୨୯ ଜାନୁଆରୀ

ତାରିଖ
୧୦୧୧୧୨୧୩
୧୪୧୫୧୬୧୭୧୮୧୯୨୦
୨୧୨୨୨୩୨୪୨୫୨୬୨୭
୨୮୨୯୩୦୩୧
  ୨୦୨୪ (ସୋମବାର)
  ୨୦୨୩ (ରବିବାର)
  ୨୦୨୨ (ଶନିବାର)
  ୨୦୨୧ (ଶୁକ୍ରବାର)
  ୨୦୨୦ (ବୁଧବାର)
  ୨୦୧୯ (ମଙ୍ଗଳବାର)
  ୨୦୧୮ (ସୋମବାର)
  ୨୦୧୭ (ରବିବାର)
  ୨୦୧୬ (ଶୁକ୍ରବାର)
  ୨୦୧୫ (ଗୁରୁବାର)

ଗ୍ରେଗୋରୀ ପାଞ୍ଜି ଅନୁସାରେ ୨୯ ଜାନୁଆରୀ ବର୍ଷର ୨୯ତମ ଦିବସ ଅଟେ । ବର୍ଷ ଶେଷ ହେବା ପାଇଁ ଆଉ ୩୩୬ ଦିନ ବାକି ଅଛି (ଅଧିବର୍ଷ ଗୁଡ଼ିକରେ ୩୩୭ ଦିନ ) ।

ଘଟଣାବଳୀ

  • ୧୮୧୪ : ଫ୍ରାନ୍ସ ଋଷିଆକୁ ପରାସ୍ତ କଲା।
  • ୧୮୬୧ : କାନସାସ୍ ଆମେରିକାର ୩୪ତମ ରାଷ୍ଟ୍ର ଭାବେ ବିବେଚିତ ହେଲା।
  • ୧୮୮୬ : ପ୍ରଥମଥର ଗ୍ୟାସୋଲିନ୍ ଚାଳିତ କାର ନିର୍ମିତ।
  • ୧୮୯୬ : ସ୍ତନ କର୍କଟ ରୋଗର ପ୍ରଥମଥର ଅତ୍ୟାଧୁନିକ ଚିକିତ୍ସା ବିଦେଶୀ ଡାକ୍ତର ଏମିଲି ଗ୍ରୁବେ ଆରମ୍ଭ କଲେ।
  • ୧୯୨୪ : ଆଇସକ୍ରିମ୍ କୋନ୍ ଯନ୍ତ୍ର କ୍ଲେଭଲ୍ୟାଣ୍ଡରେ ନିର୍ମିତ ।
  • ୧୯୪୨ : ଜର୍ମାନୀ ସେନା ଲିବିଆ ଅଧିକାର କଲା।
  • ୧୯୮୮ : ବ୍ରିଟେନର ଏକ ବୋଇଂ ବିମାନ ୩୬ ଘଣ୍ଟାରେ ବିଶ୍ୱ ପରିକ୍ରମା କଲା।

ଜନ୍ମ

ଦେହାନ୍ତ

ପର୍ବପର୍ବାଣି

ବାହାର ଲିଙ୍କ