୨୩ ଜାନୁଆରୀ

ତାରିଖ
୧୦୧୧୧୨୧୩
୧୪୧୫୧୬୧୭୧୮୧୯୨୦
୨୧୨୨୨୩୨୪୨୫୨୬୨୭
୨୮୨୯୩୦୩୧
  ୨୦୨୪ (ମଙ୍ଗଳବାର)
  ୨୦୨୩ (ସୋମବାର)
  ୨୦୨୨ (ରବିବାର)
  ୨୦୨୧ (ଶନିବାର)
  ୨୦୨୦ (ଗୁରୁବାର)
  ୨୦୧୯ (ବୁଧବାର)
  ୨୦୧୮ (ମଙ୍ଗଳବାର)
  ୨୦୧୭ (ସୋମବାର)
  ୨୦୧୬ (ଶନିବାର)
  ୨୦୧୫ (ଶୁକ୍ରବାର)

ଗ୍ରେଗୋରୀ ପାଞ୍ଜି ଅନୁସାରେ ୨୩ ଜାନୁଆରୀ ବର୍ଷର ୨୩ତମ ଦିବସ ଅଟେ । ବର୍ଷ ଶେଷ ହେବା ପାଇଁ ଆଉ ୩୪୨ ଦିନ ବାକି ଅଛି (ଅଧିବର୍ଷ ଗୁଡ଼ିକରେ ୩୪୩ ଦିନ ) ।

ଘଟଣାବଳୀ

  • ୧୫୭୧ : ଲଣ୍ଡନଠାରେ ରୟଲ ଏକ୍ସଚେଞ୍ଜର ଶୁଭରମ୍ଭ ।
  • ୧୭୮୯: ଆମେରିକାରେ ଜର୍ଜ ଟାଉନ ପ୍ରତିଷ୍ଠା।
  • ୧୭୯୩ : ପୋଲାଣ୍ଡର ବିଭାଜନ।
  • ୧୯୯୩ : ଭାରତୀୟ ବିମାନ ଦୁର୍ଘଟଣାରେ ୬୧ ମୃତ ।

ଜନ୍ମ

ଦେହାନ୍ତ

ପର୍ବପର୍ବାଣି

ବାହାର ଲିଙ୍କ