ଛାଞ୍ଚ:Wikipedia37°47′13″N 122°23′59″W / 37.786971°N 122.399677°W / 37.786971; -122.399677