୪ ଫେବୃଆରୀ

ତାରିଖ
୧୦
୧୧୧୨୧୩୧୪୧୫୧୬୧୭
୧୮୧୯୨୦୨୧୨୨୨୩୨୪
୨୫୨୬୨୭୨୮୨୯
  ୨୦୨୪ (ରବିବାର)
  ୨୦୨୩ (ଶନିବାର)
  ୨୦୨୨ (ଶୁକ୍ରବାର)
  ୨୦୨୧ (ଗୁରୁବାର)
  ୨୦୨୦ (ମଙ୍ଗଳବାର)
  ୨୦୧୯ (ସୋମବାର)
  ୨୦୧୮ (ରବିବାର)
  ୨୦୧୭ (ଶନିବାର)
  ୨୦୧୬ (ଗୁରୁବାର)
  ୨୦୧୫ (ବୁଧବାର)

ଗ୍ରେଗୋରୀ ପାଞ୍ଜି ଅନୁସାରେ ୪ ଫେବୃଆରୀ ବର୍ଷର ୩୫ତମ ଦିବସ ଅଟେ । ବର୍ଷ ଶେଷ ହେବା ପାଇଁ ଆଉ ୩୩୦ ଦିନ ବାକି ଅଛି (ଅଧିବର୍ଷ ଗୁଡ଼ିକରେ ୩୩୧ ଦିନ ) ।

ଘଟଣାବଳୀ

  • ୧୮୪୭ : ପ୍ରଥମ ଆମେରିକୀୟ ଟେଲିଗ୍ରାଫ କମ୍ପାନୀ ମେରିଲାଣ୍ଡରେ ସ୍ଥାପିତ।
  • ୧୮୯୯ : ଫିଲିପାଇନ୍ସ-ଆମେରିକା ମଧ୍ୟରେ ଯୁଦ୍ଧ ଆରମ୍ଭ।
  • ୧୯୨୦ : ପ୍ରଥମ ଥର ଲଣ୍ଡନରୁ ଦକ୍ଷିଣ ଆଫ୍ରିକା ବିମାନ ଉଡାଣ ଆରମ୍ଭ।
  • ୧୮୪୮ : ଶ୍ରୀଲଙ୍କା ସ୍ୱାଧୀନ ହେଲା।
  • ୧୯୧୬ : ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପିତ ହୋଇଥିଲା
  • ୧୯୯୫ : ଜିମ୍ବାୱେ ପ୍ରଥମଥର ଟେଷ୍ଟ କ୍ରିକେଟରେ ବିଜୟ ଲାଭ କଲା।
  • ୨୦୧୪ : ସ୍କଟଲ୍ୟାଣ୍ଡରେ ସମଲିଙ୍ଗୀ ବିବାହକୁ ଆଇନ ସମ୍ମତ।

ଜନ୍ମ

ମୃତ୍ୟୁ

  • ୧୯୩୪: ମଧୁସୂଦନ ଦାସ, କବି, ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା (ଜନ୍ମ: ୨୮ ଅପ୍ରେଲ ୧୮୪୮)
  • ୧୮୭୪ : ସତ୍ୟେନ୍ଦ୍ର ନାଥ ବୋଷ, ଭାରତୀୟ ପଦାର୍ଥ ବିଜ୍ଞାନୀ (ଜନ୍ମ : ୧ ଜାନୁଆରୀ ୧୮୯୪)

ପର୍ବପର୍ବାଣି

ବାହାର ଲିଙ୍କ