ଆଣ୍ଡ୍ରଏଡ଼
ଆଣ୍ଡ୍ରଏଡ ଅଥବା ଆନ୍ଦ୍ରଏଡ (IPA:/ˈændrɔɪd/)ଲିନକ୍ସ ଉପରେ ଆଧାରିତ ଏକ ମୋବାଇଲ ସଫ୍ଟୱେର । ଏହାକୁ ମୂଖ୍ୟତଃ ସ୍ମାର୍ଟଫୋନ ଏବଂ ଟାବଲେଟ କମ୍ପ୍ୟୁଟର ଇତ୍ୟାଦିକୁ ସଂଚାଳନ କରିବାରେ ଉପଯୋଗ କରାଯାଇଥାଏ । ଏହାର ବିକାଶ ମୂଳରୁପରେ ୨୦୦୫ ମସିହାରେ ଗୁଗୁଲ କରିଥିଲା ଏବଂ ତା ପରେ ୨୦୦୭ରେ ଓପନ ହାଣ୍ଡସେଟ ଆଲାଏନ୍ସ ଏହାକୁ ଆଗକୁ ବଢାଇଥିଲା ।
କମ୍ପାନୀ / ସଫ୍ଟୱେର ଗଢ଼ାଳି | Google Inc, Open Handset Alliance, Android (operating system)#Android Open Source Project |
---|---|
ପ୍ରଗ୍ରାମ କେଉଁଠି କରାଯାଇଛି: | କୋଟଲିନ,C (core),[୧] Java (UI), C++ |
OS ପରିବାର | Linux |
କାମର ସ୍ଥିତି | Current |
ସ୍ରୋତ ମଡ଼େଲ | Open Source |
ଆରମ୍ଭ ସଂସ୍କରଣ | ସେପ୍ଟେମ୍ବର 20, 2008 |
Latest stable release | ୮.୦ (ଓରିଓ) / ଅଗଷ୍ଟ ୨୧ ୨୦୧୭ |
ନଗଦ ଅସ୍ଥିର ସଙ୍କଳନ | ୮.୧ |
ପ୍ୟାକେଜ ମ୍ୟାନେଜର | Google Play / APK |
ସହାୟକ ପ୍ଲାଟଫର୍ମ | ARM, MIPS, |
କର୍ନେଲ ପ୍ରକାର | Monolithic (modified Linux kernel) |
ଡିଫଲ୍ଟ ଇଉଜର ଇଣ୍ଟରଫେସ | Graphical |
ଲାଇସେନ୍ସ | Apache License 2.0 Linux kernel patches under GNU GPL v2[୨] |
ୱେବସାଇଟ | www |
ଇତିହାସ
thumb|ଆଧୁନିକ ଆଣ୍ଡ୍ରଏଡଯୁକ୍ତରାଷ୍ଟ୍ର ଆମେରିକାର କାଲିଫର୍ଣ୍ଣିଆରେ ଥିବା ପାଲୋ ଅଲ୍ଟୋଠାରେ ଆଣ୍ଡ୍ରଏଡ, Inc.ର ଉତ୍ପତ୍ତି ହେଇଥିଲା ।ଏହା ପ୍ରଥମେ 1.3 ସଂସ୍କରଣରେ ବାହାରିଥିଲା ଜାହାକି ଲୋକଙ୍କ ମନକୁ ପସନ୍ଦ ଆସିଥିଲା । ପରେ ଏହାର ବିଭିନ୍ନ ସଂସ୍କରଣ ବାହାରିଲା ।
- ୨.୨ ଫ୍ରୋୟୋ
- ୨.୩ ଜିଙ୍ଗରବ୍ରେଡ
- ୩.୦ ହନିକମ୍ବ
- ୩.୧ ହନିକମ୍ବ,
- ୩.୨ହନିକମ୍ବ,
- ୪.୦ ଆଇସ କ୍ରିମ-ସାଣ୍ଡବିଚ,
- ୪.୧ ଜେଲିବିନ୍
- ୪.୪ କିଟ୍ କାଟ୍
- ୫.୦ ଲଲିପପ୍
- ୬.୦ ମାର୍ଶମେଲୋ
- ୭.୦ ନୋଘଟ
- ୮.୦ ଓରିଓ
ବିଶେଷତ୍ୱ
- ହ୍ୟାଣ୍ଡସଟ ଲେ-ଆଉଟ
- କନେକଟିଭିଟି
- ମେସେଜ
- ଏକରୁ ଅଧିକ ଭାଷା
- ୱେବ ବ୍ରାଉଜର
- ଜାଭା ସ୍କ୍ରିପ୍ଟ
- ମିଡିଆ ସପୋର୍ଟ
- ଷ୍ଟ୍ରିମିଙ୍ଗ ମେଡ଼ିଆ ସପୋର୍ଟ
- ମଲ୍ଟି ଟଚ
- ବ୍ଲୁ-ଟୁଥ
- ଭିଡିଓ କଲିଙ୍ଗ
- ମଲ୍ଟି-ଟାସ୍କିଙ୍ଗ
- ଟେଥରିଙ୍ଗ
- ସ୍କ୍ରିନ କ୍ୟାପଚର
- ଏକ୍ସଟ୍ରନାଲ ମେମୋରି ଷ୍ଟୋରେଜ
ଆଧାର
🔥 Top keywords: ପ୍ରଧାନ ପୃଷ୍ଠାରାମ ନବମୀଓଡ଼ିଆ ଭାଷାବିଶେଷ:ଖୋଜନ୍ତୁସୁଦଶା ବ୍ରତମିଡ଼ିଆଉଇକି:Interwiki-links.jsଜଗନ୍ନାଥ ଦାସଅମୃତାୟନଉଇକିପିଡ଼ିଆ:ଉଇକିପିଡ଼ିଆ ବାବଦରେଦ୍ୱିତୀୟ ବିଶ୍ୱଯୁଦ୍ଧଉଇକିପିଡ଼ିଆ:ସଙ୍ଘ ସୂଚନା ଫଳକବିଜୁ ପଟ୍ଟନାୟକରାଧାନାଥ ରାୟଜଗନ୍ନାଥ ମନ୍ଦିରରାମଫକୀର ମୋହନ ସେନାପତିସହଯୋଗ:ବିଷୟବସ୍ତୁଜଗନ୍ନାଥଉଇକିପିଡ଼ିଆ:ଆମ ସହ ଯୋଗାଯୋଗରାମାୟଣଓଡ଼ିଆ ସାହିତ୍ୟସାରଳା ଦାସମଧୁସୂଦନ ଦାସଉଇକିପିଡ଼ିଆଗୋପବନ୍ଧୁ ଦାସଗଙ୍ଗାଧର ମେହେରwiki.phtmlଗୋପୀନାଥ ମହାନ୍ତିଲିଙ୍ଗରାଜ ମନ୍ଦିରଗୋଦାବରୀଶ ମିଶ୍ରମଧୁସୂଦନ ରାଓଉଇକିପିଡ଼ିଆ:ଆମେ ଦାୟୀ ନୋହୁଁନମିତା ଅଗ୍ରୱାଲଶାନ୍ତନୁ କୁମାର ଆଚାର୍ଯ୍ୟଛାଞ୍ଚ:Key press/docପଣା ସଂକ୍ରାନ୍ତିଲକ୍ଷ୍ମୀକାନ୍ତ ମହାପାତ୍ରମନୋଜ ଦାସଅଂଶୁଘାତ