ଜାପାନର ରାଜ୍ଯ ସମୂହ

ଜାପାନ ୪୭ଟି ରାଜ୍ଯ ବା (都道府県) ତୋଦୋଫୁକେନ୍-ରେ ବିଭକ୍ତ । ତନ୍ମଧ୍ଯରେ ୪୩ଟି ପୂର୍ଣ୍ଣ ରାଜ୍ଯ (県: କେନ୍), ଦୁଇଟି ଶିଳ୍ପରାଜ୍ଯ (府 ଫୁ) (ଓସାକା ରାଜ୍ଯ ଓ କ୍ଯୋଟୋ ରାଜ୍ଯ), ଗୋଟିଏ -ଦୋ (道) (ହୋକାଇଦୋ) ଏବଂ ଗୋଟିଏ ମହାନଗର (都: -ତୋ) (ଟୋକିଓ ମହାନଗର) ରହିଛି । ରାଜ୍ଯଗୁଡ଼ିକ ସହର, ନଗର ଏବଂ ଗ୍ରାମଠାରୁ ବଡ଼ । ୧୮୬୮ରେ, ମେଇଜୀ ଫୁହାଙ୍କେନ ସାଞ୍ଚିସେଇ ପ୍ରଶାସନ ପ୍ରଥମେ ଶିଳ୍ପାଞ୍ଚଳୀୟ ତଥା ଗ୍ରାମୀଣ ପ୍ରଶାସକଙ୍କୁ (ବୁଗ୍ଯୋ ଏବଂ ଦାଇକାନ୍ ଇତ୍ୟାଦିଙ୍କୁ) ବିସ୍ଥାପିତ କରି ରାଜ୍ଯ (ଶିଳ୍ପାଞ୍ଚଳୀୟ -ଫୁ ଏବଂ ଗ୍ରାମୀଣ -କେନ୍) ତିଆରି କଲେ । ଏହାର ଉଦ୍ଦେଶ୍ଯ ତୋକୁଗାୱା ଶୋଗୁନେତର ପ୍ରଭାବ କମାଇବା । ଉପରବର୍ଣ୍ଣିତ ରାଜ୍ଯଗୁଡିକୁ ଶୋଗୁନେତଦ୍ୱାରା ପ୍ରଶାସିତ ଅଞ୍ଚଳ ତଥା ବିଦ୍ରୋହୀ ଦାଇମ୍ଯୋଙ୍କଦ୍ୱାରା ଶାସିତ ଅଞ୍ଚଳରେ ସ୍ଥାପନ କରାଗଲା: ଯେପରିକି ୱାକାମାତ୍ସୁ। ୧୮୭୧ରେ ଅବଶିଷ୍ଟ ହାନ୍-ଗୁଡ଼ିକୁ ରାଜ୍ଯରେ ପରିଣତ କରିଦିଆଗଲା । ଅନେକ ପରିବର୍ତ୍ତନ ପରେ ଏବେ ଜାପାନରେ ୪୭ଟି ରାଜ୍ଯ ଅଛି । ଅନେକ ସ୍ଥଳରେ ଏହି ରାଜ୍ଯଗୁଡିକ ପୂର୍ବର ଜାପାନୀ ପ୍ରାନ୍ତ ସହ ସମାନତା ରଖିଥାଏ ।[୧]

ରାଜ୍ଯ
(都道府県)
ତୋଦୋଫୁକେନ୍
ବର୍ଗଏକ କେନ୍ଦ୍ରୀୟ ରାଜ୍ଯର ପ୍ରଥମ ସ୍ତରୀୟ ପ୍ରଶାସନିକ ବିଭାଜନ
ଅବସ୍ଥାନଜାପାନ
ସଂଖ୍ଯା୪୭ ରାଜ୍ଯ
ଜନସଂଖ୍ୟା୫,୬୦,୫୧୭(ଟୋଟ୍ଟୋରୀ) – ୧,୩୮,୪୩,୪୦୩ (ଟୋକିଓ)
କ୍ଷେତ୍ରଫଳ1,861.7 km2 (718.8 sq mi) (କାଗାୱା) – 83,453.6 km2 (32,221.6 sq mi) (ହୋକାଇଦୋ)
ପ୍ରଶାସନରାଜ୍ଯ ପ୍ରଶାସନ, କେନ୍ଦ୍ରୀୟ ପ୍ରଶାସନ
ବିଭାଜନଉପରାଜ୍ଯ

ଜଣେ ପ୍ରତ୍ଯକ୍ଷ ଭାବେ ନିର୍ବାଚିତ ରାଜ୍ଯପାଳ {知事, ଚିିଜି} ପ୍ରେତ୍ଯେକ ରାଜ୍ଯର ମୁଖ୍ଯ କାର୍ଯ୍ୟନିର୍ବାହୀ ଅଧିକାରୀ ଅଟନ୍ତି । ଆଦେଶ ତଥା ବଜେଟ ଆଦି ଏକ ଏକସଦନୀୟ ବୈଧାନିକ ସଭା ବା ଗିକାଇ (議会)ଦ୍ୱାରା ଅଧିନିୟମିତ ହୋଇଥାଏ । ଏହାର ସଦସ୍ଯମାନେ ୪ ବର୍ଷ ପାଇଁ ନିର୍ବାଚିତ ହୋଇଥାନ୍ତି ।

୧୯୨୦ ପର୍ଯ୍ୟନ୍ତ, ଏକ ୧୮୮୮-୧୮୯୦ ଅଧିନିୟମ [୨] ଅନୁସାରେ, ପ୍ରତ୍ୟେକ ରାଜ୍ଯ (ସେତେବେଳେ କେବଳ ୩ -ଫୁ ଏବଂ ୪୨ -କେନ୍ ଥିଲା; ହୋକାଇ-ଦୋ ଏବଂ ଓକିନାୱା-କେନ୍ ବିଂଶଶତାବ୍ଦୀ ପର୍ଯ୍ୟନ୍ତ ଭିନ୍ନ ନିୟମଦ୍ୱାରା ଶାସିତ ହେଉଥିଲା) ସହର ବା ଶୀ (市) ଏବଂ ଜିଲ୍ଲା ବା ଗୁଁ (郡)ରେ ବିଭକ୍ତ ଯାହା ନଗର ବା ଚୋ ବା ମାଚି (町) ଏବଂ ଗ୍ରାମ ବା ମୁରା ବା ସୋଁ (村)ରେ ପୁନଃ ବିଭକ୍ତ । ହୋକାଇଦୋର ୧୪ଟି ଉପରାଜ୍ଯ ଅଛି ଯେଉଁଗୁଡିକ ରାଜ୍ଯର ସାଧାରଣ ଉପରାଜ୍ଯସ୍ତରୀୟ ବ୍ଯୁରିଓ ବା ସୋଗୋ ଶିଙ୍କୋ କ୍ଯୋକୁ (総合振興局) ଏବଂ ଉପରାଜ୍ଯସ୍ତରୀୟ ବ୍ଯୁରିଓ ବା ଶିଙ୍କୋ କ୍ଯୋକୁ (振興局) ଭାବେ କାମ କରନ୍ତି । ଟୋକିଓ, ଜାପାନର ରାଜଧାନୀ, ହେଉଛି ଏକ ଏକତ୍ରୀତ ସହରୀ ରାଜ୍ଯ, ଏକ ମହାନଗର ଯାହାର ଉଭୟ ରାଜ୍ଯ ଓ ସହରର ବୈଶିଷ୍ଟ୍ୟ ରହିଛି ।

ରାଜ୍ଯର ପ୍ରକାରଭେଦ

ଜାପାନରେ ୪୭ଟି ରାଜ୍ଯ ରହିଛି: ୪୩ଟି ବାସ୍ତବ ରାଜ୍ଯ (କେନ୍, 県), ୨ଟି ନଗରୀ ରାଜ୍ଯ (ଫୁ, 府) (ଓସାକା ଏବଂ କ୍ଯୋଟୋ), ଗୋଟିଏ ଦୋ (ଦୋ 道) ହୋକାଇଦୋ ଏବଂ ଗୋଟିଏ ମହାନଗରୀ (ତୋ, 都) ଟୋକିଓ-ତୋ । ଏଗୁଡ଼ିକର ନାମ ଭିନ୍ନ ଥିଲେ ମଧ୍ଯ କାର୍ଯ୍ୟରେ ସମାନ ।

-କେନ୍

ରାଜ୍ଯ ବା କେନ୍ ସଂଖ୍ଯା ୪୩ । ଏହାର ଚିତ୍ରାକ୍ଷରର ଅର୍ଥ ରାଜ୍ଯ ବା ଜିଲ୍ଲା ।

-ତୋ

୧୯୪୩ରେ ଟୋକିଓ ସହରର ଭଙ୍ଗ ପରେ, ଟୋକିଓ-ଫୁକୁ ଟୋକିଓ ମହାନଗରୀରେ (ଟୋକିିଓ-ତୋ, 都) ପରିଣତ କରାଗଲା । ଟୋକିଓ-ଫୁର ସାହିଗୁଡ଼ିକୁ ବିଶେଷ ସାହିରେ ପରିଣତ କରାଗଲା । '都' ଚିତ୍ରାକ୍ଷରର ଅର୍ଥ "ରାଜଧାନୀ" ।

-ଫୁ

ଓସାକା ଓ କ୍ଯୋଟୋ ରାଜ୍ଯ ଦ୍ୱୟଙ୍କୁ ଫୁ (府) ବୋଲି କୁହାଯାଏ । 府 ଚିତ୍ରାକ୍ଷରର ଅର୍ଥ "ଚୀନରେ ଜାତୀୟ ମହତ୍ତ୍ବ ଯୁକ୍ତ ଏକ ମୁଖ୍ଯ ଶିଳ୍ପାଞ୍ଚଳ" ।

-ଦୋ

ହୋକାଇଦୋକୁ ଏକ -ଦୋ (道) ଭାବରେ ଚିହ୍ନିତ କରାଯାଏ । ଏହି ପଦଟି ପ୍ରାଚୀନ ଜାପାନୀ ଅଞ୍ଚଳଗୁଡ଼ିକ ପାଇଁ ବ୍ଯବହୃତ କରାଯାଇ ଥିଲା ।

ରାଜ୍ୟମାନଙ୍କର ସୂଚୀ

ହୋକାଇଦୋଆମୋରିଆକିତାଇୱାତେYamagataMiyagiNiigataFukushimaIbarakiTochigiChibaGunmaSaitamaTōkyōKanagawaTōkyōKanagawaOkinawaYamanashiShizuokaNaganoToyamaGifuAichiIshikawaFukuiShigaMieKyōtoŌsakaNaraŌsakaWakayamaHyōgoTottoriOkayamaShimaneHiroshimaYamaguchiKagawaTokushimaKōchiEhimeFukuokaŌitaMiyazakiSagaNagasakiKumamotoKagoshima
ଜାପାନର ରାଜ୍ଯ ସମୂହ, ଅଞ୍ଚଳଗୁଡ଼ିକୁ ରଙ୍ଗ କରାଯାଇଛି

ଜାପାନୀ ISO ଦ୍ୱାରା

ରାଜ୍ଯଗୁଡିକୁ ଅନେକ ସମୟରେ ଅଞ୍ଚଳର ଅଂଶ ଭାବେ ଦର୍ଶାଯାଇଥାଏ ।[୧][୩] ଉତ୍ତରରୁ ଦକ୍ଷିଣକୁ (ISO 3166-2:JP କ୍ରମାଙ୍କ ଆଧାରରେ), ଜାପାନର ରାଜ୍ଯଗୁଡ଼ିକ ଏବଂ ତାଙ୍କର ଅଞ୍ଚଳଗୁଡ଼ିକ:

ହୋକାଇଦୋତୋହୋକୁକାଣ୍ଟୋଚୁବୁକାନସାଇଚୁଗୋକୁଶିକୋକୁକ୍ଯୁଶୁ

1. ହୋକାଇଦୋ

2. ଆମୋରି
3. ଇୱାତେ
4. ମିଆଗି
5. ଆକିତା
6. ୟାମାଗାତା
7. ଫୁକୁଶିମା

8. ଇବାରାକି
9. ତୋଚିଗି
10. ଗୁନ୍ମା
11. ସାଇତାମା
12. ଚିବା
13. ଟୋକିଓ
14. କାନାଗାୱା

15. ନିଇଗାତା
16. ତୋୟାମା
17. ଇଶିକାୱା
18. ଫୁକୁଇ
19. ୟାମାନାଶି
20. ନାଗାନୋ
21. ଗିଫୁ
22. ଶିଜୁଓକା
23. ଆଇଚି

24. ମିଏ
25. ଶିଗେ
26. କ୍ଯୋଟୋ
27. ଓସାକା
28. ହ୍ଯୋଗୋ
29. ନାରା
30. ୱାକାୟାମା

31. ଟୋଟ୍ଟୋରୀ
32. ଶୀମାନେ
33. ଓକାୟାମା
34. ହିରୋଶିମା
35. ୟାମାଗୁଚି

36. ତୋକୁଶିମା
37. କାଗାୱା
38. ଏହିମେ
39. କୋଚି

40. ଫୁକୁଓକା
41. ସାଗା
42. ନାଗାସାକି
43. କୁମାମୋତୋ
44. ଓଇତା
45. ମିଆଜାକି
46. କାଗୋଶିମା
47. ଓକିନାୱା

ଇଂରାଜୀ ନାମ ଅନୁସାରେ

ରାଜ୍ଯରାଜଧାନୀଅଞ୍ଚଳମୁଖ୍ଯ ଦ୍ୱୀପଜନସଂଖ୍ଯାକ୍ଷେତ୍ରଫଳ²ଘନତ୍ୱ³ଜିଲ୍ଲାISO
ଞ୍ଚ

କୋ
ଡ୍
 ଆଇଚି(愛知県)ନାଗୋୟା(名古屋)ଚୁବୁହୋଁଶୁ୭୪,୮୪,୦୯୪୫,୧୭୨.୪୮୧,୪୪୬.୯୫୪JP-23୦୫୨
 Akita秋田県Akita秋田市TōhokuHonshu1,022,83911,637.5487.9625JP-05018
 Aomori青森県Aomori青森市TōhokuHonshu1,308,6499,645.59135.7840JP-02017
 Chiba千葉県Chiba千葉市KantōHonshu6,224,0275,157.651,206.8654JP-12043
 Ehime愛媛県Matsuyama松山市ShikokuShikoku1,385,8405,676.11244.2720JP-38089
 Fukui福井県Fukui福井市ChūbuHonshu787,0994,190.49187.8717JP-18077
 Fukuoka福岡県Fukuoka福岡市KyushuKyushu5,102,8714,986.401,023.41260JP-40092
 Fukushima福島県Fukushima福島市TōhokuHonshu1,913,60613,783.74138.81359JP-07024
 Gifu岐阜県Gifu岐阜市ChūbuHonshu2,032,53310,621.29191.4942JP-21058
 Gunma群馬県Maebashi前橋市KantōHonshu1,973,4766,362.28310.2735JP-10027
 Hiroshima広島県Hiroshima広島市ChūgokuHonshu2,844,9638,479.45335.5523JP-34082
 Hokkaido北海道Sapporo札幌市HokkaidoHokkaido5,383,57983,424.3168.666180JP-01011–016
 Hyōgo兵庫県Kōbe神戸市KansaiHonshu5,536,9898,400.96659.1841JP-28073
 Ibaraki茨城県Mito水戸市KantōHonshu2,917,8576,097.06478.6744JP-08029
 Ishikawa石川県Kanazawa金沢市ChūbuHonshu1,154,3434,186.09275.8519JP-17076
 Iwate岩手県Morioka盛岡市TōhokuHonshu1,279,81415,278.4083.81033JP-03019
 Kagawa香川県Takamatsu高松市ShikokuShikoku976,7561,876.72520.5517JP-37087
 Kagoshima鹿児島Kagoshima鹿児島KyushuKyushu1,648,7529,186.94179.4843JP-46099
 Kanagawa神奈川Yokohama横浜市KantōHonshu9,127,3232,415.833,778.2633JP-14045
 Kōchi高知県KochiKōchi高知市ShikokuShikoku728,4617,103.93102.5634JP-39088
 Kumamoto熊本県Kumamoto熊本市KyushuKyushu1,786,9697,409.35241.2945JP-43096
 Kyoto京都府Kyoto京都市KansaiHonshu2,610,1404,612.19565.9626JP-26074
 Mie三重県Tsu津市KansaiHonshu1,815,8275,774.40314.5729JP-24059
 Miyagi宮城県Sendai仙台市TōhokuHonshu2,334,2157,282.22320.51035JP-04022
 Miyazaki宮崎県Miyazaki宮崎市KyushuKyushu1,104,3777,735.31142.8626JP-45098
 Nagano長野県Nagano長野市ChūbuHonshu2,099,75913,104.29154.81477JP-20026
 Nagasaki長崎県Nagasaki長崎市KyushuKyushu1,377,7804,132.09333.4421JP-42095
 Nara奈良県Nara奈良市KansaiHonshu1,365,0083,691.09369.8739JP-29074
 Niigata新潟県Niigata新潟市ChūbuHonshu2,305,09812,584.10183.2930JP-15025
 Ōita大分県OitaŌita大分市KyushuKyushu1,166,7296,340.71184318JP-44097
 Okayama岡山県Okayama岡山市ChūgokuHonshu1,922,1817,114.50270.21027JP-33086
 Okinawa沖縄県Naha那覇市KyushuRyukyu Islands1,434,1382,281.12628.7541JP-47098
 Osaka大阪府Ōsaka大阪市KansaiHonshu8,838,9081,905.144,639.9543JP-2706x
 Saga佐賀県Saga佐賀市KyushuKyushu833,2452,440.68341.4620JP-41095
 Saitama埼玉県SaitamaさいたまKantōHonshu7,261,2713,797.751,912863JP-11048
 Shiga滋賀県Ōtsu大津市KansaiHonshu1,413,1844,017.38351.8319JP-25077
 Shimane島根県Matsue松江市ChūgokuHonshu694,1886,708.24103.5519JP-32085
 Shizuoka静岡県Shizuoka静岡市ChūbuHonshu3,701,1817,777.42475.8535JP-22054
 Tochigi栃木県Utsunomiya宇都宮KantōHonshu1,974,6716,408.09308.2526JP-09028
 Tokushima徳島県Tokushima徳島市ShikokuShikoku756,0634,146.65182.3824JP-36088
 Tokyo東京都Shinjuku新宿区KantōHonshu13,513,7342,190.936,168.1139JP-1303x
042
 Tottori鳥取県Tottori鳥取市ChūgokuHonshu573,6483,507.05163.6519JP-31085
 Toyama富山県Toyama富山市ChūbuHonshu1,066,8834,247.61251.2215JP-16076
 Wakayama和歌山Wakayama和歌山KansaiHonshu963,8504,724.69204630JP-30075
 Yamagata山形県Yamagata山形市TōhokuHonshu1,122,9579,323.15120.4835JP-06023
 Yamaguchi山口県Yamaguchi山口市ChūgokuHonshu1,405,0076,112.30229.9419JP-35083
 Yamanashi山梨県Kōfu甲府市ChūbuHonshu835,1654,465.27187527JP-19055

Notes: ¹ as of 2015; ² km²; ³ per km²

ଆଧାର