ଚିକିତ୍ସା ବିଜ୍ଞାନରେ ନୋବେଲ ବିଜେତାଙ୍କ ତାଲିକା

ଚିକିତ୍ସା ବିଜ୍ଞାନ ପାଇଁ ନୋବେଲ ପୁରସ୍କାର ପଦକର ଆଗ ପାର୍ଶ୍ୱ (ବିପରୀତ)

ବିଜେତା

ବର୍ଷଚିତ୍ରପୁରସ୍କାର ବିଜେତା[କ]ଦେଶ[ଖ]ପାଇବାର କାରଣ[ଗ]ଆଧାର
୧୯୦୧ ଏମିଲ୍ ଆଡଲଫ୍ ଭନ୍ ବେରିଙ୍ଗ  ଜର୍ମାନ ସାମ୍ରାଜ୍ୟ"ଡିପଥେରିଆ ପାଇଁ ଚିକିତ୍ସା ଭାବରେ ସେରମ୍ ଥେରାପିର ବ୍ୟବହାର "[୧]
୧୯୦୨ ରୋନାଲ୍‌ଡ ରସ୍  ଯୁକ୍ତ ରାଜ୍ୟ"ମ୍ୟାଲେରିଆ ଜୀବାଣୁ ଉପରେ ଗବେଷଣା | ବିଶେଷକରି ଏହି ଜୀବାଣୁ ମାନବ ଶରୀରରେ କିପରି ପ୍ରବେଶ କରନ୍ତି ସେ ସମ୍ବନ୍ଧରେ ଗବେଷଣା ପାଇଁ |"[୨]
୧୯୦୩ ନିଲ୍ସ ରାଇବର୍ଗ ଫିନ୍ସେନ୍  ଡେନମାର୍କ
(  ଫାରୋ ଦ୍ୱୀପପୁଞ୍ଜ)
""[୩]
୧୯୦୪ ଇଭାନ୍ ପାଭ୍ଲଭ୍  ଋଷିଆ"ପୁଷ୍ଟିକର କାର୍ଯ୍ୟର ଶରୀର ପ୍ରକ୍ରିୟା ଉପରେ ଗବେଷଣା ପାଇଁ "[୪]
୧୯୦୫ ରବର୍ଟ କଚ୍  ଜର୍ମାନ ସାମ୍ରାଜ୍ୟ"ଯକ୍ଷ୍ମା ସମ୍ବନ୍ଧରେ ଅନୁସନ୍ଧାନ ଏବଂ ଆବିଷ୍କାର ପାଇଁ "[୫]
୧୯୦୬ କ୍ୟାମିଲ୍ଲୋ ଗଲଜି  ଇଟାଲୀ"ସ୍ନାୟବିକ ତନ୍ତ୍ରର ଗଠନ ଉପରେ ସେମାନଙ୍କର କାର୍ଯ୍ୟର ସ୍ୱୀକୃତି ପାଇଁ "[୬]
ସାଣ୍ଟିଆଗୋ ରାମନ୍ ଇ କାଜଲ୍  ସ୍ପେନ
୧୯୦୭ ଚାର୍ଲ୍ସ ଲୁଇସ୍ ଆଲଫୋନ୍ସ ଲାଭେରାନ୍  ଫ୍ରାନ୍ସ"ରୋଗ ସୃଷ୍ଟି କରିବାରେ ଆଦିଜୀବକର ଭୂମିକା ଉପରେ ତାଙ୍କର କାର୍ଯ୍ୟର ସ୍ୱୀକୃତି "[୭]
୧୯୦୮ ଇଲ୍ୟା ଇଲିଚ ମେକନିକୋଭ  ଋଷିଆ"ପ୍ରତିରକ୍ଷା ତନ୍ତ୍ର ଉପରେ ସେମାନଙ୍କର କାର୍ଯ୍ୟ ନିମନ୍ତେ"[୮]
ପଲ୍ ଏରଲିଚ୍  ଜର୍ମାନ ସାମ୍ରାଜ୍ୟ
୧୯୦୯ ଏମିଲ୍ ଥିଓଡର୍ କୋଚର୍   ସୁଇଜରଲ୍ୟାଣ୍ଡ"ଥାଇରଏଡ୍ ଗ୍ରନ୍ଥିର ଶରୀର କ୍ରିୟା ବିଜ୍ଞାନ, ପାଥୋଲୋଜି ଏବଂ ଅସ୍ତ୍ରୋପଚାର ଉପରେ ତାଙ୍କର କାର୍ଯ୍ୟ ପାଇଁ "[୯]
୧୯୧୦ ଆଲବ୍ରେଚ୍ କୋସେଲ୍  ଜର୍ମାନ ସାମ୍ରାଜ୍ୟ"ନ୍ୟୁକ୍ଲିୟିକ୍ ଏସିଡ୍ ଅନ୍ତର୍ଭୁକ୍ତ କରି ପ୍ରୋଟିନ୍ ଉପରେ ତାଙ୍କ କାର୍ଯ୍ୟ ମାଧ୍ୟମରେ କୋଷ ବିଜ୍ଞାନ ବିଷୟରେ ଆମର ଜ୍ଞାନର ଅବଦାନକୁ ସ୍ୱୀକୃତି ଦେଇ "[୧୦]
୧୯୧୧ ଅଲଭର୍ ଗୁଲଷ୍ଟ୍ରାଣ୍ଡ୍  ସ୍ୱୀଡେନ"ମାନବ ଆଖି ର ଡାଇଓପଟ୍ରିକ୍ସ ଉପରେ ତାଙ୍କର କାର୍ଯ୍ୟ ପାଇଁ "[୧୧]
୧୯୧୨ ଆଲେକ୍ସିସ୍ କାରେଲ୍  ଫ୍ରାନ୍ସ"ଭାସ୍କୁଲାର ସର୍ଜିକାଲ୍ ସ୍ୟୁଚର୍ ଏବଂ ରକ୍ତ ନଳୀ ଏବଂ ଅଙ୍ଗ ପ୍ରତିରୋପଣ ଉପରେ ତାଙ୍କର କାର୍ଯ୍ୟ ପାଇଁ "[୧୨]
୧୯୧୩ ଚାର୍ଲ୍ସ ରିଚେଟ୍  ଫ୍ରାନ୍ସ"ଆନାଫାଇଲକ୍ସିସ୍ ଉପରେ ତାଙ୍କର କାର୍ଯ୍ୟ "[୧୩]
୧୯୧୪ ରବର୍ଟ ବାରାନିଛାଞ୍ଚ:Country data Austria-Hungary"ଭେଷ୍ଟିବୁଲାର ଆପାରଟସର ଶରୀରକ୍ରିୟା ଏବଂ ପାଥୋଲୋଜି ଉପରେ ତାଙ୍କର କାର୍ଯ୍ୟ ପାଇଁ "[୧୪]
୧୯୧୫ପ୍ରଦାନ କରାଯାଇନାହିଁ
୧୯୧୬
୧୯୧୭
୧୯୧୮
୧୯୧୯ ଜୁଲେସ୍ ବୋର୍ଡେଟ୍  ବେଲଜିୟମ"ପ୍ରତିରକ୍ଷା ତନ୍ତ୍ରର ଆବିଷ୍କାର ପାଇଁ "[୧୫]
୧୯୨୦ ଅଗଷ୍ଟ କ୍ରୋଗ୍  ଡେନମାର୍କ"କ୍ୟାପିଲାରି ମୋଟର ନିୟାମକ ଯନ୍ତ୍ରର ଆବିଷ୍କାର ପାଇଁ "[୧୬]
୧୯୨୧ପ୍ରଦାନ କରାଯାଇନାହିଁ
୧୯୨୨ ଆର୍କିବାଲ୍ଡ ହିଲ୍  ଯୁକ୍ତ ରାଜ୍ୟ"ମାଂସପେଶୀରେ ଉତ୍ତାପ ଉତ୍ପାଦନର କାର୍ଯ୍ୟକୁ ବ୍ୟାଖ୍ୟା କରିବା "[୧୭]
ଅଟୋ ମେୟରହଫ୍  ଜର୍ମାନୀ"ମାଂସପେଶୀରେ ଅମ୍ଳଜାନର ଉପଯୋଗ ଏବଂ ଲାକ୍ଟିକ୍ ଏସିଡର ଚୟାପଚୟ ମଧ୍ୟରେ ସମ୍ପର୍କ ସ୍ଥାପନ ନିମନ୍ତେ "[୧୭]
୧୯୨୩ ଫ୍ରେଡ୍ରିକ୍ ବାଣ୍ଟିକ  କାନାଡା"ଇନସୁଲିନର ଆବିଷ୍କାର ପାଇଁ"[୧୮]
ଜନ୍ ମ୍ୟାକଲିଓଡ  ଯୁକ୍ତ ରାଜ୍ୟ
୧୯୨୪ ୱିଲିମ୍ ଆଇନ୍ଥୋଭେନ୍  ନେଦରଲାଣ୍ଡ"ଇଲେକ୍ଟ୍ରୋକାର୍ଡିଓଗ୍ରାମର କାର୍ୟପ୍ରଣାଳୀର ଆବିଷ୍କାର ପାଇଁ"[୧୯]
୧୯୨୫ପ୍ରଦାନ କରାଯାଇନାହିଁ
୧୯୨୬ ଜୋହାନ୍ସ ଫାଇବିଗର୍  ଡେନମାର୍କ"ସ୍ପାଇରୋପ୍ଟେରା କାର୍ସିନୋମା ଆବିଷ୍କାର ପାଇଁ "[୨୦]
୧୯୨୭ ଜୁଲିୟସ୍ ୱାଗନର୍-ଜୁରେଗ  ଅଷ୍ଟ୍ରିଆ"ଡାଇମେଣ୍ଟିଆ ପାରାଲିଟିକା (Dimentia Paralytica) ଚିକିତ୍ସାରେ ମ୍ୟାଲେରିଆ ଅନ୍ତର୍ଭୂକ୍ତିର ପ୍ରୟୋଗ ଆବିଷ୍କାର କରିବା ପାଇଁ "[୨୧]
୧୯୨୮ ଚାର୍ଲ୍ସ ନିକୋଲ୍  ଫ୍ରାନ୍ସ"ଟାଇଫସ୍ ଉପରେ ତାଙ୍କ କାର୍ଯ୍ୟ ପାଇଁ "[୨୨]
୧୯୨୯ କ୍ରିଷ୍ଟିଆନ୍ ଆଇଜକମ୍ୟାନ୍  ନେଦରଲାଣ୍ଡ"ଆଣ୍ଟିନ୍ୟୁରିଟିକ୍ ଭିଟାମିନ୍ (Antineuritic Vitamin) ଆବିଷ୍କାର ପାଇଁ "[୨୩]
ଫ୍ରେଡେରିକ୍ ହପକିନ୍ସ  ଯୁକ୍ତ ରାଜ୍ୟ"ଶରୀରର ବୃଦ୍ଧି କାରକ ଭିଟାମିନର ଆବିଷ୍କାର ପାଇଁ "[୨୩]
୧୯୩୦ କାର୍ଲ ଲ୍ୟାଣ୍ଡଷ୍ଟାଇନର୍  ଅଷ୍ଟ୍ରିଆ"ମାନବ ଶରୀରରେ ରକ୍ତ ଗୋଷ୍ଠୀର (Blood Groups) ଆବିଷ୍କାର ପାଇଁ "[୨୪]
୧୯୩୧ ଓଟୋ ହେନ୍ରିଚ୍ ୱାରବର୍ଗ  ଜର୍ମାନୀ"for his discovery of the nature and mode of action of the respiratory enzyme"[୨୫]
୧୯୩୨ ଚାର୍ଲ୍ସ ସ୍କଟ୍ ଶେରିଙ୍ଗଟନ୍  ଯୁକ୍ତ ରାଜ୍ୟ"for their discoveries regarding the functions of neurons"[୨୬]
ଏଡଗାର ଡଗ୍ଲାସ୍ ଆଡ୍ରିଆନ୍  ଯୁକ୍ତ ରାଜ୍ୟ
୧୯୩୩ ଥୋମାସ୍ ହଣ୍ଟ ମର୍ଗାନ୍  ଯୁକ୍ତରାଷ୍ଟ୍ର ଆମେରିକା"for his discoveries concerning the role played by the chromosome in heredity"[୨୭]
୧୯୩୪ ଜର୍ଜ ୱିପଲ  ଯୁକ୍ତରାଷ୍ଟ୍ର ଆମେରିକା"for their discoveries concerning liver therapy in cases of anaemia"[୨୮]
ଜର୍ଜ ରିଚାର୍ଡସ୍ ମିନଟ୍  ଯୁକ୍ତରାଷ୍ଟ୍ର ଆମେରିକା
ୱିଲିୟମ୍ ପ୍ୟାରୀ ମର୍ଫି  ଯୁକ୍ତରାଷ୍ଟ୍ର ଆମେରିକା
୧୯୩୫ ହାନ୍ସ ସ୍ପେମାନ୍  ଜର୍ମାନୀ (ନାଜି)"for his discovery of the organizer effect in embryonic development"[୨୯]
୧୯୩୬ ହେନେରୀ ହାଲେଟ୍ ଡେଲ୍  ଯୁକ୍ତ ରାଜ୍ୟ"for their discoveries relating to chemical transmission of nerve impulses"[୩୦]
ଓଟୋ ଲୋଇ  ଅଷ୍ଟ୍ରିଆ
 ଜର୍ମାନୀ (ନାଜି)
୧୯୩୭ ଆଲବର୍ଟ ସେଜେଣ୍ଟ-ଗର୍ଗି  ହଙ୍ଗେରୀ"for his discoveries in connection with the biological combustion processes, with special reference to vitamin C and the catalysis of fumaric acid"[୩୧]
୧୯୩୮ କର୍ନିଲ୍ ହେମାନ୍ସ  ବେଲଜିୟମ"for the discovery of the role played by the sinus and aortic mechanisms in the regulation of respiration"[୩୨]
୧୯୩୯ ଗାରହାର୍ଡ ଡୋମାଗ  ଜର୍ମାନୀ (ନାଜି)"for the discovery of the antibacterial effects of prontosil"[୩୩]
୧୯୪୦ପ୍ରଦାନ କରାଯାଇନାହିଁ
୧୯୪୧
୧୯୪୨
୧୯୪୩ ହେନ୍ରିକ୍ ଡ୍ୟାମ୍  ଡେନମାର୍କ"for his discovery of vitamin K"[୩୪]
ଏଡୱାର୍ଡ ଆଡେଲବର୍ଟ ଡୋଇସି  ଯୁକ୍ତରାଷ୍ଟ୍ର ଆମେରିକା"for his discovery of the chemical nature of vitamin K"[୩୪]
୧୯୪୪ ଯୋସେଫ୍ ଏରଲାଙ୍ଗର୍  ଯୁକ୍ତରାଷ୍ଟ୍ର ଆମେରିକା"for their discoveries relating to the highly differentiated functions of single nerve fibres"[୩୫]
ହର୍ବର୍ଟ ସ୍ପେନ୍ସର  ଯୁକ୍ତରାଷ୍ଟ୍ର ଆମେରିକା
୧୯୪୫ ଆଲେକ୍‌ଜାଣ୍ଡର ଫ୍ଲେମିଙ୍ଗ  ଯୁକ୍ତ ରାଜ୍ୟ"for the discovery of penicillin and its curative effect in various infectious diseases"[୩୬]
ଏର୍ନ୍‌ସ୍ଟ ବୋରିସ୍ ଚେନ  ଯୁକ୍ତ ରାଜ୍ୟ
ହାୱାର୍ଡ ଫ୍ଲୋରେ  ଅଷ୍ଟ୍ରେଲିଆ
୧୯୪୬ ହର୍ମାନ ଯୋସେଫ ମୁଲର  ଯୁକ୍ତରାଷ୍ଟ୍ର ଆମେରିକା"for the discovery of the production of mutations by means of X-ray irradiation"[୩୭]
୧୯୪୭ କାର୍ଲ ଫର୍ଡିନାଣ୍ଡ କୋରୀ  ଯୁକ୍ତରାଷ୍ଟ୍ର ଆମେରିକା"for their discovery of the course of the catalytic conversion of glycogen"[୩୮]
ଗର୍ଟି କୋରୀ  ଯୁକ୍ତରାଷ୍ଟ୍ର ଆମେରିକା
ବର୍ନାର୍ଡୋ ହାଉସୀ  ଆର୍ଜେଣ୍ଟିନା"for his discovery of the part played by the hormone of the anterior pituitary lobe in the metabolism of sugar"[୩୮]
୧୯୪୮ ପଲ୍ ହରମାନ୍ ମୁଲର୍   ସୁଇଜରଲ୍ୟାଣ୍ଡ"for his discovery of the high efficiency of DDT as a contact poison against several arthropods"[୩୯]
୧୯୪୯ ୱାଲଟର ରୁଡ଼ଲଫ ହେସ୍   ସୁଇଜରଲ୍ୟାଣ୍ଡ"for his discovery of the functional organization of the interbrain as a coordinator of the activities of the internal organs"[୪୦]
ଆଣ୍ଟୋନିଓ ଏଗାସ୍ ମୋନିଜ୍  ପର୍ତ୍ତୁଗାଲ"for his discovery of the therapeutic value of leucotomy (lobotomy) in certain psychoses"[୪୦]
୧୯୫୦ ଫିଲିପ୍ ଶୋଲେଟର ହେଞ୍ଚ  ଯୁକ୍ତରାଷ୍ଟ୍ର ଆମେରିକା"for their discoveries relating to the hormones of the adrenal cortex, their structure and biological effects"[୪୧]
ଏଡୱାର୍ଡ କେଲଭିନ କେଣ୍ଡାଲ୍  ଯୁକ୍ତରାଷ୍ଟ୍ର ଆମେରିକା
ଟାଡେସ୍ ରିଚଷ୍ଟାଇନ୍   ସୁଇଜରଲ୍ୟାଣ୍ଡ
 ପୋଲାଣ୍ଡ
୧୯୫୧ ମାକ୍ସ ଥିଏଲର୍  ଦକ୍ଷିଣ ଆଫ୍ରିକା
 ଯୁକ୍ତରାଷ୍ଟ୍ର ଆମେରିକା
"for his discoveries concerning yellow fever and how to combat it"[୪୨]
୧୯୫୨ ସେଲମାନ ୱାକସମାନ  ଯୁକ୍ତରାଷ୍ଟ୍ର ଆମେରିକା"for his discovery of streptomycin, the first antibiotic effective against tuberculosis"[୪୩]
୧୯୫୩ ହାନ୍ସ ଆଡଲଫ୍ କ୍ରେବସ୍  ଯୁକ୍ତ ରାଜ୍ୟ"for his discovery of the citric acid cycle"[୪୪]
ଫ୍ରିଜ୍ ଆଲବର୍ଟ ଲିପମ୍ୟାନ୍  ଯୁକ୍ତରାଷ୍ଟ୍ର ଆମେରିକା
 ଜର୍ମାନୀ
"for his discovery of co-enzyme A and its importance for intermediary metabolism"[୪୪]
୧୯୫୪ ଜନ୍ ଫ୍ରାଙ୍କଲିନ୍ ଏଣ୍ଡର୍ସ  ଯୁକ୍ତରାଷ୍ଟ୍ର ଆମେରିକା"for their discovery of the ability of poliomyelitis viruses to grow in cultures of various types of tissue"[୪୫]
ଫ୍ରେଡେରିକ୍ ଚାପମ୍ୟାନ୍ ରବିନ୍ସ  ଯୁକ୍ତରାଷ୍ଟ୍ର ଆମେରିକା
ଫାଇଲ:Thomas Huckle Weller.jpgଥୋମାସ୍ ହକଲ୍ ୱେଲର୍  ଯୁକ୍ତରାଷ୍ଟ୍ର ଆମେରିକା
୧୯୫୫ ହୁଗୋ ଥିଓରେଲ୍  ସ୍ୱୀଡେନ"for his discoveries concerning the nature and mode of action of oxidation enzymes"[୪୬]
୧୯୫୬ ଆଣ୍ଡ୍ରେ ଫ୍ରେଡେରିକ୍ କୋର୍ନାଣ୍ଡ୍  ଯୁକ୍ତରାଷ୍ଟ୍ର ଆମେରିକା"for their discoveries concerning heart catheterization and pathological changes in the circulatory system"[୪୭]
ୱର୍ନର୍ ଫୋର୍ସମ୍ୟାନ୍  ପଶ୍ଚିମ ଜର୍ମାନୀ
ଡିକିନ୍ସନ୍ ଡବ୍ଲୁ ରିଚାର୍ଡସ୍  ଯୁକ୍ତରାଷ୍ଟ୍ର ଆମେରିକା
୧୯୫୭ ଡାନିଏଲ୍ ବୋଭେଟ୍  ଇଟାଲୀ"for his discoveries relating to synthetic compounds that inhibit the action of certain body substances, and especially their action on the vascular system and the skeletal muscles"[୪୮]
୧୯୫୮ଫାଇଲ:George Wells Beadle.jpgଜର୍ଜ ୱେଲ୍ସ ବିଡଲ୍  ଯୁକ୍ତରାଷ୍ଟ୍ର ଆମେରିକା"for their discovery that genes act by regulating definite chemical events"[୪୯]
ଏଡୱାର୍ଡ ଲୋରି ଟାଟମ୍  ଯୁକ୍ତରାଷ୍ଟ୍ର ଆମେରିକା
ଯୋଶୁଆ ଲେଡରବର୍ଗ  ଯୁକ୍ତରାଷ୍ଟ୍ର ଆମେରିକା"for his discoveries concerning genetic recombination and the organization of the genetic material of bacteria"[୪୯]
୧୯୫୯ ଆର୍ଥର୍ କର୍ଣ୍ଣବର୍ଗ  ଯୁକ୍ତରାଷ୍ଟ୍ର ଆମେରିକା"for their discovery of the mechanisms in the biological synthesis of ribonucleic acid and deoxyribonucleic acid"[୫୦]
ଫାଇଲ:Severo Ochoa nobel.jpgସେଭେରୋ ଓଚୋଆ  ସ୍ପେନ
 ଯୁକ୍ତରାଷ୍ଟ୍ର ଆମେରିକା
1960 ଫ୍ରାଙ୍କ୍ ମ୍ୟାକଫର୍ଲେନ୍ ବର୍ନେଟ୍  ଅଷ୍ଟ୍ରେଲିଆ"for discovery of acquired immunological tolerance"[୫୧]
ପିଟର ମେଡୱାର୍  ବ୍ରାଜିଲ
 ଯୁକ୍ତ ରାଜ୍ୟ
୧୯୬୧ ଜର୍ଜ ଭନ୍ ବେକେସି  ଯୁକ୍ତରାଷ୍ଟ୍ର ଆମେରିକା"for his discoveries of the physical mechanism of stimulation within the cochlea"[୫୨]
୧୯୬୨ ଫ୍ରାନ୍ସିସ୍ କ୍ରିକ୍  ଯୁକ୍ତ ରାଜ୍ୟ"for their discoveries concerning the molecular structure of nucleic acids and its significance for information transfer in living material"[୫୩]
ଜେମସ ୱାଟସନ  ଯୁକ୍ତରାଷ୍ଟ୍ର ଆମେରିକା
ମରିସ ୱିଲକିନ୍ସ  ନିଉଜିଲ୍ୟାଣ୍ଡ
 ଯୁକ୍ତ ରାଜ୍ୟ
୧୯୬୩ଜନ୍ ଏକେଲ୍ସ  ଅଷ୍ଟ୍ରେଲିଆ"for their discoveries concerning the ionic mechanisms involved in excitation and inhibition in the peripheral and central portions of the nerve cell membrane"[୫୪]
ଆଲାନ୍ ଓଲିଡ୍ ହୋଡ୍କିନ୍  ଯୁକ୍ତ ରାଜ୍ୟ
ଅନ୍ଦ୍ରେୟୁ ହକ୍ସଲେ  ଯୁକ୍ତ ରାଜ୍ୟ
୧୯୬୪ କୋନରାଡ୍ ବ୍ଲଚ୍  ଯୁକ୍ତରାଷ୍ଟ୍ର ଆମେରିକା"for their discoveries concerning the mechanism and regulation of the cholesterol and fatty acid metabolism"[୫୫]
ଫିଡୋର ଲିନେନ  ପଶ୍ଚିମ ଜର୍ମାନୀ
୧୯୬୫ ଫ୍ରାଙ୍କୋଇସ୍ ଜାକୋବ  ଫ୍ରାନ୍ସ"for their discoveries concerning genetic control of enzyme and virus synthesis"[୫୬]
ଆଣ୍ଡ୍ରେ ଲୱଫ୍  ଫ୍ରାନ୍ସ
ଜ୍ୟାକ୍ ମୋନୋଡ୍  ଫ୍ରାନ୍ସ
୧୯୬୬ଫାଇଲ:Peyton Rous nobel.jpgଫ୍ରାନ୍ସିସ୍ ପେଟନ୍ ରୋସ୍  ଯୁକ୍ତରାଷ୍ଟ୍ର ଆମେରିକା"for his discovery of tumour-inducing viruses"[୫୭]
ଫାଇଲ:Charles Brenton Huggins nobel.jpgଚାର୍ଲ୍ସ ବ୍ରେଣ୍ଟନ୍ ହୁଗିନ୍ସ  ଯୁକ୍ତରାଷ୍ଟ୍ର ଆମେରିକା"for his discoveries concerning hormonal treatment of prostatic cancer"[୫୭]
୧୯୬୭ ରାଗନାର୍ ଗ୍ରାନିଟ  ଫିନଲ୍ୟାଣ୍ଡ
 ସ୍ୱୀଡେନ
"for their discoveries concerning the primary physiological and chemical visual processes in the eye"[୫୮]
ହାଲଡାନ କେଫର୍ ହାର୍ଟଲାଇନ  ଯୁକ୍ତରାଷ୍ଟ୍ର ଆମେରିକା
ଜର୍ଜ ୱାଲ୍ଡ  ଯୁକ୍ତରାଷ୍ଟ୍ର ଆମେରିକା
୧୯୬୮ ରବର୍ଟ ଡବ୍ଲୁ ହୋଲି  ଯୁକ୍ତରାଷ୍ଟ୍ର ଆମେରିକା"for their interpretation of the genetic code and its function in protein synthesis"[୫୯]
ହର ଗୋବିନ୍ଦ ଖୋରାନା  ଯୁକ୍ତରାଷ୍ଟ୍ର ଆମେରିକା[୬୦]
ମାର୍ଶଲ ୱାରେନ୍ ନିରେନବର୍ଗ  ଯୁକ୍ତରାଷ୍ଟ୍ର ଆମେରିକା
୧୯୬୯ ମ୍ୟାକ୍ସ ଡେଲବ୍ରୁକ୍  ଯୁକ୍ତରାଷ୍ଟ୍ର ଆମେରିକା"for their discoveries concerning the replication mechanism and the genetic structure of viruses"[୬୧]
ଆଲଫ୍ରେଡ୍ ହର୍ସି  ଯୁକ୍ତରାଷ୍ଟ୍ର ଆମେରିକା
ସାଲଭାଡୋର ଲୁରିଆ  ଇଟାଲୀ
 ଯୁକ୍ତରାଷ୍ଟ୍ର ଆମେରିକା
୧୯୭୦ ଜୁଲିୟସ୍ ଆକ୍ସେଲ୍ରୋଡ୍  ଯୁକ୍ତରାଷ୍ଟ୍ର ଆମେରିକା"for their discoveries concerning the humoral transmittors in the nerve terminals and the mechanism for their storage, release and inactivation"[୬୨]
ଉଲଫ୍ ଭନ ଇଉଲର  ସ୍ୱୀଡେନ
ବର୍ନାର୍ଡ କାଟଜ୍  ଯୁକ୍ତ ରାଜ୍ୟ
୧୯୭୧ ଆର୍ ୱିଲବର୍ ସଥରଲାଣ୍ଡ  ଯୁକ୍ତରାଷ୍ଟ୍ର ଆମେରିକା"for his discoveries concerning the mechanisms of the action of hormones"[୬୩]
୧୯୭୨ ଜେରାଲ୍ଡ ଏଡେଲମ୍ୟାନ୍  ଯୁକ୍ତରାଷ୍ଟ୍ର ଆମେରିକା"for their discoveries concerning the chemical structure of antibodies"[୬୪]
ରୋଡନି ରୋବର୍ଟ ପୋର୍ଟର୍  ଯୁକ୍ତ ରାଜ୍ୟ
୧୯୭୩ କାର୍ଲ ଭନ୍ ଫ୍ରିସ୍ ଛାଞ୍ଚ:Country data West Germany"for their discoveries concerning organization and elicitation of individual and social behaviour patterns"[୬୫]
କନରାଡ ଲୋରେଞ୍ଜ  ଅଷ୍ଟ୍ରିଆ
ନିକୋଲାସ୍ ଟିନବର୍ଗେନ୍  ନେଦରଲାଣ୍ଡ
୧୯୭୪ ଆଲବର୍ଟ କ୍ଲାଉଡ୍  ଯୁକ୍ତରାଷ୍ଟ୍ର ଆମେରିକା"for their discoveries concerning the structural and functional organization of the cell"[୬୬]
ଖ୍ରୀଷ୍ଟିଆନ ଡି ଡୁଭ୍  ବେଲଜିୟମ
ଜର୍ଜ ଏମିଲ ପାଲାଡେ  ଯୁକ୍ତରାଷ୍ଟ୍ର ଆମେରିକା
 ରୋମାନିଆ
୧୯୭୫ ଡେଭିଡ ବାଲ୍ଟିମୋର  ଯୁକ୍ତରାଷ୍ଟ୍ର ଆମେରିକା"for their discoveries concerning the interaction between tumour viruses and the genetic material of the cell"[୬୭]
ରେନାଟୋ ଦୁଲବେକୋ  ଇଟାଲୀ
 ଯୁକ୍ତରାଷ୍ଟ୍ର ଆମେରିକା
ହାୱାର୍ଡ ମାର୍ଟିନ ଟେମିନ୍  ଯୁକ୍ତରାଷ୍ଟ୍ର ଆମେରିକା
୧୯୭୬ ବାରୁଚ ସାମୁଏଲ୍ ବ୍ଲୁମବର୍ଗ  ଯୁକ୍ତରାଷ୍ଟ୍ର ଆମେରିକା"for their discoveries concerning new mechanisms for the origin and dissemination of infectious diseases"[୬୮]
ଡାନିଏଲ୍ କାର୍ଲଟନ୍ ଗାଜଡୁସେକ୍  ଯୁକ୍ତରାଷ୍ଟ୍ର ଆମେରିକା
୧୯୭୭ ରୋଜର ଗୁଇଲେମିନ୍  ଯୁକ୍ତରାଷ୍ଟ୍ର ଆମେରିକା"for their discoveries concerning the peptide hormone production of the brain"[୬୯]
ଆଣ୍ଡ୍ରିୟୁ ଶାଲୀ  କାନାଡା
 ପୋଲାଣ୍ଡ
 ଯୁକ୍ତରାଷ୍ଟ୍ର ଆମେରିକା
ରୋଜାଲିନ୍ ସୁସମାନ୍ ୟାଲୋ  ଯୁକ୍ତରାଷ୍ଟ୍ର ଆମେରିକା"for the development of radioimmunoassays of peptide hormones"[୬୯]
୧୯୭୮ ୱର୍ନର୍ ଆର୍ବର୍   ସୁଇଜରଲ୍ୟାଣ୍ଡ"for the discovery of restriction enzymes and their application to problems of molecular genetics"[୭୦]
ଡାନିଏଲ୍ ନାଥାନ୍ସ  ଯୁକ୍ତରାଷ୍ଟ୍ର ଆମେରିକା
ହାମିଲଟନ୍ ଓ ସ୍ମିଥ୍  ଯୁକ୍ତରାଷ୍ଟ୍ର ଆମେରିକା
୧୯୭୯ ଆଲାନ୍ ମ୍ୟାକ୍ଲିଡ୍ କରମାକ୍  ଦକ୍ଷିଣ ଆଫ୍ରିକା
 ଯୁକ୍ତରାଷ୍ଟ୍ର ଆମେରିକା
"for the development of computer assisted tomography"[୭୧]
ଗଡଫ୍ରେ ହନ୍ସଫିଲ୍ଡ  ଯୁକ୍ତ ରାଜ୍ୟ
୧୯୮୦ ବାରୁଜ ବେନାସେରଫ୍  ଭେନେଜୁଆଲା
 ଯୁକ୍ତରାଷ୍ଟ୍ର ଆମେରିକା
"for their discoveries concerning genetically determined structures on the cell surface that regulate immunological reactions"[୭୨]
ଜାନ୍ ଡାଉସେଟ୍  ଫ୍ରାନ୍ସ
ଜର୍ଜ ଡେଭିସ୍ ସ୍ନେଲ  ଯୁକ୍ତରାଷ୍ଟ୍ର ଆମେରିକା
୧୯୮୧ ରୋଜର ୱୋଲକଟ୍ ସ୍ପେରି  ଯୁକ୍ତରାଷ୍ଟ୍ର ଆମେରିକା"for his discoveries concerning the functional specialization of the cerebral hemispheres"[୭୩]
ଡେଭିଡ ଏଚ୍ ହୁବେଲ୍  କାନାଡା
 ଯୁକ୍ତରାଷ୍ଟ୍ର ଆମେରିକା
"for their discoveries concerning information processing in the visual system"[୭୩]
ଟର୍ଷ୍ଟେନ୍ ୱିଜେଲ୍  ସ୍ୱୀଡେନ
୧୯୮୨ ସୁନେ ବର୍ଗଷ୍ଟ୍ରମ୍  ସ୍ୱୀଡେନ"for their discoveries concerning prostaglandins and related biologically active substances"[୭୪]
ବେଙ୍ଗଟ୍ ଆଇ ସାମୁଏଲ୍ସନ୍  ସ୍ୱୀଡେନ
ଜନ ଭେନ  ଯୁକ୍ତ ରାଜ୍ୟ
୧୯୮୩ ବାର୍ବାରା ମ୍ୟାକ୍ଲିଣ୍ଟକ୍  ଯୁକ୍ତରାଷ୍ଟ୍ର ଆମେରିକା"for her discovery of mobile genetic elements"[୭୫]
୧୯୮୪ ନିଲ୍ସ କାଜ୍ ଜର୍ନେ  ଡେନମାର୍କ"for theories concerning the specificity in development and control of the immune system and the discovery of the principle for production of monoclonal antibodies"[୭୬]
ଜର୍ଜସ୍ ଜେ ଏଫ୍ କୋହଲର୍  ପଶ୍ଚିମ ଜର୍ମାନୀ
ସେସର ମିଲଷ୍ଟାଇନ୍  ଆର୍ଜେଣ୍ଟିନା
 ଯୁକ୍ତ ରାଜ୍ୟ
୧୯୮୫ ମାଇକେଲ୍ ଷ୍ଟୁଆର୍ଟ ବ୍ରାଉନ୍  ଯୁକ୍ତରାଷ୍ଟ୍ର ଆମେରିକା"for their discoveries concerning the regulation of cholesterol metabolism"[୭୭]
ଜୋସେଫ୍ ଏଲ୍ ଗୋଲ୍ଡଷ୍ଟାଇନ୍  ଯୁକ୍ତରାଷ୍ଟ୍ର ଆମେରିକା
୧୯୮୬ ଷ୍ଟାନଲି କୋହେନ  ଯୁକ୍ତରାଷ୍ଟ୍ର ଆମେରିକା"for their discoveries of growth factors"[୭୮]
ରୀତା ଲେଭି-ମୋଣ୍ଟାଲସିନି  ଇଟାଲୀ
୧୯୮୭ ସୁସୁମୁ ଟୋନେଗାୱା  ଜାପାନ"for his discovery of the genetic principle for generation of antibody diversity"[୭୯]
୧୯୮୮ ଜେମ୍ସ ବ୍ଲାକ୍  ଯୁକ୍ତ ରାଜ୍ୟ"for their discoveries of important principles for drug treatment"[୮୦]
ଗର୍ଟରୁଡ୍ ବି ଏଲିଅନ୍  ଯୁକ୍ତରାଷ୍ଟ୍ର ଆମେରିକା
ଜର୍ଜ ଏଚ୍ ହିଚିଙ୍ଗସ୍  ଯୁକ୍ତରାଷ୍ଟ୍ର ଆମେରିକା
୧୯୮୯ ଜେ ମାଇକେଲ୍ ବିଶପ୍  ଯୁକ୍ତରାଷ୍ଟ୍ର ଆମେରିକା"for their discovery of the cellular origin of retroviral oncogenes"[୮୧]
ହରୋଲ୍ଡ ଇ ଭର୍ମସ୍  ଯୁକ୍ତରାଷ୍ଟ୍ର ଆମେରିକା
୧୯୯୦ ଜୋସେଫ୍ ମୁରେ  ଯୁକ୍ତରାଷ୍ଟ୍ର ଆମେରିକା"for their discoveries concerning organ and cell transplantation in the treatment of human disease"[୮୨]
ଇ ଡୋନାଲ୍ ଥୋମାସ୍  ଯୁକ୍ତରାଷ୍ଟ୍ର ଆମେରିକା
୧୯୯୧ ଏରୱିନ୍ ନେହେର୍  ପଶ୍ଚିମ ଜର୍ମାନୀ"for their discoveries concerning the function of single ion channels in cells"[୮୩]
ବର୍ଟ ସାକମାନ୍  ଜର୍ମାନୀ
୧୯୯୨ ଏଡମଣ୍ଡ ଏଚ୍ ଫିସର   ସୁଇଜରଲ୍ୟାଣ୍ଡ
 ଯୁକ୍ତରାଷ୍ଟ୍ର ଆମେରିକା
"for their discoveries concerning reversible protein phosphorylation as a biological regulatory mechanism"[୮୪]
ଏଡୱିନ୍ ଜି କ୍ରେବସ୍  ଯୁକ୍ତରାଷ୍ଟ୍ର ଆମେରିକା
୧୯୯୩ ରିଚାର୍ଡ ଜେ ରବର୍ଟ  ଯୁକ୍ତ ରାଜ୍ୟ"for their discoveries of split genes"[୮୫]
ଫିଲିପ ଆଲେନ୍ ସାର୍ପ  ଯୁକ୍ତରାଷ୍ଟ୍ର ଆମେରିକା
୧୯୯୪ ଆଲଫ୍ରେଡ୍ ଜି ଗିଲମ୍ୟାନ୍  ଯୁକ୍ତରାଷ୍ଟ୍ର ଆମେରିକା"for their discovery of G-proteins and the role of these proteins in signal transduction in cells"[୮୬]
ମାର୍ଟିନ ରୋଡବେଲ  ଯୁକ୍ତରାଷ୍ଟ୍ର ଆମେରିକା
୧୯୯୫ ଏଡୱାର୍ଡ ବି ଲୁଇସ୍  ଯୁକ୍ତରାଷ୍ଟ୍ର ଆମେରିକା"for their discoveries concerning the genetic control of early embryonic development"[୮୭]
ଖ୍ରୀଷ୍ଟିଆନେ ନ୍ୟୁସଲିନ୍-ଭୋଲହର୍ଡ  ଜର୍ମାନୀ
ଏରିକ ଏଫ୍ ୱିସ୍କସ୍  ଯୁକ୍ତରାଷ୍ଟ୍ର ଆମେରିକା
୧୯୯୬ ପିଟର ସି ଡୋହର୍ଟି  ଅଷ୍ଟ୍ରେଲିଆ"for their discoveries concerning the specificity of the cell mediated immune defence"[୮୮]
ରୋଲଫ୍ ଏମ୍ ଜିଙ୍କର୍ନାଗେଲ୍   ସୁଇଜରଲ୍ୟାଣ୍ଡ
୧୯୯୭ ଷ୍ଟାନଲି ବି ପ୍ରୁସିନର୍  ଯୁକ୍ତରାଷ୍ଟ୍ର ଆମେରିକା"for his discovery of Prions - a new biological principle of infection"[୮୯]
୧୯୯୮ ରୋବର୍ଟ ଏଫ୍ ଫର୍ଚଗଟ୍  ଯୁକ୍ତରାଷ୍ଟ୍ର ଆମେରିକା"for their discoveries concerning nitric oxide as a signalling molecule in the cardiovascular system"[୯୦]
ଲୁଇସ୍ ଇଗ୍ନାରୋ  ଯୁକ୍ତରାଷ୍ଟ୍ର ଆମେରିକା
ଫେରିଦ ମୁରାଦ  ଯୁକ୍ତରାଷ୍ଟ୍ର ଆମେରିକା
୧୯୯୯ ଗୁଣ୍ଟର୍ ବ୍ଲୋବେଲ୍  ଜର୍ମାନୀ
 ଯୁକ୍ତରାଷ୍ଟ୍ର ଆମେରିକା
"for the discovery that proteins have intrinsic signals that govern their transport and localization in the cell"[୯୧]
୨୦୦୦ ଅରବିଡ କାର୍ଲସନ୍  ସ୍ୱୀଡେନ"for their discoveries concerning signal transduction in the nervous system"[୯୨]
ପଲ୍ ଗ୍ରୀନଗାର୍ଡ  ଯୁକ୍ତରାଷ୍ଟ୍ର ଆମେରିକା
ଏରିକ୍ କାଣ୍ଡେଲ୍  ଯୁକ୍ତରାଷ୍ଟ୍ର ଆମେରିକା
୨୦୦୧ ଲେଲାଣ୍ଡ ଏଚ୍ ହାର୍ଟୱେଲ  ଯୁକ୍ତରାଷ୍ଟ୍ର ଆମେରିକା"for their discoveries of key regulators of the cell cycle"[୯୩]
ଟିମ୍ ହଣ୍ଟ  ଯୁକ୍ତ ରାଜ୍ୟ
ପଲ୍ ନର୍ସ  ଯୁକ୍ତ ରାଜ୍ୟ
୨୦୦୨ ସିଡନୀ ବ୍ରେନର୍  ଦକ୍ଷିଣ ଆଫ୍ରିକା"for their discoveries concerning 'genetic regulation of organ development and programmed cell death'"[୯୪]
ଏଚ୍ ରବର୍ଟ ହୋର୍ଭିଜ୍  ଯୁକ୍ତରାଷ୍ଟ୍ର ଆମେରିକା
ଜନ ସଲଷ୍ଟନ୍  ଯୁକ୍ତ ରାଜ୍ୟ
୨୦୦୩ ପଲ୍ ଲାଉଟରବର୍  ଯୁକ୍ତରାଷ୍ଟ୍ର ଆମେରିକା"for their discoveries concerning magnetic resonance imaging"[୯୫]
ପିଟର ମାନସଫିଲ୍ଡ  ଯୁକ୍ତ ରାଜ୍ୟ
୨୦୦୪ ରିଚାର୍ଡ ଆକ୍ସେଲ୍  ଯୁକ୍ତରାଷ୍ଟ୍ର ଆମେରିକା"for their discoveries of odorant receptors and the organization of the olfactory system"[୯୬]
ଲିଣ୍ଡା ବି ବକ୍  ଯୁକ୍ତରାଷ୍ଟ୍ର ଆମେରିକା
୨୦୦୫ ବରୀ ମାର୍ଶଲ୍  ଅଷ୍ଟ୍ରେଲିଆ"for their discovery of the bacterium Helicobacter pylori and its role in gastritis and peptic ulcer disease"[୯୭]
ରବିନ୍ ୱାରେନ୍  ଅଷ୍ଟ୍ରେଲିଆ
୨୦୦୬ ଆଣ୍ଡ୍ର୍ୟୁ ଫାୟାର  ଯୁକ୍ତରାଷ୍ଟ୍ର ଆମେରିକା"for their discovery of RNA interference - gene silencing by double-stranded RNA"[୯୮]
କ୍ରେଗ୍ ମେଲୋ  ଯୁକ୍ତରାଷ୍ଟ୍ର ଆମେରିକା
୨୦୦୭ ମାରିଓ କାପେଚି  ଯୁକ୍ତରାଷ୍ଟ୍ର ଆମେରିକା
 ଇଟାଲୀ
"for their discoveries of principles for introducing specific gene modifications in mice by the use of embryonic stem cells."[୯୯]
ମାର୍ଟିନ ଇଭାନ୍ସ  ଯୁକ୍ତ ରାଜ୍ୟ
ଅଲିଭର୍ ସ୍ମିଥିସ୍  ଯୁକ୍ତ ରାଜ୍ୟ  ଯୁକ୍ତରାଷ୍ଟ୍ର ଆମେରିକା
୨୦୦୮ ହରାଲ୍ଡ ଜୁର ହାଉସେନ୍  ଜର୍ମାନୀ"for his discovery of human papilloma viruses causing cervical cancer"[୧୦୦]
ଫ୍ରାଙ୍କୋଇସ୍ ବାରେ-ସିନୋସି  ଫ୍ରାନ୍ସ"for their discovery of human immunodeficiency virus"[୧୦୦]
ଲୁକ୍ ମୋଣ୍ଟାଗ୍ନିଅର୍  ଫ୍ରାନ୍ସ
୨୦୦୯ ଏଲିଜାବେଥ୍ ବ୍ଲାକବର୍ନ  ଯୁକ୍ତରାଷ୍ଟ୍ର ଆମେରିକା
 ଅଷ୍ଟ୍ରେଲିଆ
"for the discovery of how chromosomes are protected by telomeres and the enzyme telomerase"[୧୦୧]
କାରୋଲ ଡବ୍ଲୁ ଗ୍ରେଡର୍  ଯୁକ୍ତରାଷ୍ଟ୍ର ଆମେରିକା
ଜ୍ୟାକ୍ ଡବ୍ଲ୍ୟୁ ଯୋଷ୍ଟାକ୍  ଯୁକ୍ତରାଷ୍ଟ୍ର ଆମେରିକା
୨୦୧୦ ରବର୍ଟ ଜି ଏଡୱାର୍ଡସ୍  ଯୁକ୍ତ ରାଜ୍ୟ"for the development of in vitro fertilization"[୧୦୨]
୨୦୧୧ ବ୍ରୁସ୍ ବିଟଲର୍  ଯୁକ୍ତରାଷ୍ଟ୍ର ଆମେରିକା"for their discoveries concerning the activation of innate immunity"[୧୦୩]
ଜୁଲେସ୍ ଏ ହୋଫମ୍ୟାନ୍  ଫ୍ରାନ୍ସ
ରାଲ୍ଫ ଏମ୍ ଷ୍ଟେନମ୍ୟାନ୍  କାନାଡା"for his discovery of the dendritic cell and its role in adaptive immunity" (awarded posthumously)[୧୦୪][୧୦୫][୧୦୩]
୨୦୧୨ ଜନ୍ ଗର୍ଡନ୍  ଯୁକ୍ତ ରାଜ୍ୟ"for the discovery that mature cells can be reprogrammed to become pluripotent"[୧୦୬]
ଶିନ୍ୟା ୟାମାନାକା  ଜାପାନ
୨୦୧୩ ଜେମ୍ସ ଇ ରୋଥମ୍ୟାନ୍  ଯୁକ୍ତରାଷ୍ଟ୍ର ଆମେରିକା"for their discoveries of machinery regulating vesicle traffic, a major transport system in our cells"[୧୦୭]
ରାଣ୍ଡି ଡବ୍ଲୁ ସ୍କେକମ୍ୟାନ୍  ଯୁକ୍ତରାଷ୍ଟ୍ର ଆମେରିକା
ଥୋମାସ୍ ସି ସୁଦୋଫ୍  ଯୁକ୍ତରାଷ୍ଟ୍ର ଆମେରିକା
 ଜର୍ମାନୀ
୨୦୧୪ ଜନ ଓ’କିଫ୍  ଯୁକ୍ତରାଷ୍ଟ୍ର ଆମେରିକା
 ଯୁକ୍ତ ରାଜ୍ୟ
"for their discoveries of cells that constitute a positioning system in the brain"[୧୦୮]
ମେ-ବ୍ରିଟ୍ ମୋସର  ନରୱେ
ଏଡଭାର୍ଡ ଆଇ ମୋସର  ନରୱେ
୨୦୧୫ ୱିଲିୟମ୍ ସି କ୍ୟାମ୍ପବେଲ୍  ଆୟରଲ୍ୟାଣ୍ଡ
 ଯୁକ୍ତରାଷ୍ଟ୍ର ଆମେରିକା
"for their discoveries concerning a novel therapy against infections caused by roundworm parasites"[୧୦୯]
ସତୋଶୀ ଓମୁରା  ଜାପାନ
ତୁ ୟୁୟୁ  ଚୀନ"for her discoveries concerning a novel therapy against malaria"[୧୦୯]
୨୦୧୬ ୟୋସିନୋରୀ ଓହସୁମି  ଜାପାନ"for his discoveries of mechanisms for autophagy"[୧୧୦]
୨୦୧୭ ଜେଫ୍ରି ସି ହଲ୍  ଯୁକ୍ତରାଷ୍ଟ୍ର ଆମେରିକା"for their discoveries of molecular mechanisms controlling the circadian rhythm"[୧୧୧]
ମାଇକେଲ୍ ରୋଜବାଶ୍  ଯୁକ୍ତରାଷ୍ଟ୍ର ଆମେରିକା
ମାଇକେଲ୍ ଡବ୍ଲୁ ୟଙ୍ଗ୍  ଯୁକ୍ତରାଷ୍ଟ୍ର ଆମେରିକା
୨୦୧୮ ଜେମ୍ସ ପି ଆଲିସନ୍  ଯୁକ୍ତରାଷ୍ଟ୍ର ଆମେରିକା"for their discovery of cancer therapy by inhibition of negative immune regulation"[୧୧୨]
ତାସୁକୁ ହଞ୍ଜୋ  ଜାପାନ
୨୦୧୯ ୱିଲିୟମ୍ କେଲିନ୍ ଜୁନିୟର  ଯୁକ୍ତରାଷ୍ଟ୍ର ଆମେରିକା"for their discoveries of how cells sense and adapt to oxygen availability"[୧୧୩]
ପିଟର ଜେ ରାଟକ୍ଲିଫ୍  ଯୁକ୍ତ ରାଜ୍ୟ
ଗ୍ରେଗ୍ ଏଲ୍ ସେମେଞ୍ଜା  ଯୁକ୍ତରାଷ୍ଟ୍ର ଆମେରିକା
୨୦୨୦ ହାର୍ଭେ ଜେ ଅଲଟର  ଯୁକ୍ତରାଷ୍ଟ୍ର ଆମେରିକା"for the discovery of Hepatitis C virus"[୧୧୪]
Michael Houghton  ଯୁକ୍ତ ରାଜ୍ୟ
Charles M. Rice  ଯୁକ୍ତରାଷ୍ଟ୍ର ଆମେରିକା

ଆଧାର