୨୮ ଜାନୁଆରୀ

ତାରିଖ
୧୦୧୧୧୨୧୩
୧୪୧୫୧୬୧୭୧୮୧୯୨୦
୨୧୨୨୨୩୨୪୨୫୨୬୨୭
୨୮୨୯୩୦୩୧
  ୨୦୨୪ (ରବିବାର)
  ୨୦୨୩ (ଶନିବାର)
  ୨୦୨୨ (ଶୁକ୍ରବାର)
  ୨୦୨୧ (ଗୁରୁବାର)
  ୨୦୨୦ (ମଙ୍ଗଳବାର)
  ୨୦୧୯ (ସୋମବାର)
  ୨୦୧୮ (ରବିବାର)
  ୨୦୧୭ (ଶନିବାର)
  ୨୦୧୬ (ଗୁରୁବାର)
  ୨୦୧୫ (ବୁଧବାର)

ଗ୍ରେଗୋରୀ ପାଞ୍ଜି ଅନୁସାରେ ୨୮ ଜାନୁଆରୀ ବର୍ଷର ୨୮ତମ ଦିବସ ଅଟେ । ବର୍ଷ ଶେଷ ହେବା ପାଇଁ ଆଉ ୩୩୭ ଦିନ ବାକି ଅଛି (ଅଧିବର୍ଷ ଗୁଡ଼ିକରେ ୩୩୮ ଦିନ ) ।

ଘଟଣାବଳୀ

  • ୧୮୨୧ : ଆଲେକଜାଣ୍ଡାର ଦ୍ୱୀପ ଠାବ ହେଲା।
  • ୧୯୪୮: ଆକାଶବାଣୀ କଟକ କେନ୍ଦ୍ରର ପ୍ରତିଷ୍ଠା।
  • ୧୯୬୧ : ରୁଆଣ୍ଡାରେ ଗଣତନ୍ତ୍ର ଦିବସର ପାଳନ ଆରମ୍ଭ ।
  • ୧୯୬୫ : କାନାଡାରେ ନୂତନ ପତକା ନିର୍ମିତ ।
  • ୧୯୬୫ : ବ୍ରିଟିଶ ଟେଲିଭିଜନରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ପ୍ରଥମ କାର୍ଯ୍ୟକ୍ରମ।

ଜନ୍ମ

ମୃତ୍ୟୁ

ପର୍ବପର୍ବାଣି

ବାହାର ଲିଙ୍କ