୨ ସେପ୍ଟେମ୍ବର

ତାରିଖ
୧୦୧୧୧୨୧୩୧୪
୧୫୧୬୧୭୧୮୧୯୨୦୨୧
୨୨୨୩୨୪୨୫୨୬୨୭୨୮
୨୯୩୦
  ୨୦୨୩ (ଶନିବାର)
  ୨୦୨୨ (ଶୁକ୍ରବାର)
  ୨୦୨୧ (ଗୁରୁବାର)
  ୨୦୨୦ (ବୁଧବାର)
  ୨୦୧୯ (ସୋମବାର)
  ୨୦୧୮ (ରବିବାର)
  ୨୦୧୭ (ଶନିବାର)
  ୨୦୧୬ (ଶୁକ୍ରବାର)
  ୨୦୧୫ (ବୁଧବାର)
  ୨୦୧୪ (ମଙ୍ଗଳବାର)

ଗ୍ରେଗୋରୀ ପାଞ୍ଜି ଅନୁସାରେ ୨ ସେପ୍ଟେମ୍ବର ବର୍ଷର ୨୪୫ତମ ଦିବସ ଅଟେ (ଅଧିବର୍ଷ ଗୁଡ଼ିକରେ - ୨୪୬ତମ) । ବର୍ଷ ଶେଷ ହେବା ପାଇଁ ଆଉ ୧୨୦ ଦିନ ବାକି ଅଛି ।

ଘଟଣାବଳୀ

ମହାକାଶରେ ସୋୟୁଜ୍ ଟିଏମ୍-୨୪ ମହାକାଶଯାନର ଏକ ଦୃଶ୍ୟ ।

[୧]

  • ୧୮୦୬ ମସିହା: ସୁଇଜରଲ୍ୟାଣ୍ଡରେ ଭୂସ୍ଖଳନ ଯୋଗୁଁ ୪୫୭ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା ।
  • ୧୯୧୯ ମସିହା: ଇଟାଲୀରେ ସର୍ବସାଧାରଣଙ୍କୁ ମତଦାନ ଅଧିକାର ପ୍ରଦାନ କରାଯାଇଥିଲା ।
  • ୧୯୩୫ ମସିହା: ଫ୍ଲୋରିଡାରେ ହୋଇଥିବା ଘୂର୍ଣ୍ଣିଝଡ଼ରେ ୪୨୩ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା ।
  • ୧୯୪୫ ମସିହା: ଭିଏତନାମ ସ୍ୱାଧୀନ ହୋଇଥିଲା ।
  • ୧୯୫୧ ମସିହା: ଅଷ୍ଟ୍ରେଲିଆ-ନ୍ୟୁଜିଲାଣ୍ଡ-ଆମେରିକା ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା ।
  • ୧୯୯୨ ମସିହା: ନିକାରାଗୁଆଠାରେ ହୋଇଥିବା ଭୂମିକମ୍ପରେ ୧୧୯ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା ।
  • ୧୯୯୬ ମସିହା: ମହାକାଶଯାନ ସୋୟୁଜ୍ ଟିଏମ୍-୨୪ (Soyuz TM-24)ର ଧରାବତରଣ ହୋଇଥିଲା ।
  • ୧୯୯୮ ମସିହା: ସ୍ୱିସ୍ଏୟାର୍ ବିମାନ ଦୁର୍ଘଟଣାରେ ୨୨୯ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା ।
  • ୨୦୧୬ ମସିହା: ଭାରତର କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ଓ ସମସ୍ତ ସ୍ୱାଧୀନ ଫେଡେରେସନ୍‌ଗୁଡ଼ିକ ପକ୍ଷରୁ ୧୨ ଦଫା ଦାବି ନେଇ ଦେଶବ୍ୟାପୀ ଧର୍ମଘଟ ଡାକରା ଦିଆଯାଇଥିଲା ।

ଜନ୍ମ

ଦେହାନ୍ତ

ପର୍ବପର୍ବାଣି

ଆଧାର

ବାହାର ଲିଙ୍କ