୯ ସେପ୍ଟେମ୍ବର

ତାରିଖ
୧୦୧୧୧୨୧୩୧୪
୧୫୧୬୧୭୧୮୧୯୨୦୨୧
୨୨୨୩୨୪୨୫୨୬୨୭୨୮
୨୯୩୦
  ୨୦୨୩ (ଶନିବାର)
  ୨୦୨୨ (ଶୁକ୍ରବାର)
  ୨୦୨୧ (ଗୁରୁବାର)
  ୨୦୨୦ (ବୁଧବାର)
  ୨୦୧୯ (ସୋମବାର)
  ୨୦୧୮ (ରବିବାର)
  ୨୦୧୭ (ଶନିବାର)
  ୨୦୧୬ (ଶୁକ୍ରବାର)
  ୨୦୧୫ (ବୁଧବାର)
  ୨୦୧୪ (ମଙ୍ଗଳବାର)

ଗ୍ରେଗୋରୀ ପାଞ୍ଜି ଅନୁସାରେ ୯ ସେପ୍ଟେମ୍ବର ବର୍ଷର ୨୫୨ତମ ଦିବସ ଅଟେ (ଅଧିବର୍ଷ ଗୁଡ଼ିକରେ - ୨୫୩ତମ) । ବର୍ଷ ଶେଷ ହେବା ପାଇଁ ଆଉ ୧୧୩ ଦିନ ବାକି ଅଛି ।

ଘଟଣାବଳୀ

[୧]

  • ୧୭୯୧: ଆମେରିକାର ରାଷ୍ଟ୍ରପତି ଜର୍ଜ ୱାଶିଂଟନ୍‌ଙ୍କ ନାମ ଅନୁସାରେ ଆମେରିକାର ରାଜଧାନୀ ୱାଶିଂଟନ୍ ନାମିତ ହୋଇଥିଲା ।
  • ୧୯୪୮: କୋରିଆରେ ଗଣତନ୍ତ୍ର ଦିବସ ପାଳିତ ହୋଇଥିଲା ।
  • ୧୯୫୭: କୋଷ୍ଟାରିକାରେ ଶିଶୁ ଦିବସ ପାଳନ ଆରମ୍ଭ ହୋଇଥିଲା ।
  • ୧୯୬୫: ନ୍ୟୁ ଅର୍‌ଲିନ୍ସ୍ ଘୂର୍ଣ୍ଣିଝଡ଼ରେ ୭୬ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା ।
  • ୧୯୯୧: ତାଜିକିସ୍ତାନ ରୁଷିଆଠାରୁ ସ୍ୱାଧୀନ ହୋଇଥିଲା ।
  • ୧୯୯୪: ଡିସ୍‌କଭରି-୨୦ ମହାକାଶଯାନର ଉତ୍‌କ୍ଷେପଣ କରାଯାଇଥିଲା ।
  • ୨୦୧୨: ଇରାକ ଘୂର୍ଣ୍ଣିଝଡ଼ରେ ୧୦୦ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା ।
  • ୨୦୧୬: ଭାରତୀୟ ତଟରକ୍ଷୀ ବାହିନୀରେ ଅତ୍ୟାଧୁନିକ ପଇଁତରା ଜାହାଜ ସାରଥିକୁ ସାମିଲ କରାଯାଇଥିଲା ।
ଭାରତର ଓଡ଼ିଶା ରାଜ୍ୟସ୍ଥିତ ଅନୁଗୋଳ ଜିଲ୍ଲାର ଆଠମଲ୍ଲିକଠାରେ ଏକ ପୋଲରୁ ବସ୍ ଖସି ୧୯ ଜଣ ଯାତ୍ରୀ ମୃତ୍ୟୁବରଣ କରିଥିଲେ ।

ଜନ୍ମ

ମୃତ୍ୟୁ

ପର୍ବପର୍ବାଣି

ଆଧାର

ବାହାର ଲିଙ୍କ