ପାଳଙ୍ଗ

ପାଳଙ୍ଗ ଏକ ପ୍ରକାର ଶାଗ ।[୧] ଏହାର ବହୁତ ଔଷଧୀୟ ଗୁଣ ଅଛି ।[୨]

ପାଳଙ୍ଗ

ବ୍ୟବହାର

ପାଳଙ୍ଗ ଶାଗରେ ଭଜା ପ୍ରସ୍ତୁତ ହୁଏ । ଓଡ଼ିଆ ରାନ୍ଧଣାରେ ଏହା ଛଡା ପକୁଡି, ବରା, ରାଇ, ତରକାରୀ ଇତ୍ୟାଦିରେ ମଧ୍ୟ ପାଳଙ୍ଗ ବ୍ୟବହାର ହୁଏ । ବିଶେଷତଃ ଖଟା ପାଳଙ୍ଗ ତରକାରୀ ତିଆରି କରିବା ପାଇଁ କାମରେ ଲାଗେ ।

ରୋଷେଇ ପ୍ରଣାଳୀ

ଓଡ଼ିଆ ରାନ୍ଧଣାରେ ସାଧା ପାଳଙ୍ଗକୁ କାଟି, ଭାଜି, ଖାସି ମାଂସ ସହିତ ମିଶାଇ ଭଜା ଓ ତରକାରୀ ପ୍ରସ୍ତୁତ ହୁଏ ।

ଚାଷ ପ୍ରଣାଳୀ

ଆଧାର