୧୬ ଜୁନ
ତାରିଖ
<< | ଜୁନ | >> | ||||
ରବି | ସୋମ | ମଙ୍ଗଳ | ବୁଧ | ଗୁରୁ | ଶୁକ୍ର | ଶନି |
୧ | ||||||
୨ | ୩ | ୪ | ୫ | ୬ | ୭ | ୮ |
୯ | ୧୦ | ୧୧ | ୧୨ | ୧୩ | ୧୪ | ୧୫ |
୧୬ | ୧୭ | ୧୮ | ୧୯ | ୨୦ | ୨୧ | ୨୨ |
୨୩ | ୨୪ | ୨୫ | ୨୬ | ୨୭ | ୨୮ | ୨୯ |
୩୦ | ||||||
୨୦୨୪ |
June 16 in recent years |
୨୦୨୩ (ଶୁକ୍ରବାର) |
୨୦୨୨ (ଗୁରୁବାର) |
୨୦୨୧ (ବୁଧବାର) |
୨୦୨୦ (ମଙ୍ଗଳବାର) |
୨୦୧୯ (ରବିବାର) |
୨୦୧୮ (ଶନିବାର) |
୨୦୧୭ (ଶୁକ୍ରବାର) |
୨୦୧୬ (ଗୁରୁବାର) |
୨୦୧୫ (ମଙ୍ଗଳବାର) |
୨୦୧୪ (ସୋମବାର) |
ଗ୍ରେଗୋରୀ ପାଞ୍ଜି ଅନୁସାରେ ୧୬ ଜୁନ ବର୍ଷର ୧୬୭ତମ ଦିବସ ଅଟେ (ଅଧିବର୍ଷ ଗୁଡ଼ିକରେ - ୧୬୮ତମ) । ବର୍ଷ ଶେଷ ହେବା ପାଇଁ ଆଉ ୧୯୮ ଦିନ ବାକି ଅଛି ।
ଘଟଣାବଳୀ
- . 1606-ଜହାଁଗୀରର ଦିଲ୍ଲୀ ରାଜତ୍ୱକାଳରେ ସିଖ ଗୁରୁ ଅର୍ଜୁନ ଦେବଙ୍କୁ ଲାହୌର (ପାକିସ୍ତାନ)ରେ ନିର୍ମମ ଭାବେ ହତ୍ୟା କରିଦିଆ ଯାଇଥିଲା ।
- . 1858-ପ୍ରଥମ ଭାରତୀୟ ସ୍ୱଧୀନତା ସଂଗ୍ରାମ ସମୟରେ ମୋରାରଠାରେ ଯୁଦ୍ଧ ଆରମ୍ଭ ହେଲା ।
- . 1903-ଫୋର୍ଟ ମୋଟର କମ୍ପାନୀ କାର୍ଯ୍ୟକ୍ଷମ ହେଲା ।
- . 1923- ସାଇବେରିଆର ୟାକୁଟ ବିଦ୍ରୋହ ତଥା ରୂଷ ନାଗରିକ ଯୁଦ୍ଧ ସମାପ୍ତ ହେଲା ।
- . 1924- ଚୀନରେ ବମପୋଆ ସୈନ୍ୟ ଏକାଡମୀର ସ୍ଥାପନା ହେଲା ।
- . 1976-ଦକ୍ଷିଣ ଅଫ୍ରିକାରେ ଟୋଏଟାଠାରେ ଦସ ହଜାର କଳା ସ୍କୂଲୀ ଛାତ୍ର ସ୍କୁଲ ଗୁଡିକରେ ମିଳୁଥିବା ନିମ୍ନ ଗୁଣବତ୍ତାର ଶିକ୍ଷା ବିରୋଧରେ ତଥା ନିଜ ଭାଷାରେ କଥା ଅଧିକାର ପାଇବା ପାଇଁ ପ୍ରାୟଃ ଅଧା ମୀଲ ଲଂବା ପ୍ରଦର୍ଶନ କରିଥିଲେ । ଫଳରେ 100ରୁ ଅଧିକ ଛାତ୍ର ପୁଲିସ ଗୁଳିର ଶିକାର ହେଲେ ଏବଂ ହଜାରରୁ ଅଧିକ ଆଘାତ ହୋଇଥିଲେ ।
- . 1997-ଅଲ୍ଜୀରିଆରେ ନରସଂହାର ହେଲାରୁ ଏଥିରେ 50 ଲୋକଙ୍କର ମୃତ୍ୟୁ ହୋଇଯାଇଥିଲା ।
ଜନ୍ମ
- ୧୭୨୩: ଆଡାମ ସ୍ମିଥ, ସ୍କଟିସ ଦାର୍ଶନିକ (ମୃତ୍ୟୁ: ୧୭ ଜୁଲାଇ ୧୭୯୦)
ଦେହାନ୍ତ
ପର୍ବପର୍ବାଣି
ବାହାର ଲିଙ୍କ
ଉଇକିମିଡ଼ିଆ କମନ୍ସରେ ୧୬ ଜୁନବାବଦରେ ମାଧ୍ୟମ ରହିଛି ।
🔥 Top keywords: ପ୍ରଧାନ ପୃଷ୍ଠାରାମ ନବମୀଓଡ଼ିଆ ଭାଷାବିଶେଷ:ଖୋଜନ୍ତୁସୁଦଶା ବ୍ରତମିଡ଼ିଆଉଇକି:Interwiki-links.jsଜଗନ୍ନାଥ ଦାସଅମୃତାୟନଉଇକିପିଡ଼ିଆ:ଉଇକିପିଡ଼ିଆ ବାବଦରେଦ୍ୱିତୀୟ ବିଶ୍ୱଯୁଦ୍ଧଉଇକିପିଡ଼ିଆ:ସଙ୍ଘ ସୂଚନା ଫଳକବିଜୁ ପଟ୍ଟନାୟକରାଧାନାଥ ରାୟଜଗନ୍ନାଥ ମନ୍ଦିରରାମଫକୀର ମୋହନ ସେନାପତିସହଯୋଗ:ବିଷୟବସ୍ତୁଜଗନ୍ନାଥଉଇକିପିଡ଼ିଆ:ଆମ ସହ ଯୋଗାଯୋଗରାମାୟଣଓଡ଼ିଆ ସାହିତ୍ୟସାରଳା ଦାସମଧୁସୂଦନ ଦାସଉଇକିପିଡ଼ିଆଗୋପବନ୍ଧୁ ଦାସଗଙ୍ଗାଧର ମେହେରwiki.phtmlଗୋପୀନାଥ ମହାନ୍ତିଲିଙ୍ଗରାଜ ମନ୍ଦିରଗୋଦାବରୀଶ ମିଶ୍ରମଧୁସୂଦନ ରାଓଉଇକିପିଡ଼ିଆ:ଆମେ ଦାୟୀ ନୋହୁଁନମିତା ଅଗ୍ରୱାଲଶାନ୍ତନୁ କୁମାର ଆଚାର୍ଯ୍ୟଛାଞ୍ଚ:Key press/docପଣା ସଂକ୍ରାନ୍ତିଲକ୍ଷ୍ମୀକାନ୍ତ ମହାପାତ୍ରମନୋଜ ଦାସଅଂଶୁଘାତ