ଡେଭିଡ କାମେରନ

ଡେଭିଡ ଉଇଲିୟମ ଡୋନାଲ୍ଡ କାମେରନ (୯ ଅକ୍ଟୋବର ୧୯୬୬), ଜଣେ ବ୍ରିଟିଶ ରାଜେନତା, ଯିଏକି ୨୦୧୦-୨୦୧୬ ପର୍ଯ୍ୟନ୍ତ ୟୁନାଇଟେଡ କିଙ୍ଗଡମର ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ । ସେ ୨୦୦୫ରୁ ୨୦୧୬ ଯାଏଁ କଞ୍ଜର୍ଭେଟିଭ ପାର୍ଟିର ନେତା ରହିଛନ୍ତି ।

ଡେଭିଡ କାମେରନ
ୟୁନାଇଟେଡ଼ କିଙ୍ଗଡମର ପୁର୍ବତନ ପ୍ରଧାନମନ୍ତ୍ରୀ
କାର୍ଯ୍ୟକାଳ
୧୧ ମଇ ୨୦୦୧୦ – ୧୩ ଜୁଲାଇ ୨୦୧୬
Monarchଏଲିଜାବେଥ II
DeputyNick Clegg (Before 2015)
ପୂର୍ବ ଅଧିକାରୀଗୋରୋଡ ବ୍ରାଉନ
ପର ଅଧିକାରୀଥେରେସା ମେ
Leader of the Opposition
କାର୍ଯ୍ୟକାଳ
୬ ଡିସେମ୍ବର ୨୦୦୫ – ୧୧ ମଇ ୨୦୧୦
MonarchElizabeth II
ପ୍ରଧାନ ମନ୍ତ୍ରୀ
  • Tony Blair
  • Gordon Brown
ପୂର୍ବ ଅଧିକାରୀMichael Howard
ପର ଅଧିକାରୀHarriet Harman
Leader of the Conservative Party
କାର୍ଯ୍ୟକାଳ
୬ ଡିସେମ୍ବର ୨୦୦୫ – ୧୧ ଜୁଲାଇ ୨୦୧୬
ପୂର୍ବ ଅଧିକାରୀMichael Howard
ପର ଅଧିକାରୀTheresa May
Shadow Secretary of State for Education and Skills
କାର୍ଯ୍ୟକାଳ
୬ ମଇ୨୦୦୫ – ୬ ଡିସେମ୍ବର ୨୦୦୫
ନେତାMichael Howard
ପୂର୍ବ ଅଧିକାରୀTim Collins
ପର ଅଧିକାରୀDavid Willetts
Conservative Policy Review Coordinator
କାର୍ଯ୍ୟକାଳ
୧୫ମାର୍ଚ୍ଚ ୨୦୦୬ – ୬ ମଇ ୨୦୦୫
ନେତାMichael Howard
ପୂର୍ବ ଅଧିକାରୀDavid Willetts
ପର ଅଧିକାରୀOliver Letwin (Review Chair)
Member of Parliament
for Witney
Incumbent
Assumed office
୭ ଜୁନ ୨୦୦୧
ପୂର୍ବ ଅଧିକାରୀShaun Woodward
Majority25,155 (43.0%)
ବ୍ୟକ୍ତିଗତ ସବିଶେଷ
ଜନ୍ମ
David William Donald Cameron

(1966-10-09) ୯ ଅକ୍ଟୋବର ୧୯୬୬ (ବୟସ ୫୭)
London, England, UK
ରାଜନୀତିକ ଦଳConservative
ଜୀବନ ସାଥୀ
Samantha Sheffield
(m. ୧୯୯୬)
ସନ୍ତାନ
  • Ivan
  • Nancy
  • Arthur
  • Florence
ବାପା/ବୋଉ
  • Ian Cameron
  • Fleur Mount
ଶିକ୍ଷାନୁଷ୍ଠାନBrasenose College, Oxford
ସନ୍ତକ

ସେ ଲଣ୍ଡନରେ ଗୋଟେ ଧନୀ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ସେ ହେଦରଡାଉନ ବିଦ୍ୟାଳୟ, ଏଟୋନ ମହାବିଦ୍ୟାଳୟ ଏବଂ ବ୍ରାସେନୋସ ମହାବିଦ୍ୟାଳୟରେ ଅଧ୍ୟୟନ କରିଥିଲେ ।

ପରିବାର

କାମେରନ ହେଉଛନ୍ତି ଇଆନ ଡୋନାଲ୍ଡ କାମେରନ ଓ ମେରି ଫ୍ଲେଉରଙ୍କ ସାନ ପୁଅ ।[୧]

କାମେରନ ଲଣ୍ଡନର ମାରିଲେବୋନେରେ ଜନ୍ମ ଗ୍ରହଣ କରିଥିଲେ ।[୨]  ତାଙ୍କର ଜଣେ ଭାଇ ଓ ଦୁଇଜଣ ଭଉଣୀ ଅଛନ୍ତି । [୩][୪]

ଶିକ୍ଷା

ସାତ ବର୍ଷରୁ କାମେରନ ଦୁଇଟି ସ୍ୱାଧୀନ ବିଦ୍ୟାଳୟରେ  ପାଠ ପଢ଼ିଥିଲେ ।[୫]  ୧୩ବର୍ଷରେ ସେ ଏଟୋନ ମହାବିଦ୍ୟାଳୟକୁ ଯାଇଥିଲେ .[୬]  

ବ୍ରାସେନୋସେ ମହାବିଦ୍ୟାଳୟ, ଅକ୍ଶଫୋର୍ଡ

ରାଜନୈତିକ ଜୀବନ

ସ୍ନାତୋକପରେ ସେ କଞ୍ଜର୍ଭେଟିଭ ଗବେଷଣା ବିଭାଗ ପାଇଁ କାମ କରିଥିଲେ ।[34] 

ରାଷ୍ଟ୍ରପତି

ଟରୋଣ୍ଟାରେ କାମେରନ ଓ ବରାକ ଓବାମା

ଆଧାର